ସ୍ତ୍ରୀ ମାନେ କାହିଁକି ସ୍ୱାମୀଙ୍କଠୁ ସାନ ହେବା ଆବଶ୍ୟକ ?

wife

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଆପଣ ମାନେ ଜାଣି ଥିବେ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟ ରେ ବୟସ ର ବ୍ୟବଧାନ ରହି ଥାଏ । ଏମିତି ରେ କିଛି ବୟସ୍କ ଲୋକ ମାନେ କହି ଥାନ୍ତି କି ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟ ରେ ରହି ଥିବା ବୟୟସ ର ବ୍ୟବଧାନ ରହିବା ଆବଶ୍ୟକ । ଏବଂ ପୂର୍ବ କାଳ ରେ ଏହି କଥା କୁ ନେଇ ଲୋକ ମାନେ କହୁ ଥାନ୍ତି କି ବିବାହ କରିବା ସମୟ ରେ ବର ଏବଂ କନ୍ୟା ମଧ୍ୟ ରେ ବୟସ ର ପାର୍ଥକ୍ୟ ରହିବା ଉଚିତ୍ । ଏବଂ ଆଜିର ଦିନ ରେ ସେହି ଜିନିଷ ଉପରେ ଧ୍ୟନ ଦିଆ ଯାଉଛି । ସ୍ୱାମୀ ର ବୟସ ସ୍ତ୍ରୀ ର ବୟସ ଠାରୁ ସାଧାରଣ ଭାବେ 5 ରୁ 6 ବର୍ଷ ବଡ ହେବା ଉଚିତ୍ । ହେଲେ ଆଜିର ପିଢୀ ଏହାକୁ ମାନିବା ପାଇଁ ନାରାଜ୍ । ଏବଂ ସେମାନେ ନିଜ ବୟସ ର ଝିଅ ମାନଙ୍କୁ ହିଁ ବିବାହ କରି ଥାନ୍ତି ।husband wife

ଜାହାକି ଅନୁଚିତ କାରଣ ଗୋଟିଏ ପୁଅ ଯଦି ତାର ସମାନ ବୟସ ର ଝିଅ ସହିତ ବିବାହ କରେ । ଅତ୍ୟାଧିକ ହୋରମନ ର ଚଳାଚଳ କାରଣ ରୁ ହିଁ ଝିଅ ଅତ୍ୟାଧିକ ପରିପୋକ ହୋଇ ଯାଏ । ଯେଉଁଥି ପାଇଁ ଉଭୟ ଙ୍କୁ ଦେଖିଲେ ଯିଏ କହିବ କିି ଉଭୟ ଙ୍କ ବୟସ ସମାନ ଅଟେ । ଏବଂ ସେମାନଙ୍କ ଅଭିଜ୍ଞ୍ୟତା ସମାନ ମଧ୍ୟ ହୋଇ ଥାଏ । ଏବଂ ପରେ ସେମାନଙ୍କ ବୈବାହିକ ଜିବନ ରେ ସର୍ବଦା କଳି ଝଗଡା ଲାଗି ରହି ଥାଏ । ସେହିଥି ପାଇଁ ନିଜ ଠାରୁ ସବୁ ବେଳେ କମ୍ ବୟସ ର ଝିଅ ମାନଙ୍କୁ ବିବାହ କରିବା ଜରୁରୀ ଅଟେ । ଏବଂ ବହୁତ ସମୟ ରେ ଝିଅ ର ଘର ଲୋକ ମାନେ ତାଙ୍କ ଝିଅ କୁ ବୁଝି ପାରୁ ଥିବା ଭଳି ପୁଅ କୁ ଚୟନ କରନ୍ତି । ଏବଂ ଏହି ମଧ୍ୟ ରେ ଉଭୟ ଙ୍କ ବୟସ ରେ ଅନ୍ତର ରହି ଥାଏ ।husband

ଅନୁସନ୍ଧାନ ରେ କୁହା ଜାଇଛି କି ଯଦି ଝିଅ ଟିର ବୟସ ପୁଅ ବୟସ ଠାରୁ କମ୍ ହୋଇ ଥାଏ । ତେବେ ନିଶ୍ଚିତ ଭାବେ ସେମାନେ ବୈବାହିକ ଜିବନ ଖୁସୀ ରେ ବିତି ଥାଏ । ଏବଂ ସେମାନଙ୍କ ମଧ୍ୟ ରେ ସବୁ ସମୟ ରେ ସଠିକ୍ ବୁଝାମଣା ରହି ଥାଏ । ହେଲେ ଆଜିର ସମୟ ରେ ସମସ୍ତେ ନିଜ ନିଜ ସାଥି ମାନଙ୍କ ବୟସ ନିଜ ସମାନ ର ହିଁ ଖୋଜି ଥାନ୍ତି । ତେବେ ଏହାକୁ ନେଇ ଆପଣ ମାନଙ୍କର ମତ କଣ ଜଣେଇବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *