ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଚୀନ ଏମିତି ସବୁ ବେଳେ ଭାରତ ଉପରେ ଦବାବ୍ ପକେଇବାରେ ଲାଗିଛି ସବୁ ବେଳେ ସେ କୈଣସି ନା କୈଣସି କାରଣ ଦେଖେଇ ଆକ୍ରମଣ କରିବା ପାଇଁ ଆଶା କରୁଛି । ହେଲେ ଭାରତ ମଧ୍ୟ ଏହାର କଡା ଜବାବ୍ ଦେଇ ଥାଏ । ହେଲେ ଚୀନ୍ ଏହି କଥା ଭଉଲି ଯାଉଛି କି କେବଳ ତାର ଭାରତ ସହିତ ଶତୃତା ନାହିଁ । ବରଂ ପୋଡଶୀ ଦେଶ ମାନଙ୍କ ସହିତ ବି ସେ ବିବାଦ ଘେର ରେ ରହିଛି । ଚୀନ୍ ସବୁ ସମୟରେ ତାର ପୋଡଶୀ ଦେଶ ମାନଙ୍କ ସହିତ କିଛି ନା କିଛି ବାର୍ତା କୁ ନେଇ ଝଗଡା ଲାଗି ରହି ଥାଏ । ସେହିଥି ପାଇଁ ସବୁ ସମୟ ରେ ସେମାନେ ଚୀନ କୁ ଆକ୍ରମଣ କରିବା ପାଇଁ ଆଗେଇ ଆସି ଥାନ୍ତି ।
ଏହା ମଧ୍ୟ ରେ ରହିଛି ଜାପାନ୍ ନା ସେ ଚୀନ୍ କୁ ସାହାଯ୍ୟକରୁଛି ବରଂ ଭାରତ ସହିତ ମିଶି ଚୀନ୍ କୁ କଡା ଜବାବ୍ ଦେବା କୁ ପ୍ରସ୍ତୁତ ରହୁଛି । ଭାରତ ଏବଂ ଜାପାନ୍ ଏମିତି ଦେଶ ଅଟେ କି ଚୀନ୍ ର ଏକ ଛତ୍ର ବାଦ୍ ଶାସନ ର ଏକ ବାଧା ଅଟେ । ସେହି ପରି ଭାବେ ଚୀନ ବିପକ୍ଷ ରେ ଅଦୃଶ୍ୟ ଭାବେ ଭାରତ ଏବଂ ଜାପାନ୍ ଲାଗି ରହିଛନ୍ତି । ସେମିତି ରେ କହିବା ପାଇଁ ଗଲେ ଭାରତ ଏବଂ ଜାପାନ୍ ହେଉଛନ୍ତି ଗୋଟିଏ ଖଣ୍ଡା ର ଦୁଇଟି ଧାର ଏମାନଙ୍କ ମଧ୍ୟ ରେ ଅର୍ଥ ନୈତିକ ସଂମ୍ପର୍କ ସଠିକ୍ ନ ଥିବା ବେଳେ ଭାରତ କେବେ ବି ତାର ବିକଳ୍ପ ବାଟ ଧରେ ନାହିଁ । ଏବଂ ଯେତେ ବେଳେ ଚୀନ୍ ଏବଂ ଭାରତ ମଧ୍ୟ ରେ ସୀମା ବିବାଦ ଜାରୀ ରହ ଥିଲା ସେହି ସମୟ ରେ ଜାପାନ୍ ଖୋଲା ଖୋଲି ଭାବେ ଭାରତ କୁ ସମର୍ଥନ କରି ଥିଲା ।
ସେହି ପରି ଡୋକଲାଣ୍ଡ ରେ ପ୍ରସ୍ତୁତ ହୋଇ ଥିବା ଯୁଦ୍ଧ ବିପକ୍ଷ ରେ ବି ଜାପାନ୍ ସମର୍ଥନ କରି ଥିବା ବେଳେ ଏହ ଥିରୁ ଜଣା ପଡୁଛି କି ଆଗାମୀ ସମୟ ରେ ଭାରତ ଏବଂ ଜାପାନ୍ କୈଣସି ସାମରୀକ ଚୁକ୍ତି ରେ ହସ୍ତକ୍ଷେପ କରିବ । ଏବଂ ଯଦି ଭାରତ ଏବଂ ଜାପାନ୍ ମଧ୍ୟ ରେ ଏମିତି ହୋଇ ଥାଏ ତେବେ ସେମାନଙ୍କ ମଧ୍ୟ ସଂମ୍ପର୍ଣ୍ଣ ଆହୁରୀ ମଜବୁତ୍ ହେବାର ସହିତ ଏମାନଙ୍କ ପାଇଁ ବହୁତ ଲାଭ ଦାୟକ ହେବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।