ମହିଳା ମାନଙ୍କର ଏହି ଅଙ୍ଗ ପବିତ୍ର ହୋଇଥାଏ ଜଲଦୀ ଦେଖନ୍ତୁ ।

woman

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଜାଣିବା ନାରୀ ମାନଙ୍କର କେଉଁ ଭାଗ ଅତ୍ୟନ୍ତ ପବିତ୍ର ହୋଇ ଥାଏ । ଏହି ନାରୀ ମାନେ ସବୁ ବେଳେ ପବିତ୍ର ହୋଇ ଥାନ୍ତି ସେମିତି ରେ ନାରୀ କୁ ଜାଣିବା ଏବେ ସହଜ ହୋଇ ନ ଥାଏ । ନା ଆଜି ଯାଏ ତାଙ୍କୁ କେହି ବୁଝି ପାରିଛନ୍ତି ନା ତାଙ୍କ ସଖ୍ତି କୁ କେହି ମାପି ପାରିଛନ୍ତି । ନା ତାଙ୍କର ଭାବନା କୁ କେହି ଆଜି ଯାଏ ରୋକି ପାରିଛନ୍ତି ଶାସ୍ତ୍ର ଅନୁସାରେ । ନାରୀ ଙ୍କୁ ସବୁଠୁ ଦୁର୍ଲଭ ଜାତୀ ଭାବେ ପରିଚିତ କରା ଜାଇଛି । ଯଦି ଏହି ଧରା ପୃଷ୍ଟ ରେ ନାରୀ ମାନଙ୍କ ଜନ୍ମ ହୋଇ ନ ଥାନ୍ତା ତେବେ ଏହି ସଂଶାସ ର ଚଳିବା ଅସ୍ତ ବ୍ୟସ୍ତ ହୋଇ ଜାଇ ଥାନ୍ତା । ଆମ ହିନ୍ଧଉ ଧର୍ମ ରେ ନାରୀ ମାନଙ୍କୁ ବହୁତ ପୁଜନୀୟ ମନା ଜାଇ ଥାଏ । ବହୁତ ସମ୍ମାନ ମଧ୍ୟ କରା ଜାଇ ଥାଏ । ତେବେ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଆସନ୍ତୁ ଜାଣି ନେବା ।womans

ବନ୍ଧୁଗଣ ବହୁତ ବଡ ବଡ ମୁନ ଋଷି ମାନଙ୍କ କହିବା ଅନୁସାରେ ଗୋଟିଏ ବ୍ରାହ୍ମଣ ର ପାଦ ପବିତ୍ର ହୋଇ ଥାଏ । ଗୋଟିଏ ଘାଈ ର ପଛ ଭାଗ ପବିତ୍ର ହୋଇ ଥାଏ । ଏବଂ ଗୋଟିଏ ଛେଳୀ ବା ଘୋଡା ରେ ମୁହଁ ପବିତ୍ର ହୋଇ ଥାଏ । ହେଲେ ଗୋଟିଏ ନାରୀ ବିଷୟ ରେ କହିବା ପାଇଁ ଗଲେ ନାରୀ ସବୁ ସ୍ଥାନ ରେ ପବିତ୍ର ହୋଇ ଥାଏ । ଏବଂ ଏହା ଆମ ମୁନି ଋଷି ମାନଙ୍କ କହିବା କଥା ଆମ ହିନ୍ଧୁ ଧର୍ମ ରେ ନାରୀ ଙଅକୁ ପୂଜା କରା ଜାଇ ଥାଏ । ତେବେ ଆପଣ ମାନେ ଯଦି ଭାବନ୍ତି ନାରୀ ମାନେ ପବିତ୍ର ନୁହିଁନ୍ତି ବୋଲି ତେବେ ଆପଣ ମାନଙ୍କ ମନ ରୁ ଏହି ଚିନ୍ତା ଧାରା ବାହାର କରି ଦିଅନ୍ତୁ ।womans

କାରଣ ଏହା ଉଦାହରଣ ହେଲା ଭାରତ ର କେରଳ ରାଜ୍ୟ ଯେଉଁ ଠାରେ ନାରୀ ମାନଙ୍କ ପୂଜା କରା ଜାଇ ଥାଏ ମାଁ ଙ୍କ ରୂପ ରେ ଭଉଣୀ ଏବଂ ସ୍ତ୍ରୀ ରୂପ ରେ ବି ।ସେହିଥି ପାଇଁ କୁହା ଯାଏ ସବୁ ସମୟ ରେ ନାରୀ ମାନଙ୍କୁ ଇଜ୍ଜତ୍ ଏବଂ ସମ୍ମାନ ଦିଅନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *