ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତି ଦାନର କର୍ମ ସାରି ଆପଣ ଯେତେ ବେଳେ ସୋଇବାକୁ ଯାଉଛନ୍ତି ସେତେ ବେଳେ ଆପଣ ବିଭିନ୍ୟ ପ୍ରକାର ସ୍ୱପ୍ନ ଦେଖି ଥାନ୍ତି । କିଛି ସ୍ୱପ୍ନ ଏପରି ହୋଇଥାଏ ଯେ ଆମେ ଦେଖିବା ମାତ୍ରେ ଡରି ଯାଆନ୍ତି ଏବଂ ଆମର ଆଖି ଖଲି ଯାଇଥାଏ । ଆପଣ କେବେ ନାଁ କେବେ ସ୍ୱପ୍ନରେ କୋଣସି ମୃତ ବ୍ୟକ୍ତିଙ୍କୁ ନିଶ୍ଚୟ ଦେଖିଥିବେ । ଆଜି ଆମେ ଜାଣିବା ସ୍ୱପ୍ନରେ ମୃତ ବ୍ୟକ୍ତିଙ୍କୁ ଦେଖିବାର ଅର୍ଥ କଣ ହୋଇଥାଏ । ଏବଂ ଏହା କି ସଙ୍କେତ ଦେଇଥାଏ । ସ୍ୱପ୍ନ ଶାସ୍ତ୍ର ଅନୁସାରେ ଆମ ସ୍ୱପ୍ନରେ ଯାହାବି କିଛି ଆସିଥାଏ ତାର କିଛି ନା କିଛି ଅର୍ଥ ରହିଥାଏ ବା ତାଙା ଆମକୁ କିଛି ସଙ୍କେତ ଦେଇଥାଏ । ପ୍ରଥମେ ଚାଲନ୍ତୁ ଜାଣିବା ସ୍ୱପ୍ନରେ ମୃତ ବ୍ୟକ୍ତି ଦେଖିବାର ସାତଟି ସଙ୍କେତ ବା ଅର୍ଥ ବିସୟରେ । ଯଦି ଆପଣଙ୍କ ପରିବାରରେ କେହି ରୋତରେ ପଡି ମୃତ୍ୟୁ ବରଣ କରିଛନ୍ତି ଯଦି ସେ ସ୍ୱପ୍ନରେ ସୁସ୍ଥ ଭାବରେ ଦେଖା ଦିଅନ୍ତି ତେବେ ଏହାର ଅର୍ଥ ହେଉଛି ତାଙ୍କର କୋଣସି ଭଲ ସ୍ଥାନରେ ଜନ୍ମ ହୋଇ ସାରିଛି ।
ଏହି ସ୍ୱପ୍ନ ମାଧ୍ୟମରେ ସେ ଆପଣଙ୍କୁ ଜଣାଇବାକୁ ଚାହୁଛନ୍ତି କି ସେ ଅନ୍ୟ ସ୍ଥାନରେ ଜନ୍ମ ହୋଇ ସାରିଛନ୍ତି । ତାଙ୍କ ବିସୟରେ ଭାବି ଆପଣ ଚିନ୍ତା କରନ୍ତୁ ନାହିଁ । ଏପରି ସ୍ୱପ୍ନକୁ ସ୍ୱପ୍ନ ଶାସ୍ତ୍ରରେ ଆସସନା ସ୍ୱପ୍ନ ବୋଲି କୁହାଯାଏ । ଦିତାୟରେ ଯଦି କୋଣସି ସୁସ୍ଥ ବ୍ୟକ୍ତି ଆୟୁସ ପୁରିବା ପରେ ମରିଥିବେ ଯାହାଙ୍କୁ କିଛି ରୋଗ ହୋି ନଥିଲା ତାଙ୍କୁ ସ୍ୱପ୍ନରେ ଦେଖିଲେ ଏହାର ଅର୍ଥ ସେ ଆପଣଙ୍କ ଠାରୁ କିଛି ଚାହୁଛନ୍ତି । ଆପମ ତାଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ । ଯଦି ସେହି ବ୍ୟକ୍ତିର ମୃତ୍ୟୁ ପୃବରୁ କିଛି ଇଚ୍ଛା ବାକି ରହି ଯାଇଥାଏ ତେବେ ଆପଣ ତାଙ୍କ ଇଚ୍ଛା ପୁରଣ କରିବାକୁ ଚେଷ୍ଟା କରନ୍ତୁ । ତିନିରେ ଯଦି କୋଣସି ମୃତ ବ୍ୟକ୍ତିଙ୍କୁ ସ୍ୱପ୍ନରେ ଦେଖୁଛନ୍ତି କିନ୍ତୁ ସେ କିଛି କହୁ ନାହାନ୍ତି ଯଦି ଏପରି ସ୍ୱପ୍ନ ଦେଖୁଛନ୍ତି ଏହାର ଅର୍ଥ ଆପଣ କିଛି ଭୁଲ୍ କରଛନ୍ତି । ସେ ଏହା ଆପଣଙ୍କୁ ଜଣାଇବା ପାଇଁ ଚାହୁଛନ୍ତି । ଚାରିରେ ଯଦି ଆପଣଙ୍କୁ ସ୍ୱପ୍ନରେ ମୃତ ବ୍ୟକ୍ତି ଆଶ୍ରୀବାଦ ଦେଉଛନ୍ତି ଏହାର ଅର୍ଥ ହେଉଛି ଆପଣ କେଉବି କାମ କରୁଛନ୍ତି ସେଥିରେ ଆପଣ ସଫଳ ହେବେ ।
ନମ୍ବର ପାଞ୍ଚରେ ଯଦି ମୃତ ବ୍ୟକ୍ତି ସ୍ୱପ୍ନରେ ଆପଣଙ୍କୁ କିଛି ମାଗୁଛନ୍ତି ଏହାର ଅର୍ଥ ହେଉଛି ତାଙ୍କର ଆପଣଙ୍କ ପ୍ରତି ଏବେ ମଧ୍ୟ ସ୍ନେହ ରହିଛି । ସଷ୍ଟରେ ହେଉଛି ଯଦି ଆପଣଙ୍କର ମୃତ ନିଜ ବ୍ୟକ୍ତିଙ୍କୁ ନିଜ ଘରେ ଦେଖୁଛନ୍ତି ସେ ଆପଣଙ୍କ ସହ କଥା ହେଉଛନ୍ତି କିଛି କାର୍ଯ୍ୟ କରୁଛନ୍ତି ଏହାର ଅର୍ଥ ହେଉଛି ସେ ଏବେବି ଆପଣଙ୍କର ଘରକୁ ମୋହ ଛାଡି ନାହାନ୍ତି । ନମ୍ବର ସାତରେ ସବୁଠାରୁ ସେସ ହେଉଛି କୋଣସି ଜୀବିତ ବ୍ୟକ୍ତିଙ୍କୁ ସବୁବେଳେ ମୃତ ଭାବରେ ଦେଖିବା ସ୍ୱପ୍ନ ଶାସ୍ତ୍ର ଅନୁସାରେ ଜୀବିତ ବ୍ୟକ୍ତିଙ୍କୁ ମୃତ ଭାବରେ ଦେଖିବା ଦ୍ୱାରା ତାଙ୍କର ଆୟୁସ ବଢି ଯାଇଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।