ସ୍ତ୍ରୀର ଏହି 5ଟି ଭୁଲ୍ – ସ୍ବାମୀଙ୍କୁ କରିଥାଏ ଭିକାରୀ | ଜଲଦୀ ଦେଖନ୍ତୁ

women

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା ସ୍ତ୍ରୀ ର ଏହି 5ଟି ଭୁଲ ସ୍ୱାମୀଙ୍କୁ କରିଥାଏ ଭିକାରୀ । ଆମ ହିନ୍ଦୁ ଧର୍ମରେ ଷୋଳ ସଂସ୍କାର ର ପ୍ରଥା ରହିଛି ସେଥି ମଧ୍ୟରୁ ବିବାହ ଅନ୍ୟତମ କାରଣ ବିବାହ ବନ୍ଧନରେ ବାନ୍ଧି ହୋଇ ସ୍ୱାମୀ ସ୍ତ୍ରୀ ସାତ ଜନ୍ମର ସାଥି ହୋଇଥାନ୍ତି ।ଏବେ ଆନେକ ମହିଳା ମୋଡନ ହୋଇ ଗଲେଣି ସେମାନନେ ଜାଣତରେ ହେଉ କିମ୍ବା ଅଜାଣତରେ ବହୁତ ଭୁଲ କରି ବସନ୍ତି ଏବେ ଚାଲନ୍ତୁ ଜାଣିବା ସେହି ଭୁଲ ବିଷୟରେ ଜହାକୁ କରିବା ଦ୍ୱାରା ସ୍ୱାମୀ ଦରିଦ୍ର ହୋଇଥାଏ । ପ୍ରଥମ ରେ -ହେଉଛୁ ମହିଳା ମାନେ ସନ୍ଧ୍ୟା ସମୟରେ ଝାଡୁ ମାରିବା । କିନ୍ତୁ ଏହା ବହୁତ ବଡ଼ ଭୁଲ ଏହା କରିବା ଦ୍ବାରା ଘରକୁ ଆର୍ଥିକ ସଙ୍କଟ ଆସିବା ଦ୍ବାରାଏହାର ଖରାପ ପ୍ରଭାବ ସ୍ୱାମୀଙ୍କ ଉପରେ ପଡିଥାଏ ।women

ଦ୍ୱିତୀୟ ରେ ହେଉଛି – ବହୁତ ମହିଳା ଘରେ ଘରେ ପ୍ରତି କଥାରେ ଝଗଡା କରିବା ସହିତ କଟୁ କଥା ବ୍ୟବହାର କରିଥାନ୍ତି ଏହା କରିବା ଦ୍ୱାରା ଘରେ ସବୁ ବେଳେ କଳହ ହୋଇଥାଏ । ତୃତୀୟ ରେ ହେଉଛି ଘରର ସ୍ତ୍ରୀ କିମ୍ବା ମହିଳା ବହୁତ ଡେରି ପର୍ଯ୍ୟନ୍ତ ଶୋଇଥାନ୍ତି ସେଇଠି କେବେ ମା ଲୋଷ୍ମୀ ବାସ କରନ୍ତି ନାହିଁ ଏହାହଁ ମୁଖ୍ୟ କାରଣ ହୋଇଥାଏ । ଘରେ ତାଙ୍କ ପଇସା ନରହିବାର ଘରେ ସର୍ବଦା ଆର୍ଥିକ ପରିସ୍ଥିତି ଦେଖା ଦେଇଥାଏ । ଚତୁର୍ଥ ରେ ହେଉଛି ଯେଉଁ ସ୍ତ୍ରୀ ମାନେ ପର ପୁରୁଷ ପ୍ରତି ଆକର୍ଷିତ ହୋଇଥାନ୍ତି କିମ୍ବା ନିଜ ସ୍ୱମୀ ପ୍ରତି ସବୁବେଳେ ଘୃଣା ଭାବ ଦେଖାଇଇଥାନ୍ତି ଏହା କରିବା ଦ୍ବାରା ଘରେ କେବେ ଶାନ୍ତି ରୁହେନାହିଁ ।sleep

ପାଞ୍ଚମ ରେ ହେଉଛି ସ୍ତ୍ରୀ ଲୋକମାନେ ରୋଷେଇ କରିବା ସମୟରେ ତରକାରୀ ଲୁଣ ହୋଇଇଛି କି ନାହିଁ ଜାଣିବ ପାଇଁ କଡେଇରୁ ହାତ ପୁରାଇ ଟେଷ୍ଟ କରିଥାନ୍ତି । କିନ୍ତୁ ଏହା ତାଙ୍କ ଦ୍ବାରା ବହୁତ ବଡ଼ ଭୁଲ ହୋଇଥାଏ ଏପରି କରିବା ଦ୍ବାରା ସ୍ୱାମୀଙ୍କ ଉପରେ ବିପଦ ପଡିଥାଏ । ଏବଂ ଆପଣ ଗରିବୀ ଆଡକୁ ଅଗ୍ରସର ହୋଇଥାନ୍ତି ଯେତେ ପଇସା ଆସିଲେ ମଧ୍ୟ ତାହା ଧୀରେ ଧୀରେ ଶେଷ ହୋଇଯାଏ । ଯଦି ଆପଣଙ୍କ ଘରେ ଏହି ସବୁ ଘଟଣା ଘଟୁଛି ତେବେ ଏହାକୁ ବନ୍ଦ କରିଦିଅନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *