ଗୋଟିଏ ବର୍ଷରେ ତିନୋଟି ଛୁଆର ମା ବନିଗଲେ ଏହି ସୁନ୍ଦର ଅଭିନେତ୍ରୀ – ଜାଣନ୍ତୁ କିପରି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବଲିଉଡ ରେ ନିଜର ନାମ ଏବଂ କାମ କମେଇବା ପାଇଁ ନିଜର କେରିଅର ହିଁ ବିତି ଯାଏ । ଏବଂ ଏମିତି ବେଳେ ହିରୋଇନ୍ ମାନଙ୍କ ପାଇଁ ଏହି ଇଣ୍ଡଷ୍ଟ୍ରୀ ବହୁତ ଚେଲେଞିଂ ଅଟେ । ଏବଂ ଏମାନେ ଏଠାରେ କାମ କରି କରି ଏବେ ମଧ୍ୟ କୁ ପସି ଜାଆନ୍ତି କି ସେମାନଙ୍କ ପର୍ସିନାଲ ଲାଇଫ୍ ହିଁ ସରି ଯାଏ । ଏମିତି ବେଳେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟୀ ସହିତ ଯୋଡା ଏମିତି ଦୁଇଟି ହସ୍ତି ଙ୍କ ବିଷୟ ରେ କହିବୁ ଯେଉଁ ମାନେ ନିଜର କେରିଅର ରେ ବହୁତ ଅଧିକ ପରିଶ୍ରମ କରିଛନ୍ତି । ହେଲେ ନିଜର ପର୍ସିନାଲ ଲାଇଫ୍ ରେ ସେମାନେ ଏତେ ବି ପରିଶ୍ରମ କରି ପାରିଲେ ନାହିଁଁ । ସେହିପରି ଏମିତି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ ଆପଣ ମାନଙ୍କୁ କହିବୁ ଯିଏ କି ଆଜି ତିନୋଟି ପିଲା ର ମାଆ ଅଟନ୍ତତି ହେଲେ ସେ ସେହି ତିନୋଟି ପିଲା ଜନ୍ମ କରିବା ପାଇଁ ବହୁତ କମ୍ ସମୟ ନେଇ ଥିଲେ । ସବୁଠୁ ପ୍ରଥମେ କହିବା ବଲିଉଡ ର ଅଭିନେତ୍ରୀ ସୋନିଲିୟନୀ ଙ୍କ ବିଷୟ ରେ ।saniliyon

ସୋନିଲିୟନୀ ଗୋଟିଏ ବର୍ଷ ରେ ହିଁ ତିନୋଟି ପିଲା ର ମାଆ ହୋଇ ଜାଇ ଥିଲେ । ହେଲେ ଆପଣ ମାନଙ୍କୁ କହି ଦେବୁ କି ସୋନିଲିୟନୀ ଏହି ତିନୋଟି ପିଲା ଙ୍କୁ ଜନ୍ମ ଦେଇ ନ ଥିଲେ । ଆପଣ ମାନଙ୍କୁ ଜଣା ଥିବ କି ମଦର୍ସ ଡେ 13 ମେ କୁ ସୋନିଲିୟନୀ ଙ୍କ ଜନ୍ମ ଦିନ ହୋଇ ଥାଏ । ସୋନିଲିୟନୀ 2017 ର ଜୁନ୍ ମାସରେ ମାହାରାଷ୍ଟ୍ର ର ଗୋଟିଏ ଗାଁ ରୁ ଗୋଟିଏ ଝିଅ ନିଶା ଙ୍କୁ କୋଳ କୁ ନେଇ ଥିଲେ । ଏବଂ ସେମାନେ ତାଙ୍କୁ ନେବା ପରେ ବହୁତ ଖୁସୀ ବି ଥିଲେ। ଏବଂ ପରେ ପରେ ସୋନିଲିୟନୀ 7 ମାର୍ଚ୍ଚ 2018 ରେ ସୋରଗେସୀ ଙ୍କ ଦ୍ୱାରା ଧରଣିଆ ସିହଂ ଙ୍କ ସହିତ ମିଶି ଆଉ ଦୁଇଟି ପିଲା ଙ୍କୁ ଜନ୍ମ ଦେଇ ଥିଲେ । ତେବେ ଏମିତି ଭାବେ ସୋନିଲିୟନୀ ଗୋଟିଏ ବର୍ଷ ରେ ହିଁ ତିନୋଟି ପିଲା ର ମାଆ ହେଲେ । ସେହି ପରି ଆମେ ଯଦି ଆପଣ ମାନଙ୍କୁ ଫେମସ୍ ଡାଇରେକ୍ଟର ଫରା ଖାନ୍ ଙ୍କ ବିଷୟ ରେ କହିବୁ ।saniliyon

ତେବେ ଏହି ଦିନରେ ସେ ବହୁତ ଗୁଡିଏ ସୁପର ହିଟ୍ ଫିଲ୍ମ ର କୋରିୟ ଗ୍ରାଫ୍ କରି ସେ ବହୁତ ପରିଚିତ ହାସଲ କରି ଥିବା ବେଳେ ସେ ବି 2008 ରେ ଏକା ବେଳେ ତିନୋଟି ପିଲା କୁ ଜନ୍ମ ଦେଇ ଥିଲେ। କାରଣ ସେ ନିଜର କେରିଅର କୁ ନେଇ ବହୁତ ବ୍ୟସ୍ତ ଥିବା ବେଳେ ସେ ଗୋଟିଏ ଥର ରେ ହିଁ ମଆ ହେବାର ସ୍ୱପ୍ନ କୁ ପୂରଣ କରି ନେଇ ଥିଲେ । କାରଣ ସେ 2008 ରେ ଏକା ଥରେ ହିଁ ତ୍ରୀପ୍ଲେକ୍ସ କୁ ଜନ୍ମ ଦେଇ ଥିଲେ 1 ହଜାର ବର୍ଷ ରେ ଥରେ ଏମିତି ହୋଇ ଥାଏ କି କେହି ତ୍ରୀପ୍ଲେକ୍ସ କୁ ଜନ୍ମ ଦେଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *