ଏହି ନାମ ଜାହାର ସିଏ ବହୁତ୍ ଭାଗ୍ୟବାନ ( ମହାଦେବଙ୍କ ପ୍ରିୟ ) ହୋଇଁ ଥାନ୍ତି ।

mohadhava

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଦେବ ଦେବ ମହାଦେବ ଙ୍କର କୃପା ଦୃଷ୍ଟି କୌଣସି ବ୍ୟକ୍ତି ଉପରେ ହୋଇଯାଏ । ତେବେ ତାହାର ଜୀବନରେ ଆସିବକୁ ଥିବା ସବୁ ସମସ୍ୟା ଦୂର ହେଇଯାଏ ।ଆସନ୍ତୁ ଜାଣିବା ଏଭଳି 6 ଟି ନାମର ଲୋକମାନଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ସାକ୍ଷାତ ମହାଦେବଙ୍କର ଅଂଶ ବୋଲି କୁହାଯାଏ ଏବଂ ଏହି ଲୋକମାନେ ମହାଦେବଙ୍କର ବଡ ଭକ୍ତ ବୋଲି କୁହାଯାଏ । ଜତିଶ ଶାସ୍ତ୍ର ଅନୁସାରେ ମହାଦେବ ଏହି ଲୋକମାନଙ୍କ ଉପରେ କୃପା କରିଥାନ୍ତି ଏମାନଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ କରିଥାନ୍ତି ଭଗବାନ ଶିବଙ୍କ କୃପାରୁ ଏମାନଙ୍କର ଜୀବନରେ ସଫଳତା ଆସିଥାଏ ଶିବଙ୍କ କୃପାରୁ ଏମାନଙ୍କ ଜୀବନରେ ବୁଦ୍ଧି ଏବଂ ଜ୍ଞାନର ସଂଚାର ରହିଥାଏ ତେଣୁ ଏହି ଲୋକମାନଙ୍କୁ ଶିବଙ୍କର ଅଂଶ ବୋଲି କୁହାଯାଏ । ଆସନ୍ତୁ ଜିଣିବା ସେହି ଲୋକମାନଙ୍କର ନାମ କଣ କଣ ଅଟେ ।mahadev

ସର୍ବପ୍ରଥମ ନାମ ହେଉଛି A ଅକ୍ଷରରୁ ନାମ ଯାହାର ନାମ ଆରମ୍ଭରେ ହେଇଛି ସେହି ଲୋକ ଭଗବାନ ଶିବନଙ୍କର ଅଧିକ ପ୍ରିୟ ଅଟନ୍ତି ମହାଦେବ ଏହି ବ୍ୟକ୍ତି ମାନଙ୍କୁ ସମସ୍ତ ଖରାପ ଶକ୍ତି ଠାରୁ ଦୁରେଇରଖନ୍ତି ତେଣୁ ଏମାନଙ୍କ ଜୀବନରେ କେବେ କୌଣସି ଆସିଥାଏ ତେବେ ମହାଦେବ ସେହି ସବୁ ପରିସ୍ଥିତି ରୁ ଦୁରେଇ ରଖନ୍ତି । ଦ୍ୱିତୀୟ ନାମ R ଅକ୍ଷର ଯୋଉ ଲୋକମାନଙ୍କର ପ୍ରଥମ ଅକ୍ଷର R ହୋଇଥାଏ ସେହି ଲୋକମାନେ ମହାଦେବଙ୍କର ସାବୁଠାରୁ ପାଖ ହୋଇଥାନ୍ତି ବୋଲି କୁହାଯାଇଥାଏ ଏହି ଲୋକମାନଙ୍କୁ ମହାଦେବ ଚାରି ପଟୁ ସାହାଯ୍ୟ କରିଥାନ୍ତି । ତୃତୀୟ ନାମ D ଅକ୍ଷର ଏହି D ଅକ୍ଷରରୁ ଯାହାର ନାମ ଆରମ୍ଭ ହୋଇଥାଏ ସେହି ଲୋକମାନେ ମହାଦେବଙ୍କର ମଧ୍ୟ ଅତି ନିକଟତର ଲୋକ ଅଟନ୍ତି ଏହି ଲୋକମାନେ ମହାଦେବଙ୍କର ସମ୍ପୂର୍ଣ୍ଣ ଭାବରେ ଆରାଧନା କରନ୍ତି ଏବଂ ମହାଦେବ ଏମାଙ୍କ ଉପରେ ସବୁବେଳେ କୃପା ଦୁର୍ଷ୍ଟି ରଖିଥାନ୍ତି ।shiva

ତାପରେ ହେଉଛି P ଅକ୍ଷର ଏହି ଅକ୍ଷରରେ ଲୋକମାଙ୍କ ଉପରେ ମହାଦେବ ସବୁବେଳେ ଖୁସି ଅଟନ୍ତୁ ଏହି ଅକ୍ଷରରେ ଲୋକମାନେ କେବେବି ମହାଦେବଙ୍କ ଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତିନାହିଁ ଏହି ଲୋକମାଙ୍କର ହୁର୍ଦୟ ବହୁତ ସଫା ଅଟେ ତେଣୁ ଏହି କାରଣରୁ ମହାଦେବ ସବୁ ଅସୁବିଧା ଠାରୁ ଦୁରିବାର ମାର୍ଗ ଦେଖାଇଥାନ୍ତି । ତାପରେ ହେଉଛି V ଅକ୍ଷର ଏହି ଲୋକମାନଙ୍କୁ ମାହାଦେବ ସବୁବେଳେ ଖୁସି ରଖିବାକୁ ଚେଷ୍ଟା କରିଥାନ । ତାପରେ S ଅକ୍ଷର ଆଜ୍ଞା ହଁ ଯଉଁ ଲୋକମାନଙ୍କର ନାମର ପ୍ରଥମ ଅକ୍ଷର S ଥାଏ ଏହି ଲୋକମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି ଏମାନଙ୍କ ଉପରେ ମହାଦେବଙ୍କର କୃପା ଦ୍ରୁଷ୍ଟି ସର୍ବଦା ଲାଗି ରହିଥାଏ । ତେଣୁ ମାହାଦେବ ଏମିତି ସମସ୍ତଙ୍କ ଉପରେ ସର୍ବଦା କୃପା ଦ୍ରୁଷ୍ଟି ରଖି ଥାଆନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *