ଦୁଇ ଫାଳ ହେବ ପୃଥିବୀ ! ହେ ଭଗବାନ ସତରେ ଯଦି ରକ୍ଷାକର ପ୍ରଭୁ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଦୁଇ ଫାଳ ରେ ବିଭକ୍ତ ହେବାକୁ ଯାଉଛି ପୃଥିବୀ । ଆପଣ ମାନେ ସୁଣି ଥରେ ଭାବିିବା ପାଇଁ ନିଶ୍ଚିତ ହେବେ । ମାନେ ସୂର୍ଯ୍ୟ ର ନଷ୍ଟ କାରୀ ବିକିରଣ ରେ ଆମ ପୃଥିବୀ ର ଓଜନ ଲେୟାର ଭାଙ୍ଗିବା ପାଇଁ ଯାଉଛି । ଏବଂ ଏହି ଥିରେ ବର୍ତମାନ ସମୟ ରେ କେବଳ ଫାଟ ସୃଷ୍ଟି ହୋଇଛି । ଯଦି ଆମେ ଏବେଠୁ ନ ଚେତିବା ତେବେ ପୃଥିବୀ ର ସୁରକ୍ଷା କବଚ ଦୁଇ ଭାଗ ରେ ଭାଙ୍ଗି ଯିବ ବୋଲି ଆସଂକା ରହିଛି । ଏହି ଦିନ ରେ ଆମେରିକା ର ସ୍ପେ,ସ୍ ଏଜେନ୍ସି ଏହି କଥା ର ପରିପୈକ କରିଛି । ତାର କହିବା ଅନୁସାରେ ଏହି ସୁରକ୍ଷା କବଜ ବର୍ତମାନ ସମୟ ରେ କ୍ରମାଗତ ଭାବେ କୋମଜର ହେବାରେ ଲାଗିଛି ।earth

ଏହି ଫାଟ ଦକ୍ଷିଣ ଆଣ୍ଟାଟିକା ଏବଂ ଦକ୍ଷିଣ ଆମେରିକା ରେ ହିଁ ଦୂର୍ବଳ ହେବାରେ ଲାଗିଛି । ଏହାକୁ ସେମାନେ ଦକ୍ଷିଣ ବିସଂଗୀତି ର ନାମ ଦେଇଛନ୍ତି । ଏବଂ ବିଷେଶଜ୍ଞ୍ୟ ଙ୍କ ଅନୁସାରେ ଏହି ଫାଟ ପ୍ରତି ସକେଣ୍ଡ ରେ ବୃଦ୍ଧି ପାଉ ଥିବାରୁ ଏହା ଦୁଇ ଭାଗ ରେ ବିଭକ୍ତ ହେବା ପାଇଁ ଯାଉଛି । ବୈଜ୍ଞ୍ୟାନିକ ଙ୍କ ଅନୁସାରେ ଏହି ଫାଟ ପୃଥିବୀ ମଧ୍ୟ ରେ ସୃଷ୍ଟି ହେଉ ଥିବା ବେଳେ ଏହାର ପ୍ରଭାବ ପୃଥିବୀ ଉପରେ ପଡୁଛି । ଏହି କାରଣ ରୁ ପୃଥିବୀ ରେ ଏକ ଦୁର୍ବଳ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହେଉଛି । ଏହା ସୂର୍ଯ୍ୟ ଙ୍କ ଠାରୁ ଆସୁ ଥିବା କ୍ଷେତି କାରକ କିରଣ ଠାରୁ ବଞାଇ ପାରିବ ନାହିଁ । ଏବଂ ବୈଜ୍ଞ୍ୟାନିକ ଅନୁସାରେ ଏହା ବର୍ତମାନ ସମୟ ରେ ଉତ୍ତର ଆଡକୁ ସମଗ୍ର ମେରୁ ଯାଏ ଏହି ଫାଟ ବ୍ୟାପିଛି । ଏବଂ ବିଗତ ଦୁଇ ଶହ ବର୍ଷ ପରେ ହାରା ହାରୀ 9 ପ୍ରତିଶତ ଏହା କ୍ଷେମତା ହରାଇଛି ।erath

1970 ପର ଠାରୁ ଏହା ଦୁର୍ବଳ ହେବାରେ ଲାଗିଛି ଏବଂ ବର୍ତମାନ ସମୟ ରେ ଏହା 8 ପ୍ରତିଶତ ରହିଛି । ଏବଂ ଏହା ଆଗାମୀ ସମୟ ରେ ପୃଥୀୀବ ଉପରେ ବହୁତ ପରିମାଣ ରେ ପ୍ରଭାବ ପକେଇ ଥିବାର ଦେଖିବା ପାଇଁ ମିଳିଛି । ଏବଂ ଆଗାମୀ ସମୟ ରେ ଏହା ବହୁତ ପରିମାଣ ରେ ପ୍ରଭାବ ପକେଇବ ବୋଲି ଆଶା ରହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *