ଏହି ରାଶିର ପିଲା ” ସେକ୍ସ ” କରିବା ପାଇଁ ଅଧିକ ଉତେଜିତ ହୁଅନ୍ତି |

rasi--

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ସବୁ ରାଶି ଗୁଡିକ ଆମର ସବୁ କାର୍ଯ୍ୟ କଳାପ ଉପରେ ପ୍ରଭାବ ପକେଇ ଥାନ୍ତି । ଏହି ରାଶି ମାନଙ୍କ ଚକ୍ର ଆମ ଜିବନ ର ରୂପ ରେଖା ଠିକ୍ କରି ଥାଏ । ସେଇଟା ଭଲ ପାଇବା ହେଉ କିମ୍ବା ସମନ୍ଧ ରଖିବା ହେଉ । ଏହି ସବୁ କ୍ରିଆ ରାଶି ମାନଙ୍କ ଗ୍ରହ ଚକ୍ର ଉପରେ ନିର୍ଭର କରେ । ଆଜି ଆମେ ଜାଣିବା ସେହି ରାଶି ର ଗ୍ରହ ମାନଙ୍କ ବିଷୟ ରେ ଯେଉଁ ମାନେ ସବୁ ବେଳେ ଉତ୍ତେଜିତ ରହି ଥାନ୍ତି ।

kiss

ସେମାନଙ୍କର ପ୍ରେମ ପାର୍ଟନର ସହିତ ସଂମ୍ପର୍କ ରଖିବା ପାଇଁ ସେମାନଙ୍କ ଅଧିକ ଇଚ୍ଛା ଥାଏ । ତେବେ ଆସନ୍ତୁ ସେହି ରାଶି ମାନଙ୍କ ବିଷୟ ରେ ଜାଣିବା । ପ୍ରଥମେ ରହିଛି ମିଥୁନ ରାଶି । ଏହି ରାଶି ର ପ୍ରଭାବ ଯୋଗୁଁ ଏମାନଙ୍କୁ ସବୁ ବେଳେ ଉତ୍ତେଜିତ କରିବା ପାଇଁ ଇଚ୍ଛା ହୋଇ ଥାଏ। ଏମାନଙ୍କ ଜିବନ ରେ ଗ୍ରହ ମାନେ ଏତେ ପରିମାଣ ରେ ମଜବୁତ ହୋଇ ଥାନ୍ତି କି । ସେମାନଙ୍କୁ ସମନ୍ଧ ରଖିବା ପାଇଁ ଭାବିବା ପାଇଁ ବାଧ୍ୟ କରି ଥାନ୍ତି । ସେହି ପରି ଦ୍ୱତୀୟ ସ୍ଥାନ ରେ ରହିଛି ସିହଂ ରାଶି ।ଯେଉଁ ମାନେ ସମନ୍ଧ ରଖିବା ପାଇଁ ସେମାନଙ୍କ ଶାରୀରିକ ଗଠନ ମହିଳା ମାନଙ୍କୁ ବି ବହୁତ ପସନ୍ଦ ଆସେ । ସେମାନେ ସବୁ ବେଳେ ନିଜ ପାର୍ଟନର ଙ୍କୁ ସନ୍ତୁଷ୍ଟ ରଖି ଥାନ୍ତି ।

love

ତୃତୀୟ ରାଶି ହେଲା ତୁଳା ରାଶି । ଏହି ରାଶି ର ମଙ୍ଗଳ ଗ୍ରହ ବହୁତ ମଜବୁତ ହୋଇ ଥାନ୍ତି । ଏହା ସହିତ ଏମାନଙ୍କ ଗ୍ରହ ଚକ୍ର ଏମାନଙ୍କୁ ରୋମାଣ୍ଟିକ୍ କରି ଦେଇ ଥାଏ । ଏହି ରାଶି ର ଲୋକ ମାନେ ନିଜ ପ୍ରେମୀ ପାର୍ଟନର ସହିତ ସଂମ୍ପର୍କ ରଖିବା ପାଇଁ ବହୁତ ଉତ୍ତେଜିତ ହୋଇ ଥାନ୍ତି । ସେହି ପରି ଚାରି ନମ୍ବର ରେ କୁମ୍ଭ ରାଶି । ଏହି ରାଶି ର ଲୋକ ମାନେ ସବୁ ବେଳେ ଭଲ ପାଇବା ର ମୂଲ୍ୟ କୁ ବୁଝନ୍ତି । ଏବଂ ତାଙ୍କୁ ହୃଦୟ ରୁ ପାଳନ ମଧ୍ୟ କରନ୍ତି । କିନ୍ତୁ ତାଙ୍କ ଜିବନ ର ଗ୍ରହ ଚକ୍ର ହିଁ ତାଙ୍କୁ ସମନ୍ଧ ବନେଇବା ପାଇଁ ବାଧ୍ୟ କରି ଦେଇ ଥାଏ ଜାହା ପାଇଁ ସେମାନେ ଏମିତି କାମ କରି ଥାନ୍ତି ।ତେବେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରି ଥିବେ କେଉଁ ରାଶି ର ଲୋକ ମାନେ ସମନ୍ଧ ପାଇଁ ଅଧିକ ଉତ୍ତେଜିତ ରହି ଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *