ସ୍ୱପ୍ନରେ ମୃତ ବ୍ୟକ୍ତି ଦେଖିବାର ଅର୍ଥ କଣ ଏବେ ହିଁ ଦେଖନ୍ତୁ ନହେଲେ ପରେ ପସ୍ତେଇବେ ।

dreem

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତି ଦାନର କର୍ମ ସାରି ଆପଣ ଯେତେ ବେଳେ ସୋଇବାକୁ ଯାଉଛନ୍ତି ସେତେ ବେଳେ ଆପଣ ବିଭିନ୍ୟ ପ୍ରକାର ସ୍ୱପ୍ନ ଦେଖି ଥାନ୍ତି । କିଛି ସ୍ୱପ୍ନ ଏପରି ହୋଇଥାଏ ଯେ ଆମେ ଦେଖିବା ମାତ୍ରେ ଡରି ଯାଆନ୍ତି ଏବଂ ଆମର ଆଖି ଖଲି ଯାଇଥାଏ । ଆପଣ କେବେ ନାଁ କେବେ ସ୍ୱପ୍ନରେ କୋଣସି ମୃତ ବ୍ୟକ୍ତିଙ୍କୁ ନିଶ୍ଚୟ ଦେଖିଥିବେ । ଆଜି ଆମେ ଜାଣିବା ସ୍ୱପ୍ନରେ ମୃତ ବ୍ୟକ୍ତିଙ୍କୁ ଦେଖିବାର ଅର୍ଥ କଣ ହୋଇଥାଏ । ଏବଂ ଏହା କି ସଙ୍କେତ ଦେଇଥାଏ । ସ୍ୱପ୍ନ ଶାସ୍ତ୍ର ଅନୁସାରେ ଆମ ସ୍ୱପ୍ନରେ ଯାହାବି କିଛି ଆସିଥାଏ ତାର କିଛି ନା କିଛି ଅର୍ଥ ରହିଥାଏ ବା ତାଙା ଆମକୁ କିଛି ସଙ୍କେତ ଦେଇଥାଏ । ପ୍ରଥମେ ଚାଲନ୍ତୁ ଜାଣିବା ସ୍ୱପ୍ନରେ ମୃତ ବ୍ୟକ୍ତି ଦେଖିବାର ସାତଟି ସଙ୍କେତ ବା ଅର୍ଥ ବିସୟରେ । ଯଦି ଆପଣଙ୍କ ପରିବାରରେ କେହି ରୋତରେ ପଡି ମୃତ୍ୟୁ ବରଣ କରିଛନ୍ତି ଯଦି ସେ ସ୍ୱପ୍ନରେ ସୁସ୍ଥ ଭାବରେ ଦେଖା ଦିଅନ୍ତି ତେବେ ଏହାର ଅର୍ଥ ହେଉଛି ତାଙ୍କର କୋଣସି ଭଲ ସ୍ଥାନରେ ଜନ୍ମ ହୋଇ ସାରିଛି ।drem

ଏହି ସ୍ୱପ୍ନ ମାଧ୍ୟମରେ ସେ ଆପଣଙ୍କୁ ଜଣାଇବାକୁ ଚାହୁଛନ୍ତି କି ସେ ଅନ୍ୟ ସ୍ଥାନରେ ଜନ୍ମ ହୋଇ ସାରିଛନ୍ତି । ତାଙ୍କ ବିସୟରେ ଭାବି ଆପଣ ଚିନ୍ତା କରନ୍ତୁ ନାହିଁ । ଏପରି ସ୍ୱପ୍ନକୁ ସ୍ୱପ୍ନ ଶାସ୍ତ୍ରରେ ଆସସନା ସ୍ୱପ୍ନ ବୋଲି କୁହାଯାଏ । ଦିତାୟରେ ଯଦି କୋଣସି ସୁସ୍ଥ ବ୍ୟକ୍ତି ଆୟୁସ ପୁରିବା ପରେ ମରିଥିବେ ଯାହାଙ୍କୁ କିଛି ରୋଗ ହୋି ନଥିଲା ତାଙ୍କୁ ସ୍ୱପ୍ନରେ ଦେଖିଲେ ଏହାର ଅର୍ଥ ସେ ଆପଣଙ୍କ ଠାରୁ କିଛି ଚାହୁଛନ୍ତି । ଆପମ ତାଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ । ଯଦି ସେହି ବ୍ୟକ୍ତିର ମୃତ୍ୟୁ ପୃବରୁ କିଛି ଇଚ୍ଛା ବାକି ରହି ଯାଇଥାଏ ତେବେ ଆପଣ ତାଙ୍କ ଇଚ୍ଛା ପୁରଣ କରିବାକୁ ଚେଷ୍ଟା କରନ୍ତୁ । ତିନିରେ ଯଦି କୋଣସି ମୃତ ବ୍ୟକ୍ତିଙ୍କୁ ସ୍ୱପ୍ନରେ ଦେଖୁଛନ୍ତି କିନ୍ତୁ ସେ କିଛି କହୁ ନାହାନ୍ତି ଯଦି ଏପରି ସ୍ୱପ୍ନ ଦେଖୁଛନ୍ତି ଏହାର ଅର୍ଥ ଆପଣ କିଛି ଭୁଲ୍ କରଛନ୍ତି । ସେ ଏହା ଆପଣଙ୍କୁ ଜଣାଇବା ପାଇଁ ଚାହୁଛନ୍ତି । ଚାରିରେ ଯଦି ଆପଣଙ୍କୁ ସ୍ୱପ୍ନରେ ମୃତ ବ୍ୟକ୍ତି ଆଶ୍ରୀବାଦ ଦେଉଛନ୍ତି ଏହାର ଅର୍ଥ ହେଉଛି ଆପଣ କେଉବି କାମ କରୁଛନ୍ତି ସେଥିରେ ଆପଣ ସଫଳ ହେବେ ।dreem

ନମ୍ବର ପାଞ୍ଚରେ ଯଦି ମୃତ ବ୍ୟକ୍ତି ସ୍ୱପ୍ନରେ ଆପଣଙ୍କୁ କିଛି ମାଗୁଛନ୍ତି ଏହାର ଅର୍ଥ ହେଉଛି ତାଙ୍କର ଆପଣଙ୍କ ପ୍ରତି ଏବେ ମଧ୍ୟ ସ୍ନେହ ରହିଛି । ସଷ୍ଟରେ ହେଉଛି ଯଦି ଆପଣଙ୍କର ମୃତ ନିଜ ବ୍ୟକ୍ତିଙ୍କୁ ନିଜ ଘରେ ଦେଖୁଛନ୍ତି ସେ ଆପଣଙ୍କ ସହ କଥା ହେଉଛନ୍ତି କିଛି କାର୍ଯ୍ୟ କରୁଛନ୍ତି ଏହାର ଅର୍ଥ ହେଉଛି ସେ ଏବେବି ଆପଣଙ୍କର ଘରକୁ ମୋହ ଛାଡି ନାହାନ୍ତି । ନମ୍ବର ସାତରେ ସବୁଠାରୁ ସେସ ହେଉଛି କୋଣସି ଜୀବିତ ବ୍ୟକ୍ତିଙ୍କୁ ସବୁବେଳେ ମୃତ ଭାବରେ ଦେଖିବା ସ୍ୱପ୍ନ ଶାସ୍ତ୍ର ଅନୁସାରେ ଜୀବିତ ବ୍ୟକ୍ତିଙ୍କୁ ମୃତ ଭାବରେ ଦେଖିବା ଦ୍ୱାରା ତାଙ୍କର ଆୟୁସ ବଢି ଯାଇଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *