ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ 14 ଜୁନ୍ କୁ ସୁଶାନ୍ତ ସିହଂ ରାଜ ପୁତ୍ ଙ୍କ ଘରେ ଏହି ଝିଅ ଦେଖା ଦେଇ ଥିଲେ । ଏବଂ ବର୍ତମାନ ସମୟ ରେ ତାଙ୍କୁ ମିଷ୍ଟ୍ରୀ ଗାର୍ଲ ଭାବେ ପରିଚୟ ଦିଆ ଜାଉ ଥିବା ବେଳେ ଏହି ଝିଅ କିଏ ଏବଂ ସେଠାରେ କଣ କରୁ ଥିଲା । ବର୍ତମାନ ସମୟ ରେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ସୂଚନା ମିଳି ସାରିଛି । ଏହି କିଛି ଦିନ ତଳେ ଏହି ଝିଅ କୁ ନେଇ ମୁମ୍ବାଇ ପୋଲିସ୍ ଉପରେ ବହୁତ କିଛି ପ୍ରଶ୍ନ ଉଠା ଯାଉ ଥିଲା । ଏବଂ ସେହି ଝିଅ କୁ ସେହି ଦିନ କେମିତି ଭିତର କୁ ଆସିବା ପାଇଁ ଦେଲା ଏବଂ ଏହି ଝିଅ କିଏ ଥିଲେ । ତେବେ ଆପଣ ମାନଙ୍କୁ କହି ଦେବୁ କି ଏହି ଝିଅ ରିଆ ଚକ୍ରବର୍ତି ଙ୍କ ଭାଈ ସୋଭିତ୍ ଚକ୍ରବର୍ତି ଙ୍କ ସାଙ୍ଗ ରହି ଥିଲେ ।
ଏବଂ ଏହି ଝିଅ ର ନାମ ଜମିଲା ଅଟେ । ହେଲେ ବର୍ତମାନ ସମୟ ରେ ଯେମିତି କି ମୁମ୍ବାଇ ପୋଲିସ୍ ଉପରେ ମୋଟେ ବି ଭରସା ନ ଥିବାରୁ ପୋଲିସ୍ ର କଥା କୁ କେହି ବି ମାନୁ ନାହାଁନ୍ତି । ସେମିତି ରେ କିଛି ମିଡ଼ିଆ ର କଥା କହିଲେ ସେମାନେ କହିଛନ୍ତିି ସେହି ଦିନ ରେ ଏହି ଝିଅ ଆଉ କେହି ନୁହେଁ ବରଂ ରିଆ ଚକ୍ରବର୍ତି ରହି ଥିଲେ । କାହିଁକି ନା ତାଙ୍କର ବର୍ଡି ଷ୍ଟାଇଲ୍ ଏବଂ ଏବଂ ଉଚ୍ଚତା କୁ ଦେଖି କୁହା ଯାଉଛି କିି ସେ ରିଆ ହିଁ ଥିଲେ ହେଲେ ଯେମିତି କି ତାଙ୍କର ମୁହଁ ରିଭିଲ୍ହ ହୋଇ ନାହିଁ ସେହିଥି ପାଇଁ ବର୍ତମାନ ସମୟ ରେ ସଂମ୍ପର୍ଣ୍ଣ ଭାବେ କହି ହେବ ନାହିଁ କି ସେ ରିଆ ଥିଲେ କି ଆଉ କିଏ ।
ସେମିତି ରେ କିଛି ମିଡ଼ିଆ ର କଥା ଯଦି ମାନିବା ତେବେ ସେହି ଦିନ ରେ ଏହି ଝିଅ କିଛି ସିସିଟିଭି ଫୁଟେଜ୍ ଏବଂ ସୁଶାନ୍ତ ଙ୍କ ଖାଉ ଥିବା କିଛି ଔଷଧ କୁ ବି ନେଇ ଯିବା ପାଇଁ ସେ ସେହି ଦିନ ସେଠାକୁ ଆସି ଥିଲେ । ହେଲେ ବନ୍ଧୁଗଣ ଆପଣ ମାନଙ୍କୁ କଣ ଲାଗୁଛି ସେହି ଦିନ ସେହି ଝିଅ କିଏ ହୋଇ ଥିବେ ବୋଲିି । ଆମକୁ କମେଣ୍ଟ କରନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।