ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମାନବ ପ୍ରେମୀ ଙ୍କ ଆତ୍ମହତ୍ୟା ମାମଲା ରେ ପୁଣି ଖୋଲୁଛି କିଛି ରହସ୍ୟ । ଏବଂ ଏହି ଦିନ ରେ ଭାଇରଲ ହୋଇଛି ସେମିତି ହିଁ ଗୋଟିଏ ଫୋଟ ଯେଉଁ ଥିରେ ସେ ଗୋଟିଏ ଯୁବକ ଙ୍କ ସହିତ ମିଶି କି ଥିବାର ଏକ ଫୋଟ ଭାଇରଲ ହେବାରେ ଲାଗିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି କି ଏହା ବିଦ୍ୟାଶ୍ରୀ ଙ୍କ ବୟଫ୍ରେଣ୍ଡ ନା ଧରମ ଭାଇ । ଏହାକୁ ନେଇ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଯୁକ୍ତି ତର୍କ ଚାଲିଛି । କିନ୍ତୁ ବର୍ତମନ ସମୟ ରେ ଏହି ଯୁବକ ଜଣଙ୍କ କିଏ ସ୍ପଷ୍ଟ ହୋଇ ପାରୁ ନାହିଁ । କିଛି ବ୍ୟକ୍ତି ଏହି ଯୁବକ ଙ୍କୁ ମଦ ଦୋକାନୀ ଅଟନ୍ତି ବୋଲି କହୁଛନ୍ତି । କିନନ୍ତୁ ଏହି କଥା ରେ କେତେ ପରିମାଣ ରେ ସତ୍ୟତା ରହିଛି ତାହା ବର୍ତମାନ ସମୟ ରେ ଜଣା ପଡି ନାହିଁ । ଏମିତି ବିଦ୍ୟାଶ୍ରୀ ଙ୍କ କଥା ବଦଳେଇବା ନୀତି ଯୋଗୁଁ ଏହି ଲୋକ କୁ ନେଇ ଲୋକ ମାନେ ଆକର୍ସ ହେଉଛନ୍ତି ।
ଏମିତି ରେ ଆପଣ ମାନେ ଜାଣଇ ଥିବେ ବିଦ୍ୟାଶ୍ରୀ ଆଦିତ୍ୟ ଙ୍କ ମୃତ୍ୟୁ ପରେ ବାରମ୍ବାର ନିଜର ବକ୍ତବ୍ୟ ବଦଳିବାରେ ଲାଗିଛନ୍ତି । ଏବଂ ଏମିତି ବେଳେ ଏହି କଥା କୁ ନେଇ ସମାଜ ସେବୀ ସୁବାଶୀସ୍ ବିଦ୍ୟାଶ୍ରୀ ଉପରେ ଆରୋପ ଲଗାଉଛନ୍ତି । ସେହି ପରି କ୍ଷେତ୍ର ରେ ଏବେ ପୋଲିସ୍ କୋରନା କୁ ମୋହର ବନେଇ କରି ଏହି କେସ୍ କୁ ସ୍ତଗିତ ରଖିବା ପାଇଁ ଚାହୁଁଛି । ହେଲେ ଏବେ ନ୍ୟୟ ପାଇଁ ଦାବୀ ଜୋର ଧରୁ ଥିବା ବେଳେ ସସ୍ପେନ୍ସ ବି ବଢିବାରେ ଲାଗିଛି । ଏବଂ ଏଠାରେ କିଛି ଲୋକ ମାନଙ୍କ କହିବା କଥା ଅନୁସାରେ ପୋଲିସ୍ ର କାମ ହେଲା କି ଏହି କେସ୍ କୁ ଏମିତି ହିଁ ଆଗକୁ ଆଗକୁୁ ବଢେଇ ଚାଲି ଥିବ ଯେଉଁ ପର୍ଯ୍ୟନ୍ତ ଆପଣ ଆଦିତ୍ୟ ଦାସ୍ ଙ୍କୁ ଭୁଲି ଜାଇ ନ ଜାଇଛନ୍ତି । ଏମିତି କ୍ଷେତ୍ର ରେ ଆପଣ ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କୁ ଭୁଲି ଗଲା ପରେ ସେମାନେ ଏହି କେସ୍ କୁ ସଂମ୍ପର୍ଣ୍ଣ ଭାବେ ବନ୍ଦ କରି ଦେବେ ।
ସେହି ପରି ଅନ୍ୟ ପଟରୁ ମିଳି ଥିବା ଖବର ଅନୁସାରେ କିଛି ଦିନ ଯାଏ ଏବେ ଏହି ତଦନ୍ତ ବନ୍ଦ ରହିବ । କାରଣ ଏହି ଦିନ ରେ ଜିଆର୍ପି Si ଙ୍କୁ କୋରନା ହୋଇଛି । ତେବେ ଆପଣ ମାନେ ଏଠାରେ ସଂମ୍ପର୍ଣ୍ଣ ଘଟଣା ନିଶ୍ଚିତ ଭାବେ ବୁଝି ପାରୁ ଥିବେ । ଏହାକୁ ନେଇ ଆପଣ ମାନଙ୍କର କଣ ରାୟ ରହିଛି ଆମକୁ କମେଣ୍ଟ କରନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।