ଭାଇରାଲ୍ ହେଉଚି ସୁପର୍ ଷ୍ଟାର୍ “ବାବୁସାନ୍ ଏବଂ ଭୁମିକା”ଙ୍କ ଏ ଭିଡ଼ିଓ |

babushan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ଥରେ ଧୁମୁ ମଚାଇବେ ଓଲିଉଡର ସୁପର ଷ୍ଟାର୍ ବାବୁସାନ ମାହାନ୍ତି ଏବଂ ଭୂମିକା । ଦୁଇଟି ଓଡିଆ ସିନେମାରେ ଏକ ଅନ ସର୍କିନ୍ ଯୋଡି ଧମାଲ କରି ଥିଲେ । ଏଠାରେ ଯେଉ ଅନ ସର୍କିନ୍ କଥା କୁହା ଯାଉଛି ସେ ହେଲେ ବାବୁସାନ୍ ଏବଂ ଭୁମିକା । ଏହିଁ ଯୋଡିଙ୍କ ପ୍ରଥମ ସିନେମା ହେଲା ହିରୋ ନମ୍ବର 1 । ଯାହା 2017 ପୁଜା ବଜାରରେ ମୁକ୍ତି ଲାଭ କରିଥିଲା । ଏହାର ନିର୍ଦସନା ଦେଇଥିଲେ ତାପସ ସରଗରିଆ । ଅଭିଜିତ୍ ମଜୁନ୍ଦାର୍ ସଙ୍ଗୀତ ନିର୍ଦସନା ଦେଇଥିଲେ । ଏହି ଫିଲ୍ମୀରେ ବାବୁସାନ୍ ଏବଂ ଭୁମିକା ଙ୍କ ଯୋଡି ଜମି ଯାଇଥିଲା । । ଫୁଣି ଥରେ 2018 ଫୁଜା ବଜାରରେ ବାବୁସାନ୍ ଏବଂ ଭୁମିକା ଯୋଡିକୁ ନେଇ ତରଙ୍ଗ ସିନେମା ପଡକସନ ଏହାର ଫିଲ୍ମୀ ନ୍ରିମାଣ କରି ଥିଲା ।babushan

ଯାହାର ଟାଇଟେଲ ଥିଲା ଶ୍ରୀମାନ୍ ସୁର ଦାସ । ଏହି ଫିଲ୍ମୀର ନିଦ୍ରସନା ଦେଇ ଥିଲେ ଅଶୋକ ପତି । ଏବଂ ଅଭିଜିତ୍ ମଜୁନ୍ଦାର୍ ଏହାର ସଙ୍ଗୀତ ନିଦ୍ରସନା ଦେଇ ଥିଲା । ହେଲେ ଆପଣ କଣ ଜାଣନ୍ତି କେବଳ ଏହି ଦୁଇଟି ନୁହେ ବରମ ଆଉ ଏକ ସିନେମାରେ ବି ନଜର ଆସି ଥିଲେ ବାବୁସାନ୍ ସହ ଭୂମିକା । ଏହିଁ ସିନେମାଟି ହେଲା ମିଷ୍ଟ୍ର ମଜୁନୁ ଏହା 2019 ପୁଜା ବଜାର ରେ ରିଲିଜ୍ ହୋଇଥିଲା । ଏଥିରେ ଅବସ୍ୟ ଭୂମିକା ନାଇକା ନଥିଲେ । ତାଙ୍କୁ ଏଥିରେ ଅତିଥି କଳାକାର ଭାବେ ଦେଖିବାକୁ ମିଳିଥିଲା । ଏହି ଦୃସ୍ୟରେ ବାବୁସାନ୍ ସହ ଦେଖା ଦେଇଥିଲେ ଭୂମିକା । ଆଉ ଏଥିରେ ଜଣେ ଡାକ୍ତର ଭୂମିକାରେ ନଜର ଆସିଥିଲେ ଭୂମିକା ।bhoomika

ଲଗା ଦାର୍ ତିନି ବର୍ଷ ଧରି ପୂଜା ବଜାର ସିନେମାରେ ନଜର ଆସିଥିବା ଏହିଁ ଲୋକ ପ୍ରିୟ ଯୋଡି 2020 ପୂଜା ବଜାରରେ କିନ୍ତୁ ଦେଖା ଦେବେ ନାହିଁ । କାରଣ ବାବୁସାନ୍ ଏବଂ ଭୁମିକା ଏକାଠି କୋଣସି ନୂଆ ଚଳଚିତ୍ର ଲାଗି ଚୁକ୍ତି ବ୍ରଧ ହୋଇ ନାହିଁ । ତେବେ ଏହିଁ ଲୋକ ପ୍ରିୟ ଯୋଡି କେବେ ପୁଣି ବଡ ପରଦାକୁ ଆସିବେ ତାକୁ ନେଇ ଚାତକ ପରି ଅନେଇ ରହିଛନ୍ତି ଉଭୟ କଳା କାରଙ୍କ ପ୍ରସସଙ୍କ ମାନେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *