ଓଡ଼ିଆ ଟିଭି ସିରିଏଲ ର “ଆଦି ଏବଂ ଭକ୍ତି” ବିବାହ ବନ୍ଧରେ ବାନ୍ଧି ହେବାକୁ ଯାଉଛନ୍ତି

adi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେଆ ଆଜି ଆପଣ ମାନଙ୍କୁ କହିବୁ କି କାହାକୁ ବିବାହ କରିବା ପାଇଁ ଜାଉଛନ୍ତି ପ୍ରସିଦ୍ଧ ହିରୋ ଏବଂ ହିରୋଇନ୍ ମାନେ । କିଏ ଏବଂ କାହାକୁ ବିବାହ କରୁଛନ୍ତି ସେହି ବିଷୟ ରେ ଆମେ ଆପଣ ମାନଙ୍କୁ ସୂଚନା ଦେବୁ । ତେବେ ଆପଣ ମାନେ ଏହି ବିଷୟ ରେ ଜାଣି ଥିବେ ଲକଡାଉନ୍ ପଡିବା ପୂର୍ବ ରୁ ଏମିତି କିଛି ଅଭିନେତ୍ରୀ ମାନେ ବିବାହ ବନ୍ଧନ ରେ ବାନ୍ଧି ହେବେ ବୋଲି ପ୍ରତିସୃତି ନେଇ ଥିଲେ । ସେହି ପରି ବେଳେ କିଛି ଙ୍କର ନିର୍ବନ୍ଧ ସରି ଥିବା ବେଳେ କିଛି ଙ୍କ ନିର୍ବନ୍ଧ ହୋଇ ନାହିଁ । ହେଲେ ସେମାନେ ନିର୍ବନ୍ଧ କରେଇବା ପାଇଁ ରାଜି ହୋଇ ଥିଲେ। ହେଲେ ବର୍ତମାନ ସମୟ ରେ ଲକଡାଉନ୍ ପାଇଁ ସେମାନେ ଏହି ନିର୍ବନ୍ଧ କୁ ଘୁଞ୍ଚେଇ ଦେଇ ଥିଲେ ।adi and vakti

ଏହି ଲିଷ୍ଟ ରେ ପ୍ରଥମେ ରାଜେଶ ଏବଂ ଶ୍ରଦ୍ଧା ରହିଛନ୍ତି । ଏହି ଦୁଇଙ୍କ ଯୋଡି ରିଲ ଲାଇଫ୍ ରୁ ରିୟଲ ଲାଇଫ୍ ରେ ପରିଣତ ହୋଇ ଥିଲା । ପ୍ରଥମ ଥର ପାଇଁ ସେମାନେ ରିଲ ଲାଇଫ୍ ରେ ଭେଟ ହୋଇ ଥିଲେ ଏବଂ ପରେ ସେମାନେ ପ୍ରେମ ରେ ପଡିବା ପରେ ସେମାନେ ବିବାହ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଥିଲେ ହେଲେ ଲକଡାଉନ୍ ପାଇଁ ଏବେ ସ୍ଥଗିତ ରହିଛି। ଦୁଇ ରେ ରହିଛନ୍ତି ପ୍ରକୃୃତି ମିଶ୍ର । ସେ ରାତୁଲ ଙ୍କୁ ଭଲ ପାଆନ୍ତି । ସେ ଜଣେ ବିଜନେସ ମ୍ୟନ ଅଟନ୍ତି । ସେମିତି ବେଳେ ଏହି ଦିନ ରେ ଏମାନେ ନିର୍ବନ୍ଧ ସରି ଦେଇ ଥିବା ବେଳେ କେବଳ ବିବାହ କୁ ଅପେକ୍ଷା ରହିଛି ।adi

ସେହି ପରି ବେଳେ ତିନି ରେ ରହିଛନ୍ତି ଅମର ଏବଂ ଜେସୀ ଯେଉଁ ମାନେ ଏହି ଦିନ ରେ ବିବାହ ବନ୍ଧନ ରେ ବାନ୍ଧି ହେବେ କେବଳ ଲକଡାଉନ୍ କୁ ଖୋଲିବାର ରହିଛି । ଏହା ପରେ ରହିଛନ୍ତି ସାତ୍ୱୀକ ଏବଂ ସବିତା । ଯେଉଁ ମାନଙ୍କ ପରିବାର ଲୋକ ମାନେ ନିକଟ ରେ ମିଶି ଥିଲେ ଏବଂ ଏଠାରେ ସେମାନଙ୍କ ବିବାହ ବି ବହୁତ ଶିଘ୍ର ହେବ ବୋଲି ଘୋଷଣା ହୋଇ ଥିଲା କେବଳ ଲକଡାଉନ୍ ଖୋଲିବାର ର ହିଁ ଅପେକ୍ଷା ରହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *