ମହିଳାଙ୍କୁ ରାତିରେ ଆଶ୍ରମକୁ ଡାକି ବାବା କରୁଥିଲେ ଏମିତି କାମ , ଆଉ ତା ପରେ

baba2

ଆମେ ଯେତେ ଯେତେ ବଡ ହେଉଛେ ସେତେ ସେତେ ଆଶ୍ଚର୍ଯ୍ୟ ଓ ଚକିତ କଲା ଭଳି ଘଟଣା ଆମ ନିତି ଦିନିଆ ଜିବନରେ ଶୁଣିବାକୁ ପାଉଛେ , ଏହି 2020 ବର୍ଷ ସତେ ଜେମିତି ପୃଥିବି ପାଇଁ ଅଭି ଶାପ ହୋଇ ଉଭା ହୋଇଛି , 2020 ବର୍ଷରେ ଏମିତି କିଛି ଘଟିନି ଜାହା ଆମ ମାନଙ୍କ ପାଇଁ ଖୁସି ଆଣି ଦେବ , ବର୍ଷ ଆରମ୍ଭରୁ ଚୀନରୁ ସୃଷିଟ କରୋନାର ତାଣ୍ଡବ ଆଉ ତା ପରେ ପରେ ବଡ ବଡ ଫିଲ୍ମ ଷ୍ଟାର ମାନଙ୍କର ମୃତ୍ୟୁ ସତେ ଜେମିତି ପୁରା ବିଶ୍ୱ କୁ ଚକିତ କରି ରଖିଛି , ବିଙ୍ଗାନର ଦୃତ ଅଭିବୃଦ୍ଧି ହୋଇଥିଲେ ବି ମଣିଷ କରୋନା ଦାଉରୁ ନିଜକୁ ରକ୍ଷା କରି ପାରୁନି , କରୋନା ପାଇଁ ସାରା ଭାରତ ଏବେ ଲକ ଡାଉନରେ ଥିଲା ବେଳେ , ମଧ୍ୟ ପ୍ରଦେଶରୁ ଏବେ ଏବେ ଏକ ଚମକିଲା ଭଳି ଖବର ସାମ୍ମାନାକୁ ଆଶିଛି , ଯେଉଁ ଥିରେ ଜଣେ ବାବାଙ୍କ କଳା କାରନାମାର ପର୍ଦା ଫାସ ହୋଇଛି , ତେବେ ଆସନ୍ତୁ ସେହି ଖବର ବିଷୟରେ ଜାଣିବା ,

baba3

ମଣିଷ ଜେତେ ଶିକ୍ଷିତ ହେଲେ ମଧ୍ୟ ନିଜର ଇଛ୍ଛାକୁ ପୁରଣ କରିବା ପାଇଁ ସେ ବେଳେ ବେଳେ ଅନ୍ଧ ବିଶ୍ୱାସ ଉପରେ ଭରସା କରି ନେଇଥାଏ , ଏବେ ଠିକ ଏମିତି ହିଁ କିଛି ଘଟିଛି  ମଧ୍ୟ ପ୍ରଦେଶର ଅଶୋକ ନଗର ଜିଲ୍ଲାରେ , ଯେଉଁ ଘଟଣା ଏବେ ସେହି ଅଞ୍ଚଳର ଚର୍ଚାର ବିଷୟ ପାଲଟିଛି  , ତେବେ ବନ୍ଧୁଗଣ ସେହି ଅଶୋକ ନଗର ଜିଲ୍ଲାରେ ଜଣେ ଭଣ୍ଡ ବାବାଙ୍କର କଳା କାରନାମାର ପର୍ଦା ଫାସ ଏବେ ଏବେ ହୋଇଛି ,

ତେବେ ଖବର ଅନିଜାୟୀ ଆଶୋକନଗର ଅଞ୍ଚଳରେ ଦୀର୍ଘ ଦୀନ ହେବ ପ୍ରଭୁ ନାଧ ନାମକ ଜଣେ ବ୍ୟକ୍ତି ବାବା ରୁପ ନେଇ ଆଶ୍ରମ କରି ରହୁଥିଲେ , ଏବଂ ତାଙ୍କ ପାଖକୁ ବହୁତ ଲୋକ ବହୁତ ସମସ୍ୟା ନେଇ ଆସିଥାନ୍ତି , ହେଲେ ଏହି ଗତ କିଛି ଦିନ ତଳେ ଜଣେ ମହିଳା ନିଶନ୍ତାନ ଥିବାରୁ ବାବାଙ୍କ ପାଖକୁ ଆସିଥିଲେ , ଏବଂ ବାବାଙ୍କ କହିବା ଅନୁସାରେ ହୋମ କରିବା ପାଇଁ ମହିଳା ଜଣଙ୍କ ରାତିରେ ବାବାଙ୍କ ପାଖକୁ ଆସିଲେ

bba

ହେଲେ ବାବା ହୋମ କରିବା ପରି ବର୍ତ୍ତେ ମହିଳାଙ୍କୁ ବଳତ୍ତକାର କରିବାକୁ ଚେଷ୍ଟା କଲେ , ହେଲେ ମହିଳା କିଛି ଉପାୟ ବାହାର କରି ସେଠାରୁ ଖସି ଆସିବା ପରେ ଅଶୋକ ନଗର ପୋଲିସ ଷ୍ଟେସନରେ ବାବାଙ୍କ ନାମରେ ଆଭିଜୋଗ କରିବା ପରେ , ବାବଙ୍କୁ ପୋଲିସ ଦ୍ୱାରା ଗିରଫ କରା ଜାଇଛି , ତେବେ ଏହି ଖବର ସ୍ତାନୀୟ ଅଞ୍ଚଳରେ ପ୍ରଘଟ ହେବା ପରେ ଲୋକ ମାନେ ବାବାଙ୍କ ଆଶ୍ରମର ଜିନିଷ ପତ୍ର ଭଙ୍ଗା ରୁଜା କରି ଅଶ୍ରମକୁ ସମ୍ପର୍ଣ୍ଣ ରୁପେ ନଷ୍ଟ କରି ଦେଇଛନ୍ତି , ତେବେ ବାବାଙ୍କର ଏଭଳି କାର ନାମା ବିଷୟରେ ଆପଣଙ୍କର ମତା ମତ କଣ ଆମକୁ କମେଣ୍ଟରେ ନିଶ୍ଚୟ ଜଣାଇବେ , ପ୍ରତିଟି ଖବର ସବୁଠୁ ପ୍ରଥମେ ପଢିବା ପାଇଁ ଲାଇକ ବଟନରେ କ୍ଲିକ କରନ୍ତୁ

Leave a Reply

Your email address will not be published. Required fields are marked *