କେବେ ଆସିବ ଭାରତକୁ ରୁଷିଆ ବାହାର କରିଥିବା କରୋନା ଟିକା , ଜାଣନ୍ତୁ ଏବେ ହିଁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଋଷିଆ ଆଣିଲା ବିଶ୍ୱର ପ୍ରଥମ କୋଭିଡ୍ ଟୀକା ଏବଂ ଏହାକୁ ଆସନ୍ତା 14 ରେ ସର୍ବଜାନୀନ ଭାବେ ବ୍ୟବହାର ହେବ ବୋଲି ଋ।ଷିଆ କହିଛି । ଏବଂ ଏହି COVID-19 ର ମୁକାବିଲା ପାଇଁ ଋଷିଆ ର ଋଷିଆ ର ସରକାରୀ ପ୍ରତିଷ୍ଠାନ୍ ଗୋମାଲା ଇନ୍ସୁଚ୍ୟୁଟ୍ ଅଫ୍ ଏପିଡେମୋ ଲୋଜି ଏବଂ ମାଇକ୍ର ବାଇଲୋଜି ଦ୍ୱାରା ପ୍ରସ୍ତୁତ ଏକ ଫଳ ପ୍ରଦ କୋଭିଡଡ୍ ଟୀକା କୁ ମନୁଶ୍ୟ ଶରୀର ରେ ନୈଦାନିକ ପରିକ୍ଷଣ ସେଷ ହୋଇଛି ବୋଲି ସରକାରୀ ସ୍ଥର ରେ ସୂଚନା ଦିଆ ଜାଇଛି ।

carona2

ପ୍ରଥମେ ଦେଶ ର ସ୍ୱାସ୍ଥ୍ୟ କର୍ମି ଏବଂ ବରିଷ୍ଟ ନାଗରୀକ ମାନଙ୍କୁ ଠାରେ ଏହାର ପ୍ରୟୋଗ କରା ଯିବ ବୋଲି । ଓଲେଖ୍ ବ୍ରିଦେନ୍ କହିଛନ୍ତି । ଏହି ଟୀକା କୁ ନେଇ ତୃତୀୟ ପର୍ଯ୍ୟାୟ ଜାରୀ ରହି ଥିବା ବେଳେ ଏହାକୁ ବିଶ୍ୱରେ ପ୍ରଚାର ତଥା WHO ପାଖରେ ଚୁଡାନ୍ତ ଭାବେ ଏପ୍ରୁଭ୍ ପାଇଁ କାଗଜ ପତ୍ର ଏବେ ତିଆରି ହେବାରେ ଲାଗିଛି । ହେଲେ ଏହି ବିଷୟ ରେ ରେ ବର୍ତମାନ ସମୟ ରେ କିଛି ଭାରତୀୟ ଡାକ୍ତର ମାନେ କହିଛନ୍ତି କି ଏହି ଟୀକା ଉପରେ ରେ ଏବେ ବି ବିଶ୍ୱାସ କରିବା ଠିକ୍ ନୁହେଁ ବରଂ କୈଣସି ଟୀକା ଆସିବା ପାଇଁ ଦୁଇ ରୁ ପାଞ୍ଚ ବର୍ଷ ସମୟ ଲାଗୁ ଥିବା ବେଳେ ଏହାକୁ କେମିତି ଭାବେ ଏପ୍ରିଲ ରେ ହିଁ ପ୍ରସ୍ତୁତ କରି ଅଗଷ୍ଟ ମାସ ରେ ଦେଇ ପାରିଲେ ମାନେ କେବଳ 4 ମାସ ରେ ହିଁ ଏହାର ପ୍ରସ୍ତିତି ସକ୍ଷ୍ୟମ କେମିତି ହେଲା

carona

ସେହି ପରି ବେଳେ ଏହାକୁ କେବଳ ଋଷିଆ ର ଗୋଟିଏ ଜେନେରାଲ କମ୍ୟୁନନିଟି ଉପରେ ଟେଷ୍ଟ କରି ଥିଲେ ଏବଂ ସେମାନେ ସେହି ଠାରେ ରହି ଥିବା 76 ଟି କୋମାଣ୍ଡ ଙ୍କ ଉପରେ ଏହାର ଟେଷ୍ଟ କରି ବେଳେ ସାଧାରଣ ଲୋକ ମାନଙ୍କ ପାଖରେ ଏହାକୁ ଟେଷ୍ଟ କରା ଜାଇ ନାହିଁ । ଏବଂ ଏହି ବିଷୟ ରେ ଡାକ୍ତର ମାନଙ୍କ କହିବା କଥା କି ସେମାନେ ସରକାର ଙ୍କ ଦ୍ୱାରା ପ୍ରେସରାଇଜ୍ ହୋଇ ଥିବା ହେତୁ ଏମିତି କହିଛନ୍ତି କି ଏହା ଗୁଡ୍ ଆଫେକ୍ଟିଭ୍ ବୋଲି ହେଲେ ଏହା ସତ୍ୟ ଅଟେ କି ସବୁ ସମୟ ରେ 100 ପ୍ରତଶତ ଭେକ୍ଟସିନ୍ ରୁ 93 ପ୍ରତିଶତ ଭେକ୍ସିନ୍ ସବୁ ସମୟ ରେ ଫେଲିୟର ହିଁ ହୋଇ ଥାଏ । ତେବେ ଏହାକୁ ନେଇ କଣ ଆପଣ ମାନଙ୍କର ରାୟ ରହିଛି ଆମକୁ ଜଣାନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *