ମହିଳାମାନଙ୍କର ବଡ ଥିଲେ ଏହି ଅଙ୍ଗ ହୋଇଥାନ୍ତି ( ଭାଗ୍ୟଶାଳୀ )

womans

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ସୃଷ୍ଟି ର ରଚନା ର ନାରୀ ଗୋଟିଏ ଏମିତି ରଚନା ଅଟେ ଜାହାକୁ ସ୍ୱୟଂ ବ୍ରହ୍ମ ବି ବୁଝିି ପାରି ନନ ଥିଲେ । ସେହି ପରି ପ୍ରାଚୀନ କାଳ ରେ ନାରୀ ମାନଙ୍କ ଉପରେ ବହୁତ କିଛି ଗ୍ରନ୍ଥ ଲେଖା ହୋଇ ଥିବା ବେଳେ ସେମାନେ ବି ନାରୀ ମନଙ୍କ ବିଷୟ ରେ ବୁଝି ପରି ନ ଥିଲେ ସେହିଥି ପାଇଁ ସେମାନେ ଏହି ନାରୀ ମାନଙ୍କ ବିଷୟ ରେ କିଛି ସଂଙ୍କେତ ସ୍ଥାପନା କରିଲେ ଏବଂ ସେି ସଂଙ୍କେତ ଅନୁସାରେ ଯଦି କେଉଁ ମହିଳା ଙ୍କର ଏହି ସବୁ ଅଙ୍ଗ ବଡ ଥାଏ । ତେବେ ସେମାନେ ଭାଗ୍ୟଶାଳୀ ଏବଂ ବଡ ନ ଥିଲେ ଜାଣି ନେବେ ସେମାନେ ଜିବନ ସାରା ଦୁଖଃ ର ସାମ୍ନା କରୁ ଥିବେ । ତେବେ ଆସନ୍ତୁ ମହିଳା ଙ୍କ ସେହି ସବୁ ଅଙ୍ଗ ବିଷୟ ରେ ଜାଣି ନେବା ।woman

ପ୍ରଥମେ ପିତା ର ମୁଖ ସହିତ ସମାନନ୍ ମୁହଁ ରହି ଥିବା ମହିଳା ସେମିତି ରେ ଶାସ୍ତ୍ର ଅନୁସାରେ କୈଣସି ସ୍ତ୍ରୀ ର ମୁହଁ ତାର ପିତା ଏବଂ ପୁରୁଷ ଙ୍କ ମୁହଁ ତାଙ୍କର ମାଆ ଙ୍କ ମୁଖ ପରି ହୋଇ ଥାଏ । ତେବେ ସେହି ସ୍ତ୍ରୀ ବହୁତ ଭାଘ୍ୟଶାଳୀ ହୋଇ ଥାଏ । ଏହି ପରି ସ୍ତ୍ରୀ ମାନେ ପରିବାର କୁ ସବୁ ବେଳେ ଯୋଡି କରି ରଖନ୍ତି । ସେହି ପରି ଦୁଇ ରେ ହେଲା ଜିଭ ଯେଉଁ ସ୍ତ୍ରୀ ର ଜିଭ ଲମ୍ବା ଏବଂ ଲାଲ୍ ରଙ୍ଗ ର ହୋଇ ଥାଏ । ଏହି ପରି ସ୍ତ୍ରୀ ମାନେ ବହୁତ ସୈଭାଗ୍ୟ ଶାଳୀ ହୋଇ ଥାନ୍ତି । ଏହି ପରି ସ୍ତ୍ରୀ ମାନେ ଘର କୁ ସୁଖ ଏବଂ ସମୃଦ୍ଦି ଏବଂ ବୈଭବ ଆଣି ଥାଏ । ସେହି ପରି ଯେଉଁ ସ୍ତ୍ରୀ ର ନାକ ବି ଲମ୍ବା ହୋଇ ଥାଏ ଏବଂ ଯେଉଁ ମହିଳା ଙ୍କ ନାକର ଅଗ୍ର ଭାଗ ରେ କଳା ଜାଇ ରହି ଥାଏ ସେମାନେ ବହୁତ ଶୈଭାଗ୍ୟ ଶାଳୀ ହୋଇ ଥାନ୍ତି ।girl

ସେହି ପରି ଯେଉଁ ସ୍ତ୍ରୀ ର ମୁହଁ ଗୋଲଲ ବା ଚମକିବା ବାଲା ମୁହଁ ହୋଇ ଥାଏ ସେହି ପରି ସ୍ତ୍ରୀ ମାନେ ଅତ୍ୟନ୍ତ ସୈଭାଗ୍ୟ ଶାଳୀ ହୋଇ ଥାନ୍ତି । ହେଲେ ଯେଉଁ ପୁରୁଷ ର ମୁହଁ ସ୍ତ୍ରୀ ର ମୁଖ ପରି ହୋଇ ଥାଏ ସେମାନେ ସନ୍ତାନ ହୀନ ହୋଇ ଥାନ୍ତି । ସେହି ପରି ଲମ୍ବା ଆଙ୍ଗୁଠୀ । ଏହା ଅତ୍ୟନ୍ତ ଦୁର୍ଲଭ କାର୍ଯ୍ୟ ଅଟେ କି ସ୍ତ୍ରୀ ର ଆଙ୍ଗୁଳୀ ଲମ୍ବା ଅଟେ ସେହିଥି ପାଇଁ ଶାସ୍ତ୍ର ରେ କୁହା ଜାଇଛଛି କି ଲମ୍ବା ଆଙ୍ଗୁଳୀ ରହି ଥିବା ସ୍ତ୍ରୀ ସର୍ବଦଦା ଭାଗ୍ୟଶାଳୀ ହୋଇ ଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *