ବଡ ଖବର- ଦାନା ବାନ୍ଧୁଛି ଲଘୁଚାପ ଦୁଇଁ ଦୀନ ପ୍ରବଳ ବର୍ଷା ସମ୍ଭାବନା ଏହି ସବୁ ଜିଲ୍ଲାରେ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ବହୁତ ଗୁଡିଏ ବଡଖବର ଆସିଛି ଯେଉ ଖବର ଗୁଡିକୁ ଆପଣ ମାନେ ଜାଣିବା ସୁଣିବା ନିହାତି ଦରକାର । ତେବେ ଆସନ୍ତୁ ଜାଣିଲେବା କଣ ସେହୀିଁ ଗୁରୁତ୍ ପୃନ ଖବର ଗୁଡିକ । ତେବେ ପ୍ରଥମ ଖବରଟି ହେଉଛି ଦାନା ବାନ୍ଧୁଛି ଲଘୁଚାପ ଦୁଇଁ ଦୀନ ପ୍ରବଳ ବର୍ଷା ସମ୍ଭାବନା । ଉତ୍ତର ବଙ୍ଗପ ସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ ଏହାର ପ୍ରଭାବରେ 9 ଏବଂ 10 ତାରଖ ଦୀନ ପ୍ରବଳରୁ ଅତି ପ୍ରବଳ ବର୍ଷ ହେବାର ରହିଥିବା ପୀଣିପାଗ ବାଭାଗ ପୃବ ଅନୁମାନ କରିଛନ୍ତି । ତେବେ ଏହାର ପ୍ରଭାବରେ ବିଶେସ କରି ଦକ୍ଷୀଣ ଓଡିଶାର ଜୀଲା ମାନଙ୍କରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।raine

ଆଞ୍ଚାଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୁଚନା ଅନୁସାରେ ଅଗଷ୍ଟ 9 ତାରିଖ ଦୀନ କଳାହାଣ୍ଡି , ବଲାଙ୍ଗିରି , ବୋଦ୍ଧ , କନ୍ଧମାଳ , ସନପୁର୍ ଆଦୀ ଜୀଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥେବା ବେଳେ ନୂଆପଡା , ନବରଙ୍ଗ ପୁର , ସମ୍ବଲ ପୁର , କୋରାପୁଟ , ଗଞ୍ଜାମ ଓ ନୟାଗଡ ଜୀଲାର ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।rain

ତେବେ ଅନ୍ୟପଟେ ଅଗଷ୍ଟ 10 ତାରିଖ ଦୀନ ଗଜପତି , ଗଞ୍ଜାମ , କନ୍ଧମାଳ , କଳାହାଣ୍ଡି , ବଲାଙ୍ଗୀରି , ନୂଆପଡା , ନବରଙ୍ଗ ପୁର ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ କୋରାପୁଟ , ରାଇଗଡା , ବୋନ୍ଧ ଓ ମାଲକାନ୍ ଗୀରୀ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଏହାକୁ ପୃବ ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *