ଏହି ୪ଟି ପଶୁପକ୍ଷୀ ଆପଣଙ୍କୁ କରିବେ (ଧନୀ) – ଏହି ଉପାୟ କରନ୍ତୁ |

ab

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଏମାନେ ଆପଣ ମାନଙ୍କୁ କରି ଥାନ୍ତି ଧନୀ । ଗାଈ ,କୁକୁର, କାଉ ,ପାରା ଏବଂ ଜନ୍ଦା ପିମ୍ପୁଡୀ । କଣ କିପରି କଲେ ଧନ ସୁଖ ସମୃଦ୍ଧି ଆପଣ ମାନଙ୍କୁ ମିଳି ପାରିବ ତଥା ସମସ୍ତ ଦୁଖଃ ଆପଣ ମାନଙ୍କ ଠାରୁ ଦୁରେଇ ଯିବ ସେହି ବିଷୟ ରେ ଆମେ ଆଜି ଆପଣ ମାନଙ୍କ ସହିତ କଥା ହେବା ପାଇଁ ଆସିଛୁ । ଏଠାରେ ଆମେ ଯେଉଁ ପଶୁ ଏବଂ ପକ୍ଷୀ ମାନଙ୍କ ବିଷୟରେ କହିଲୁ ସେମାନଙ୍କୁ ସମର୍ପିତ ଖାଦ୍ୟ କୁ ଯଦି ସେମାନେ ଖାଇ ଦେଇ ଥାନ୍ତି ସେମାନେ ତେବେ ଏହା ପିତୃ ପୁରୁଷ ମାନେ ପାଇଲେ ବୋଲି ଜାଣନ୍ତୁ ।

ତେବେ ପ୍ରଥମେ ରହିଛି କାଉ । ଏହା ପରିବେଶ ସଫା ରଖିିବାରେ ବହୁତ ମହତ୍ୱ ସ୍ଥାନ ରଖେ । ଏହା ଶନି ଙ୍କର ବାହାନ ହୋଇ ଥାଏ । କାଉ କୁ ଭୋଜନ କରେଇବା ସାକ୍ଷାତ ଶନି ଙ୍କୁ ସନ୍ତୁଷ୍ଟ କରିବା ସହିତ ସମାନ ହୋଇ ଥାଏ ।ତେବ ଏହା ଦ୍ୱାରା ଜିବନ ରେ ଅନେକ ସମସ୍ୟା ରୁ ଆପଣ ମାନେ ମୁକ୍ତି ପାଇ ଥାନ୍ତି ।

crow

ଦୁଇ ରେ ରହିଛି । ଜନ୍ଧା ପିମ୍ପଡୀ ଏମାନେ ହେଲେ ବହୁତ ପରିଶ୍ରମୀ ଜିବ । ଏମାନେ ସବୁ ବେଳେ ଏମାନେ ଖାଦ୍ୟ ସଂଗ୍ରହ ରେ ଲାଗି ଥାନ୍ତି । ହେଲେ ଶାସ୍ତ୍ର ମଧ୍ୟ ଏହି କଥା ର ବର୍ଣ୍ଣିତ ରହିଛି କି ଯଦି ଆପଣ ମାନେ ଏହି ଜନ୍ଦା ପିମ୍ପୁଡୀ ଙ୍କୁ କିଛି ଖାଇବା ପାଇ ଦିଅନ୍ତି । ଯେମିତି ତିନୀ ଗୁୃଡ ଏବଂ ମହୁ ଆଦି ତେବେ ତେବେ ଆପଣ ମାନଙ୍କ ଭାଗ୍ୟ ଉଦୟ ହୋଇ ଥାଏ । ତଥା ଆପଣ ମାନଙ୍କୁ ଶନି ଙ୍କ ରାହୁ କେତୁ ଙ୍କ ଦଶା ଠାରୁ ବି ମୁକ୍ତି ମିଳି ଜାଇ ଥାଏ । ଏବଂ ଆପଣ ମାନେ ଋଣ ମୁକ୍ତି ପାଇ ଥାନ୍ତି ।

antt

ଦୁଇ ରେ ରହିଛି କଳା କୁକୁର ଏହା ହେଲା କାଳ ଭୈରବ ଙ୍କର ବାହାନ ଅଟେ । ଏହାକୁ ଯଦି କିଛି ଖାଦ୍ୟ ଦିଆ ଜାଇ ଥାଏ । ତେବେ ଏହା ଆପଣ ମାନଙ୍କୁ ବହୁତ ପ୍ରକାରର ଶୁଭ ଫଳ ଦେଇ ଥାଏ । ପ୍ରତ୍ୟେକ ଅମାବାସ୍ୟା ରେ ରୁଟି ଗୁଡ଼ ଏବଂ ବିସକୁଟ୍ ଆଦି କୁ ଦିଆ ଜାଇ ଥାଏ । ତେବେ ଆପଣ ମାନଙ୍କ ଉପରେ ଶନି ଦେବ ପ୍ରଶନ୍ନ ହୋଇ ଥାନ୍ତି ।

coww

 

ଏହା ପରେ ଆସୁଛି ଗାଈ । ଗାଈ କେବଳ କ୍ଷୀର ଦେଇ ଥାଏ ବୋଲି ପୂଜନୀୟ ନୁହେଁ ବରଂ ସେ ଅତ୍ୟନ୍ତ ପବିତ୍ର ତାର ମଳ ମୁତ୍ର ପବିତ୍ର ଅଟେ । ତଥା ଗାଈ ର ଦେହ ରେ ସମସ୍ତ ଦେବତା ମାନେ ବାସ କରି ଥାନ୍ତି । ତେଣୁ ଗାଈ କେବେ ବି ଅଶୁଭ ହୋଇ ନ ଥାଏ । ଯେଉଁ ସ୍ଥାନ ରେ ଆପଣ ମାନେ 15 ଦିନ ପାଇଁ ଗାଈ କୁ ବାନ୍ଧି ରଖିବେ ସେହି ସ୍ଥାନ ଟି ସଂମ୍ପର୍ଣ୍ଣ ଭାବେ ପବିତ୍ର ହୋଇ ଯିବ । ଏବଂ ଗାଈ କୁ ଯଦି ଆପଣ ମାନେ ଘର ର ପ୍ରଥମ ରୁଟି ଦେଇ ଥାନ୍ତି ତେବେ ଆପଣ ମାନଙ୍କୁ ବହୁତ କିଛି ଶୁଭ ଫଳ ମିଳି ଥାଏ । ଏହା ଦ୍ୱାରା ଘରେ ସୁଖ ସମୃଦ୍ଧି ଏବଂ ଧନ ର ଆଗମନ ହୋଇ ଥାଏ ।

Leave a Reply

Your email address will not be published. Required fields are marked *