ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଜି ଆପଣ ମାନଙ୍କ ପାଇଁ ରହିଛି ବହୁତ ଗୁରୁତ୍ୱ ପୂର୍ଣ୍ଣ ଖବର । ପ୍ରଥମେ ଜାହା ରହିଛି ଆସନ୍ତା 24 ଘଣ୍ଟା ମଧ୍ୟ ରେ ରାଜ୍ୟ ର ବିଭିନ୍ନ ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହି ପରି ଆଉ କେତୋଟି ସ୍ଥାନ ରେ ସାମାନ୍ୟ ରୁ ମଧ୍ୟମ ର ଧରଣ ର ବର୍ଷା ହେବାକୁ ଥିବା ବେଳେ କେତେକ ସ୍ଥାନ ରେ ବଜ୍ରପାତ ସହିତ ବର୍ଷା ହେବାର ରହିଛି ବୋଲି ଏହି ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣି ପାଗ ବିଭାଗ । ଏବଂ ସେମିତି ରେ ଏହି ସବୁ କୁ ନେଇ ମତ୍ସ୍ୟ ଜିବୀ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସମୁଦ୍ର ମଧ୍ୟ କୁ ନ ଯିବା ପାଇଁ ମନା କରି ଦେଇଛି ପାଣି ପାଗ ବିଭାଗ ।
ସେହି ପରି ଦୁଇ ନମ୍ବର ଖବର ଟି ହେଲା MI ବ୍ରଉଜର କୁ ଏହି ଦିନ ରେ ବ୍ୟନ୍ କରିଲେ ସରକାର । ଭାରତ ରେ କାର୍ଯ୍ୟ କରୁ ଥିବା ଚାଇନିଜ୍ କମ୍ପନୀ ଗୁଡିକ ବିରୋଧ ରେ ଏହି ଦିନ ରେ ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟା ଅନୁଷ୍ଟାନ ନିଆ ଜାଇ ଥିବା ବେଳେ ପୂର୍ବ ରୁ କିଛି ଆପ୍ ବ୍ୟନ୍ କରି ଥି୍ବା ବେଳେ ବର୍ତମାନ ସମୟ ରେ MI ର କିଛି ଆପ୍ ମଧ୍ୟ ବ୍ୟନ୍ କରିଛି ଭାରତ ସରକାର ।
ସେହି ପରି ପରବର୍ତି ଖଭର ଟି ହେଲା ପ୍ରତି ପାଞ୍ଚ ଦିନ ରେ ଖେଳାଳି ମାନଙ୍କର ହେବ କୋଭିଡ୍ ପରିକ୍ଷା UAE IPL 13 ଖେଳା ଯିବାକୁ ନେଇ ପ୍ରତି ପାଞ୍ଚ ଦିନ ରେ ପ୍ରତି ଖେଳାଳି ଙ୍କର କୋଭଡ୍ ପରିକ୍ଷା ହେବ ବୋଲି BCCI ବୋର୍ଡ କହିଛି । ଏବଂ ଯେଉଁ ମାନଙ୍କର ପାଞ୍ଚ ଥର ରିପୋର୍ଟ ନେଗେଟିଭ୍ ଆସିବ ସେମାନେ ହିଁ ପ୍ରାକ୍ଟିସ୍ ଆରମ୍ଭ କରି ପରିବେ । ସେହି ପରି ପରବର୍ତି ଖବର ଟି ହେଲା ଅକ୍ଟୋବର ରେ ଖୋଲିବ ନନ୍ଦନ କାନନ ବର୍ତମାନ ସମୟ ରେ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବ ନାହିଁ ନନ୍ଦନ କାନନ ଗୋଟିଏ ପଟେ କୋରନା ଭୟ ଏବଂ ବର୍ତମାନ ସମୟରେ ବର୍ଷା ଋତୁ ରହି ଥିବାରୁ ଏବେ ନନ୍ଦନ କାନନ ଖୋଲିବା ସମ୍ଭବ ନୁହେଁ ବୋଲି କହିଛନ୍ତି ନନ୍ଦନ କାନନ କତୃ ପକ୍ଷ।
ତେବେ ସେଷ ଖଭର ଟି ହେଲା ରାଜ୍ୟ ରେ ପେଟ୍ରୋଲ ବିକ୍ରୀ 18 ପ୍ରତିଶତ କମିଲା । ବର୍ତମାନ ସମୟ ରେ 25 ଟଙ୍କା ପେଟ୍ରୋଲ ରେ 51 ଟଙ୍କା ର ଟିକସ୍ ଭାରତ ରେ କିଛି ଦିନ ହେଲା ପେଟ୍ରୋଲ ଏବଂ ଡିଜେଲ୍ ର ମୂଲ୍ୟ ସ୍ଥିର ରହି ଥିବା ବେଳେ ତଥାପି ଏହା ବହୁତ ଅଧିକ ରହିଛି । ଏଭଂ ସେହି ପରି କ୍ଷେତ୍ର ରେ ଏହାକୁ ନେଇ ଏବେ ଲୋକ ମାନଙ୍କ ମନ ରେ ଅସନ୍ତୋଷ ଦେଖିବା ପାଇଁ ମିଳିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।