ସ୍ତ୍ରୀଙ୍କ ଏହି ୩ଟି ଅଭ୍ୟାସ ସ୍ୱାମୀଙ୍କୁ କରିଥାଏ ( କୋଟିପତି ) ।

womans

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍ତ୍ରୀ ମାନଙ୍କ ଏହି ତିନୋଟି ଅଭ୍ୟାସ କରି ଥାଏ ସ୍ୱାମୀ ମାନଙ୍କୁ କୋଟିପତି । ଯେମିତି କି ଆପଣ ମାନେ ଜାଣିଛନ୍ତି ପତ୍ନୀ ମାତା ଲକ୍ଷ୍ମୀ ଙ୍କ ସ୍ୱରୂପ ହୋଇ ଥାଏ । ତେବେ ସେମାନେ ଘରେ ଯେଉଂ ପରି ଭାବେ କାମ କରନ୍ତି ସେହି ପରି ପ୍ରଭାବ ସେହି ଘର ଉପରେ ପଡେ । ତେବେ ସେହିଥି ପାଇଁ ଆମେ ଆଜି ଆପଣ ମାନଙ୍କୁ ସ୍ତ୍ରୀ ର ସେମିତି ଲକ୍ଷୟ ବିଷୟ ରେ କହିବା ପାଇଁ ଆସୁଛୁ ଜାହା ପାଇଁ ଆପଣ ମାନେ ଧନୀ ହୋଇ ଥାନ୍ତି । ପ୍ରଥମେ ରହିଛି ଯେଉଁ ନାରୀ ମାନେ ପ୍ରତ୍ୟେକ ଦିନ ସୂର୍ଯ୍ୟ ଉଦୟ ପୂର୍ବ ରୁ ସଜ୍ୟା ତ୍ୟାଗ କରନ୍ତି ଏବଂ ଏହା ବ୍ୟତିତ ସେମାନେ ନିଜର ନିତ୍ୟକର୍ମ ସାରି ସେମାନେ ସ୍ୱାମୀ ଙ୍କ ସେବା ରେ ଲାଗି ଥାନ୍ତି । ସେମାନେ ସବୁ ସମୟ ରେ ଲକ୍ଷ୍ମୀ ସ୍ୱରୂପ ହୋଇ ଥାନ୍ତି । ଜାହାର ପତ୍ନୀ ଏମିତି ସବୁ କାମ କରି ଥାନ୍ତି ।womans

ସେହି ସ୍ତ୍ରୀ ର ପତି ସବୁ ସମୟ ରେ ଧନୀ ହୋଇ ଥାଏ । ଏବଂ ସେମାନେ ବହୁତ ଯଲ୍ଦି ଉନ୍ନତି ର ମାର୍ଗ ଧରିବା ସହିତ ସେମାନେ ଙ୍କ ପାଖରେ ଲକ୍ଷ୍ମୀ ଙ୍କ ବାସ ହୋଇ ଥାଏ । ସେହି ପରି ଦୁଇ ରେ କେବେ ବି ନ ରାଗିବା ଆଜି୍ର ସମୟ ରେ ଆପଣ ମାନେ ଦେଖି ଥିବେ ବହୁତ ଘର ର ସ୍ତ୍ରୀ ମାନେ ରାଗି ଜାଇ ଅନ୍ୟ ଉପରେ ପାଟି ତୁଣ୍ଡ କରିବା ସହିତ ସେମାନେ କିଛି କରିବା ପାଇଁ ପ୍ରସ୍ତୁତ ରହି ଥାନ୍ତି ହେଲେ ସେହି ପରି କ୍ଷେତ୍ର ରେ ଯଦି ଦେଖିବା ଯେଉଁ ପତ୍ନୀ ନିଜ ପତି ଙ୍କ ଉପରେ କେବେ ବି ରାଗେ ନାହିଁ । ସେହି ପତ୍ନୀ ଲକ୍ଷ୍ମୀମନ୍ତ ହୋୋଇ ଥାନ୍ତି ଏବଂ ସେମାନଙ୍କ ସ୍ୱାମୀ ମାନେ ସବୁ ସମୟ ରେ ଉନ୍ନତି ର ମାର୍ଗ ଧରି ଥାନ୍ତି ।womems

ସେହି ପରି ତିନି ନମ୍ବର ରେ ଆୟ ଦେଖି ବେୟ କରିବା । ଆପଣ ମାନେ ଦେଖି ଥିବେ ବହୁତ ସ୍ତ୍ରୀ ମାନେ ସବୁ ସମୟ ରେ କିଣା କିଣି ପାଇଁ ପସନ୍ଦ କରୁ ଥିବା ବେଳେ ସେମାନେ ସବୁ ସମୟ ରେ ସ୍ୱାମୀ ଙ୍କ ଧନ କୁ ଏମିତି ରେ ହିଁ ଉଡେଇ ଦେଇ ଥାନ୍ତି । ହେଲେ ଯେଉଁ ସ୍ତ୍ରୀ ସବୁ ସମୟ ରେ ନିଜ ସ୍ୱାମୀ ଙ୍କ ଆୟ ଅନୁସାରେ ହିଁ ଭାବି ଚିନ୍ତି କରି ଖର୍ଚ୍ଚ କରି ଥାନ୍ତି ସେମାନଙ୍କ ସ୍ୱାମୀ ଧନୀ ହେବା ସୁନିଷ୍ଟିତ ଅଟେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *