ବିଦ୍ୟାଶ୍ରୀ ଙ୍କ ବୟଫ୍ରେଣ୍ଡ ନା ଧରମ ଭାଇଁ ଖୋଲିଲା ବଡ ରହସ୍ୟ ଜଲଦୀ ଦେଖନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମାନବ ପ୍ରେମୀ ଙ୍କ ଆତ୍ମହତ୍ୟା ମାମଲା ରେ ପୁଣି ଖୋଲୁଛି କିଛି ରହସ୍ୟ । ଏବଂ ଏହି ଦିନ ରେ ଭାଇରଲ ହୋଇଛି ସେମିତି ହିଁ ଗୋଟିଏ ଫୋଟ ଯେଉଁ ଥିରେ ସେ ଗୋଟିଏ ଯୁବକ ଙ୍କ ସହିତ ମିଶି କି ଥିବାର ଏକ ଫୋଟ ଭାଇରଲ ହେବାରେ ଲାଗିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି କି ଏହା ବିଦ୍ୟାଶ୍ରୀ ଙ୍କ ବୟଫ୍ରେଣ୍ଡ ନା ଧରମ ଭାଇ । ଏହାକୁ ନେଇ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଯୁକ୍ତି ତର୍କ ଚାଲିଛି । କିନ୍ତୁ ବର୍ତମନ ସମୟ ରେ ଏହି ଯୁବକ ଜଣଙ୍କ କିଏ ସ୍ପଷ୍ଟ ହୋଇ ପାରୁ ନାହିଁ । କିଛି ବ୍ୟକ୍ତି ଏହି ଯୁବକ ଙ୍କୁ ମଦ ଦୋକାନୀ ଅଟନ୍ତି ବୋଲି କହୁଛନ୍ତି । କିନନ୍ତୁ ଏହି କଥା ରେ କେତେ ପରିମାଣ ରେ ସତ୍ୟତା ରହିଛି ତାହା ବର୍ତମାନ ସମୟ ରେ ଜଣା ପଡି ନାହିଁ । ଏମିତି ବିଦ୍ୟାଶ୍ରୀ ଙ୍କ କଥା ବଦଳେଇବା ନୀତି ଯୋଗୁଁ ଏହି ଲୋକ କୁ ନେଇ ଲୋକ ମାନେ ଆକର୍ସ ହେଉଛନ୍ତି ।bidhasri

ଏମିତି ରେ ଆପଣ ମାନେ ଜାଣଇ ଥିବେ ବିଦ୍ୟାଶ୍ରୀ ଆଦିତ୍ୟ ଙ୍କ ମୃତ୍ୟୁ ପରେ ବାରମ୍ବାର ନିଜର ବକ୍ତବ୍ୟ ବଦଳିବାରେ ଲାଗିଛନ୍ତି । ଏବଂ ଏମିତି ବେଳେ ଏହି କଥା କୁ ନେଇ ସମାଜ ସେବୀ ସୁବାଶୀସ୍ ବିଦ୍ୟାଶ୍ରୀ ଉପରେ ଆରୋପ ଲଗାଉଛନ୍ତି । ସେହି ପରି କ୍ଷେତ୍ର ରେ ଏବେ ପୋଲିସ୍ କୋରନା କୁ ମୋହର ବନେଇ କରି ଏହି କେସ୍ କୁ ସ୍ତଗିତ ରଖିବା ପାଇଁ ଚାହୁଁଛି । ହେଲେ ଏବେ ନ୍ୟୟ ପାଇଁ ଦାବୀ ଜୋର ଧରୁ ଥିବା ବେଳେ ସସ୍ପେନ୍ସ ବି ବଢିବାରେ ଲାଗିଛି । ଏବଂ ଏଠାରେ କିଛି ଲୋକ ମାନଙ୍କ କହିବା କଥା ଅନୁସାରେ ପୋଲିସ୍ ର କାମ ହେଲା କି ଏହି କେସ୍ କୁ ଏମିତି ହିଁ ଆଗକୁ ଆଗକୁୁ ବଢେଇ ଚାଲି ଥିବ ଯେଉଁ ପର୍ଯ୍ୟନ୍ତ ଆପଣ ଆଦିତ୍ୟ ଦାସ୍ ଙ୍କୁ ଭୁଲି ଜାଇ ନ ଜାଇଛନ୍ତି । ଏମିତି କ୍ଷେତ୍ର ରେ ଆପଣ ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କୁ ଭୁଲି ଗଲା ପରେ ସେମାନେ ଏହି କେସ୍ କୁ ସଂମ୍ପର୍ଣ୍ଣ ଭାବେ ବନ୍ଦ କରି ଦେବେ ।aditya

ସେହି ପରି ଅନ୍ୟ ପଟରୁ ମିଳି ଥିବା ଖବର ଅନୁସାରେ କିଛି ଦିନ ଯାଏ ଏବେ ଏହି ତଦନ୍ତ ବନ୍ଦ ରହିବ । କାରଣ ଏହି ଦିନ ରେ ଜିଆର୍ପି Si ଙ୍କୁ କୋରନା ହୋଇଛି । ତେବେ ଆପଣ ମାନେ ଏଠାରେ ସଂମ୍ପର୍ଣ୍ଣ ଘଟଣା ନିଶ୍ଚିତ ଭାବେ ବୁଝି ପାରୁ ଥିବେ । ଏହାକୁ ନେଇ ଆପଣ ମାନଙ୍କର କଣ ରାୟ ରହିଛି ଆମକୁ କମେଣ୍ଟ କରନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *