ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବର୍ତମାନ ସମୟରେ କୋରନା ପରିସ୍ଥିତି କୁ ନେଇ ସାରା ବିଶ୍ୱ ହୋଲସ୍ତଲ ଏମିତି ରେ ଆପଣ ମାନେ ଏହି ବିଷୟ ରେ ଜାଣି ଥିବେ ବର୍ତମାନ ସମୟରେ ଏହି କୋରନା ସଂଙ୍କ୍ରମଣ ଆମ ଭାରତ ଏବଂ ତାର ସବୁ ରାଜ୍ୟ ମାନଙ୍କ ରେ କେଉଁଁ ପରି ଭାବେ ପ୍ରକୋପ ଦେଖେଇବାରେ ଲାଗିଛି । ସେମିତି ବେଳେ ମହାମାରୀ କାରଣ ରୁ ବନ୍ଧ ହୋଇ ଜାଇ ଥିବା ସ୍କୁଲ ଏବଂ କଲେଜ୍ ଏବଂ ଅନ୍ୟାନ ଶିକ୍ଷା ଅନୁଷ୍ଟାନ ଖୋଲିବା ପାଇଁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର ।
ଜାତୀୟ ଗଣ ମାଧ୍ୟମ ରେ ପ୍ରକାଶ ପାଇ ଥିବା ରିପୋର୍ଟ ଅନୁସାରେ ସେପ୍ଟେମ୍ବର 1 ରୁ ନଭେମ୍ବର 14 ମଧ୍ୟ ରେ ପର୍ଯ୍ୟୟ କ୍ରମେ ସ୍କୁଲ ଖୋଲିବା ପାଇଁ ଯୋଜନା କରା ଜାଇଛି । ତେବେ ବର୍ତମାନ ସମୟ ରେ ପ୍ରଥମ ପ୍ରଶ୍ନ ରହିଛି କି କେଉଁ ପରି ଭାବେ ସ୍କୁଲ ଖୋଲିବ ଏବଂ କେୁଁ ପରି ଭାବେ କୋରନା ର ସଂଙ୍କ୍ରମଣ କୁ ଏଡାଜାଇ ପାରିବ ସେହି ନେଇ ମଧ୍ୟ ବର୍ତମାନ ସମୟ ରେ ବିଚାର ବିମର୍ଶ ହେବାରେ ଲାଗିଛି । କୋଭିଡ୍ ପରିଚାଳନା ପାଇଁ ଦେଶ ରେ ଗଠିତ ମନ୍ତ୍ରୀ ସ୍ତରୀୟ ସଚୀବ କମିଟି ବୈଠକ ରେ ଏହି ନେଇ ଆଲୋଚନା ହୋଇଛି ।
ସେହି ପରି ଅଗଷ୍ଟ 31 ରେ ଦେଶ ରେ ଚୁଡାନ୍ତ ଭାବେ ଅନ ଲକ୍ ପ୍ରକ୍ରିଆ ଆରମ୍ଭ ହେବାକୁ ଥିବା ବେଳେ ସ୍କୁଲ୍ କଲେଜ୍ ଏବଂ ଅନ୍ୟାନ ଶିକ୍ଷା ଅନୁଷ୍ଟାନ ଖୋଲିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ହେଲେ କେବେ ଏବଂ କେଉଁ ପରି ସ୍ଥିତି ରେ ଛାତ୍ର ଛାତ୍ରୀ ମାନଙ୍କୁ ସ୍କୁଲ କୁ ଫେରେଇ ଆଣିବେ ସେହି ନେଇ ରାଜ୍ୟ ସରକାର ହିଁ ଚୁଡାନ୍ତ ଭାବେ ନିସ୍ପତି ନେବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।