ଘର ଚାରିପଟେ କଣ ରହିଲେ ଧନର ବର୍ଷା ହୋଇଥାଏ ଜଲଦୀ ଦେଖନ୍ତୁ ।

house

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବାସ୍ତ୍ରୁ ଶାସ୍ତ୍ର ମତରେ ଘରର ଅଗଣା ଏବଂ ଚାରି ପାଖରେ କଣ ସବୁ ରହିଲେ ଘରକୁ କାଙ୍ଗାଳ ଘଟିଥାଏ । ଏବଂ କଣ ସବୁ ରହିଲେ ଧନ ଏବଂ ଐସର୍ଯ୍ୟ ମିଳିଥାଏ ଏହିଁ ବିସୟରେ ଆସନ୍ଗୁ ଜାଣିବା । ପ୍ରଥମେ ଆସନ୍ତୁ ଜାଣିବା ଘରର ଚାରି ପାଖରେ କଣ ସବୁ ରହଲେ କି ପ୍ରକାର ସମସ୍ୟା ଆସିଥାଏ । ବନ୍ଧୁଘଣ ପୃବ ଉତ୍ତର ପଶ୍ଚିମରେ ତେନ୍ତୁଳି ଗଛ ରହିବା ଦ୍ୱାରା ଗୃହରେ ନାନା ପ୍ରକାର ସମସ୍ୟା ମାନ ଦେଖା ଦେଇଥାଏ । କାରଣ ତେନ୍ତୁଳି ଗଛ ଏମିତି ଏକ ନାକାର୍ତ୍ମକ ଗଛ ଏଥିରେ ସମସ୍ତ ପ୍ରକାର ନାକାର୍ତ୍ମକା ଭରି ରହିଥାଏ । ଏବଂ ପୃବ ପୁରୁସଙ୍କ ମତରେ ତେନ୍ତୁଳି ଗଛରେ ଭୂତ ପ୍ରେତ ପିସାଜ ବାସ କରିଥାନ୍ତି । କାରଣ ତେନ୍ତୁଳି ଗଛ ଏମାନଙ୍କ ଅତି ପ୍ରିୟ ଗଛ ହୋଇଥାଏ । ଏଣୁ ଘରର ଚାରି ପାଖରେ ତେନ୍ତୁଳି ଗଛ ରହିବା ଅଶୁଭ ଜନକ ହୋଇଥାଏ । ଏବଂ ଘରେ ନାନା ପ୍ରକାର ଦୁଃଖ ଦୃଦଶା ଦେଖା ଦେଇଥାଏ ।tentuli

ଏହା ସହରତ ଘରର ଚାି ପାଖରେ କଣ୍ଟା ଗଛ ରହିବା ବାସ୍ତୁ ମତଦରେ ଅଶୁଭ ହୋଇଥାଏ । ଯେପରି ବରକୁଳି ଗଛ , ନାଗ ଫେଣି ଗଛ ,ସିଜୁ କଣ୍ଟା ଗଛ ଏହା ସବୁ ଘରର କୋଣସି ଦୀଗରେ ରହିବା ଅତ୍ୟନ୍ତ ଅଶୁଭ ହୋଇଥାଏ । ଏବଂ ଘରକୁ ଅଶୁଭ ଫଳ ଦେଇଥାଏ । ଏହା ସହିତ ଡେମିରି ଗଛ ଆଅତ ଗଛମଧ୍ୟ ଘରର ନିକଟରେ ରହିଲେ ଏହା ଘର ପ୍ରତି ଅନେକ ଅଶୁଭ ହୋଇଥାଏ । ଯାହା ଫଳରେ ରୋଗ ସୁକ ଦରିଦ୍ରତା ମାଡି ଆସିଥାଏ । ବନ୍ଧୁଗଣ ଘରର ଦକ୍ଷୀଣ ପଶ୍ଚିମରେ କୂପ ନଳକୂପ ଗାଡିଆ ପୋଖରି ଏହା ସବୁ ରହିଲେ ଘରର ଲୋକ ମାନଙ୍କର ମାନସିକ ଅସାନ୍ତି ବୃଧି ପାଇଁ ଥାଏ । ଏବଂ ଧନ ହାନି ଦାରିଦ୍ରତା ଦେଖିବାକୁ ମିଳିଥାଏ । ଏହାର ପ୍ରତି କାର ପାଇଁ ଘରର ଚାରି ପାଖେ ତୁଳସୀ ଗଛ ଲଗାି ଦୀଅନ୍ତୁ ।tubewell

ଘରର ମୁକ୍ଷ ଦ୍ୱାରର କିଛି ଦୁରରେ ସେତ ଅରଖ ଗଛ ଲଗାଇ ଦିଅନ୍ତୁ । ଘରର ଦଖିଣ ଏବଂ ପଶ୍ଚିମ ଦୀଗରେ ଦେବ ଦାରୁ ଗଛ ଏବଂ ଗୁଆ ଗଛ ଲଗାଇଲେ ଘରକୁ ଅଲେକ ଶୁଭ ଶକ୍ତି ବା ସାକାର୍ତ୍ମକ ଶକ୍ତି ପ୍ରବେସ କରିଥାଏ । ଏବଂ ସମସ୍ତ ନାକାର୍ତ୍ମକା ଦୁର କରିଥାଏ । ଘରର ଉତର ପୃବ କଣରେ କମ୍ବା ଉତର ଦୀଗରେ ଡାଳିମ୍ବ ଗଛ ଏବଂ ବେଲ ଗଛ ଲଗାଇବା ଦ୍ୱାରା ଘରକୁ ଅନେକ ଶୁଭ ଶକ୍ତି ପ୍ରବେସ କରି ଥାଏ । ଏବଂ ଘରେ ଥିବା ସମସ୍ତ ପ୍ରକାର ସମସ୍ୟା ମାନ ଦୁର ହୋଇଥାଏ । ଏଣୁ ଘରେ ସ୍ଖ ଶାନ୍ତି ଚାହୁ ଥିଲେ ଏହି ସବୁ ବାସ୍ତୁର ନ୍ୟମ ମାନ ପାଳିବାକୁ ପଡିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *