ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କେଉଁ ଦେଶ ପାଖରେ ରହିଛି କେତେ ଟନ ସୁନା ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। କହିଁକି ପ୍ରତେକ ଦେଶ ନିଜ ପାଖରେ ଏତେ ସୁନା ମଜୁଦ ରଖିଛନ୍ତି କେଉଁ କାମରେ ଏହି ସୁନା କୁ ବ୍ୟବହାର କରାଯାଇଥାଏ ଏବଂ ଭାରତରେ କେତେ ଟନ ର ସୁନା ମଜୁଦ ରହିଛି । କେନ୍ଦ୍ରୀୟ ସ୍ୱର୍ଣ୍ଣ ପରିଷଦର ଆକଳନ ଅନୁସାରେ 2020 ରେ ଆମେରିକା ସର୍ବପ୍ରଥମ ସ୍ଥାନରେ ରହିଛି ଆମେରିକା ପାଖରେ ରହିଥିବା ସୁନାର ପରିମାଣ ହାଡୁଛି 8,133.5 ଟନ,ଜର୍ମାନୀ ପାଖରେ total 3,36.6 ଟନ ଏବଂ ତୃତୀୟ ସ୍ଥାନରେ ରହିଛି ଇଟାଲୀ 2,451.8 ଟନ ଏବଂ ତାପରେ 4 ନମ୍ବର ରହିଛି ଫ୍ରାନ୍ସ ପାଖରେ 2,436.0 ରହିଥିବା ବେଳେ 5 ନମ୍ବର ରେ ରହିଛି ରୁଷିଆ ଏବଂ ରୁଷିଆ ପାଖରେ 2,299.9 ଟନ ଏବଂ 6 ନମ୍ବର ସ୍ଥାନରେ ରହିଛି ଚୀନ 1,938.3 ଟନ 7 ନମ୍ବର ସ୍ଥାନରେ ରହିଛି ସୁଇଜରଲ୍ୟାଣ୍ଡ 1,040.1 ଟନ ଏବଂ ତାପରେ ରହିଛି ଜାପାନ ରେ ରହିଥିବା ସୁନାର ପରିମାଣ 765.2 ଟନ ସୁନା ଏବଂ ଶେଷରେ ଆମ ଭାରତ ରହିଛି ।
9 ନମ୍ବର ଭାରତରେ ରହିଥିବା ସୁନାର ପରିମାଣ 657.7 ଟନ ଏଇଠି ଆପଣ ଗୋଟିଏ କଥା ଜାଣି ରଖନ୍ତୁ ସବୁ ଦେଶରେ ଲୋକମାନଙ୍କ ପାଖରେ ଯେତେ ଟନ ସୁନା ରହିଛି ସବୁ ହିସାବ କରାଯାଇନାହିଁ ଏଠି କେବଳ ସବୁ ଦେଶର ରିଜର୍ଭ ବେଙ୍କ ପାଖରେ ଥିବା ତଥ୍ୟ କୁହାଯାଇଛି । ଆପଣ ମାନେ ଜାଣିଲେ ଭାରତର 657.7ଟନ ରହିଛି କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି ଇଣ୍ଡିଆ ର ଲୋକମାନଙ୍କ ପାଖରେ କେତେ ଟନ ସୁନା ରହିଛି ତାହେଲେ ଏଠି ଆପଣ ଜାଣିନିଆନ୍ତୁ । ଏଠିକାର ସବୁ ଦେଶ ନିଜ ପାଖରେ କେତେ ପରିମାଣର ମହଜୁଦ ରଖିଥାନ୍ତି କାରଣ କେତେକ ଆର୍ଥିକ ବିପତ୍ତି ସମୟରେ ବହୁତ କାମରେ ଆସିଥାଏ। ଭାବନ୍ତୁ ଯଦି କୌଣସି ଦେଶର ଆର୍ଥିକ ପରିସ୍ଥିତି ଦେଖା ଦେଲା ତାହେଲେ ଏହି ଦେଶର ରଖିଥିବା ସୁନା ବଦଳରେ ଯେକୌଣସି ଦେଶର ମୁଦ୍ରା ଆମଦନି କରି ପାରିବ ବା ମୁଦ୍ରା କ୍ରୟ କରିପାରିବ। କାରଣ ଯେକୌଣସି ଦେଶର ମୁଦ୍ରା ଆନ୍ତର୍ଜାତିକ ବଜାରରେ ଦୁର୍ବଳ ବା କମ ହୋଇପାରେ କିନ୍ତି ସୁନର ମୂଲ୍ୟ ଆନ୍ତର୍ଜାତିକ ବଜାରରେ ସମାନ ରହିଥାଏ ।
ଦ୍ଵିତୀୟରେ ଏମିତିବି କିଛି ଦେଶ ଅଛି ଯେତେବେଳେ ସୁନର ପରିମାଣ ଦରକାର ଅଧିକ ଥାଏ ସିଏ ନିଜ ପାଖରେ ଥିବା ସୁନାକୁ ବିକିଦେଇଥାନ୍ତି ଏବଂ ଯେସମୟରେ ସୁନର ମୂଳ କାମ ଥାଏ ସେସମୟର ସେମାନେ କ୍ରୟ କରିଥାନ୍ତି। ମୁଖ୍ୟତ ଏହି ଦୁଇଟି କାରଣ ଯୋଗୁ ପ୍ରତେକ ଦେଶର ସୁନାକୁ ନିଜ ପାଖରେ ମହଜୁଦ ରଖିଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।