ସ୍ତ୍ରୀ କାହିଁକି ନିଏ ନାହିଁ ନିଜ ସ୍ବାମୀର ନାମ, ଜାଣନ୍ତୁ !

women

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ହିନ୍ଧୁ ଧର୍ମ ଅନୁସାରେ ଜଣେ ସ୍ତ୍ରୀ ତାଙ୍କ ପତି ଙ୍କୁ ଭଗବାନ ସମାନ ମାନି ଥାଏ । ଏବଂ ସ୍ୱାମୀ ର ପାଦ ଛୁଇଁ ଏହି ସଂମ୍ପର୍କ ଆହୁରୀ ଉଚ୍ଚ କରି ଦେଇ ଥାଏ । ଏକ ବିବାହିତ ସ୍ତ୍ରୀ ସବୁ ବେଳେ ନିଜ ପତି ଙ୍କ ଆଜ୍ଞ୍ୟା କୁ ସବୁ ବେଳେ ପାଳନ କରି ଥାଏ । ଯେମିତି ଆମେ ସବୁ ଜାଣନ୍ତି କି ବହୁ ସମୟ ପୂର୍ବ ରୁ ଏମିତି ପରମ୍ପରା ରହି ଥିଲା ଯେଉଁଠୀ ସ୍ତ୍ରୀ ମାନେ ନିଜର ସ୍ୱାମୀ ଙ୍କ ନାମ ଧରି ଡାକନ୍ତି ନାହିଁ । ଏହା ଦ୍ୱାରା ସ୍ୱାମୀ ଙ୍କ ଅପମନା ହୋଇ ଥାଏ ବୋଲି କୁହା ଯାଏ । ହେଲେ ଆଜିର ସମୟ ରେ ଏହାକୁ ଅଧିକାଂଶ ମାନିବା ପାଇଁ ନାରାଜ୍ ହୋଇ ଥାନ୍ତି କାରଣ ଆଜିର ଦିନ ରେ ଏହାକୁ କେହି ବି ବିଶ୍ୱାସ କରନ୍ତି ନାହିଁ । ଆଜି କାଲି ର ବ୍ୟସ୍ତ ବହୁତ ଏବଂ ଆଧୁନିକ ସମାଜ ରେ ପ୍ରେମ ବିବାହ ପ୍ରଚଳନ ଅଧିକ ହେଉଛି ।womens

ଝିଅ ମାନେ ନିଜ ସ୍ୱାମୀ ଙ୍କ ନାମ ଧରି ଡାକିବାରେ ଟିକିଏ ବି ସଂଙ୍କୋଚ କରୁ ନାହାଁନ୍ତି । ହେଲେ ଆପଣ ମାନେ ଜାଣି ନ ଥିବେ କି ହିନ୍ଧୁ ଧର୍ମ ଅନୁସାରେ ନିଜ ସ୍ୱାମୀ ଙ୍କ ନାମ ନ ଡାକିବା ପଛରେ ଗୋଟିଏ ନିର୍ଦ୍ଧିଷ୍ଟ କାରଣ ରହିଛି । ଜାହା ନିଶ୍ଚିତ ଜାଣି ରଖିବା ଉଚିତ୍ । ସ୍କନ୍ଧ ପୁରାଣ ରେ ଏହା କୁହା ଜାଇଛି କି ସ୍ୱାମୀ ମାନଙ୍କ ନାମ ଧରି ଡାକିବା ଦ୍ୱାରା ସ୍ୱାମୀ ର ଆୟୁସ କମି ଜାଇ ଥାଏ । ଏହି କାରଣ ପାଇଁ ଆଗ ସମୟ ରେ ସ୍ତ୍ରୀ ମାନେ ନିଜ ସ୍ୱାମୀ ଙ୍କ ନାମ ଧରୁ ନ ଥିୁଲେ । ଏହି କଥା ର ସୂଚନା ରହିଛି କିି ଯେଉଂ ସ୍ତ୍ରୀ ସ୍ୱାମୀ ଙ୍କ ଖାଇବା ପୂର୍ବ ଭୋଜନ କରୁ ଥାଏ । ବା ସ୍ୱାମୀ ସୋଇବା ପୂର୍ବ ରୁ ସ୍ତ୍ରୀ ଶୋଇ ଯାଏ ।women

ସେହି ସ୍ତ୍ରା ମାନଙ୍କୁ ପବିତ୍ର ସ୍ତ୍ରୀ ବୋଲି କୁହା ଯାଏ ନାହିଁ । ପୂର୍ବ ରୁ ସ୍ତ୍ରୀ ମାନେ ସ୍ୱାମୀ ଖାଇବା ପରେ ଏବଂ ସ୍ୱାମୀ ଶୋଇବା ପରେ ହିଁ ଶୋଉ ଥିଲେ । ଏବଂ କେବେ ବି ସ୍ତ୍ରୀ ବିନା ଅନୁମତି ରେ କୈଣସି ବି କାମ କରେ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *