ଆପଣ ମାନଙ୍କୁ ଆମର ପୋର୍ଟଲ କୁୂ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ କି ଲକ୍ଷ୍ମଣ ଙ୍କ 14 ବର୍ଷ ବନବାସ ସମୟରେ ଲକ୍ଷ୍ମଣ ଙ୍କ ପତ୍ନୀ ଉର୍ମିଳା କଣ କରୁ ଥିଲେ । ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ । ପିତୃ ସତ୍ୟ କୁ ପାଳନ କରିବା ପାଇଁ ପ୍ରଭୁ ରାମଚନ୍ଦ୍ର ଙ୍କୁ 14 ବର୍ଷ ବନ ବାସ ଯିବା ପାଇଁ ପଡି ଥିଲା । ପତ୍ନୀ ସୀତା ଙ୍କ ସହିତ ଶ୍ରୀ ରାମ ବାହାରିବା ସମୟ ରେ ଲକ୍ଷଣ ମଧ୍ୟ ଭାଈ ଙ୍କ ସହିତ ବାହାରି ଥିଲେ । ରାମ ଲକ୍ଷ୍ମଣ ଗୋଟିଏ ଯିବ । କେହି କାହାରିକି ଛାଡି ରହି ପାରିବେ ନାହିଁ । ଏଭଲି ସ୍ଥିତି ରେ ପତ୍ନୀ ଉର୍ମିଳା ମଧ୍ୟ ସେହି ବନ କୁ ଯିବା ପାଇଁ ବାହାରି ଥିଲେ ।ଏହାକୁ କିନ୍ଥୁ ବାରଣ କରି ଥିଲେ ଲକ୍ଷ୍ମଣ କହିଲେ କି ଶ୍ରୀ ରାମ ମାତା ସୀତା ଙ୍କ ସେବା କରିବା ପାଇଁ ସେ ବନ ବାସ କୁ ଯାଉଛନ୍ତି ।
ଏବଂ ସେହି ପରି କ୍ଷେତ୍ର ରେ ଯଦି ଉର୍ମିଳା ତାଙ୍କ ସହିତ ଯିବେ ତେବେ ସେ ତାଙ୍କର କର୍ତ୍ୟବ କରି ପାରିବେ ନାହିଁ । ରାମାୟଣ ରେ ମର୍ଜ୍ୟଦା ପୁରୁଷ ରାମ ଏବଂ ଲକ୍ଷ୍ମଣ ଙ୍କ ବିଷୟରେ ଅନେକ କଥା ବର୍ଣ୍ଣନା କରା ଜାଇଛି । ସେମିତି ରେ ଏହି ବନ ବାସ ର ପ୍ରଥମ ରାତ୍ରୀ ରେ ହିଁ ଶ୍ରୀ ରାମ ଙ୍କ ସୀତା ମାତା କୁଟିର ରେ ବିଶ୍ରାମ କରୁ ଥିଲେ ଏବଂ ସେହି ସମୟ ରେ ଲକ୍ଷ୍ମମ ବାହାରେ ପହରା ଦେଉ ଥିଲେ । ଏହି ସମୟ ରେ ଲକ୍ଷ୍ମଣ ଙ୍କ ସାମ୍ନା ରେ ନିଦ୍ରା ଦେବୀ ପ୍ରକଟ ହୋଇ ଥିଲେ । ଏବଂ ତାଙ୍କୁ ଦେଖିବା ପରେ ଲକ୍ଷ୍ମଣ ସେହି ସମୟ ରେ 14 ବର୍ଷ ପାଇଁ ତାଙ୍କର ନିଦ୍ରା ଛଡେଇ ନେବା ପାଇଁ କହି ଥିଲେ ।
ନିଦ୍ରା ଦେବୀ ଲକ୍ଷ୍ମଣ ଙଅକ କଥା ରେ ରାଜି ହୋଇ ଥିଲେ ତତ୍ୟ ହେଲେ ତାଙ୍କ ଭାଗ ର ନିଦ୍ରା କୁ ଅନ୍ୟ କୁ ନେବା ପାଇଁ ପଡିବ ବୋଲି ସେ ଲକ୍ଷ୍ମଣ ଙ୍କୁ କହି ଥିଲେ ଏବଂ ସେହି ପରି କ୍ଷେତ୍ର ରେ ସେ କହି ଥିଲେ କି ତାଙ୍କର ପତ୍ନୀ ଉର୍ମିଳା ଙ୍କୁ ତାଙ୍କର ଅଂଶ ର ନିଦ୍ରା କୁ 14 ବର୍ଷ ପାଇଁ ଦିଆ ଯାଉ । ତେବେ ସେହି ସମୟ ରେ ନିଦ୍ରା ଦେବୀ ସେିତି ହିଁ କରି ଥିଲେ ଏବଂ ସେହି ଦିନ ଠାରୁ ଉର୍ମିଳା 14ବର୍ଷ ପାଇଁ ନିଦ୍ରା ରେ ଶୋଇ ଥିଲେ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।