ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଶାସ୍ତ୍ର ଆମକୁ ଜିବନ ବଞ୍ଚିବାର ସଠିକ୍ ରାସ୍ତା ଦେଖେଇ ଥାଏ । ଏବଂ ଏହା ବି କହି ଥାଏ କି ବ୍ୟକ୍ତି କୁ କଣ କରିବା ପାଇଁ ପଡିବ ଏବଂ କଣ ନୁହେଁଁ । ଏମିତି ବହୁତ ସମୟ ରେ ଲୋକ ମାନେ ଏମିତି ସବୁ କାମ କରି ଜାଆନ୍ତି ଜାହା ଶାସ୍ତ୍ର ଅନୁସାରେ ପାପ ଅଟେ ।ଆମେ ଆଜି ଆପଣ ମାନଙ୍କୁ ଏହି ଠାରେ ଏମିତି ଗୋଟିଏ ଜିନିଷ ବିଷୟ ରେ କହିବୁ ଜାହା କୁ ଶାସ୍ତ୍ର ରେ ବଡ ପାପ ବୋଲି କୁହା ଯାଏ । ଶାସ୍ତ୍ର ଅନୁସାରେ କୈଣସି ବ୍ୟକ୍ତି ଯଦି କୈଣସି ସ୍ତ୍ରୀ କୁ ଏହି କାମ କରିବାର ଦେଖି ଦିଏ ତେବେ ଏହା ଦୁନିଆଁ ର ସବୁଠାରୁ ବଡ ପାପ ହୋଇ ଥାଏ ।
ଏମିତି କରିବା କେବେ କ୍ଷେମା ର ଯୈଗ୍ୟ ହୋଇ ନ ଥାନ୍ତି । ଏବଂ ଏମିତି କରିବା ଲୋକ ମାନଙ୍କୁ ପାପ ଲାଗେ । ଯଦି କେବେ କୈଣସି ବ୍ୟକ୍ତି ଗୋଟିଏ ସ୍ତ୍ରୀ କୁ ଗାଧୋଇବାର ଦେଖିବେ ଏବଂ ସେଠାରେ ତୁରନ୍ତ ଜାଇ ନିଜ ଭୁଲ୍ ବିଷୟ ରେ ଜାଣି ପାରନ୍ତି ତେବେ ସେ ସେହି ପାପ କୁ ମୁଣ୍ଡାନ୍ତି ନାହିଁ ହେଲେ ଯଦି କେହି ବ୍ୟକ୍ତି ସେହି ସ୍ତ୍ରୀ କୁ ଜାଣି ସୁଣି ଦେଖି ଥାନ୍ତି ତେବେ ଏହି ପାପ ର ଭାଗୀ ସେମାନେ ହୋଇ ଥାନ୍ତି । ଏମିତି ଲୋକ ମାନଙ୍କୁ ଜିବନ ରେ ପସ୍ଚ୍ୟାତାପ ଦଣ୍ଡ ର ସାମ୍ନା କରିବା ପାଇଁ ପଡେ ।
ଅନ୍ୟତ୍ର ଯଦି ଆପଣ ମାନେ କେବଳ ଦେଖି ପଳେଇ ଆସନ୍ତି ତେବେ ବି ଏହା ଭୁଲ ଅଟେ ହେଲେ ସେ ଯଦି ପରେ ନିଜ କରି ଥିବା ଭୁଲ ର ଶିକ୍ୱାର କରେ ଏବଂ ନିଜ ମଧ୍ୟମ ରେ ପ୍ରତିି ଭୁଲ ର ଭାବନା ଆଣେ ତେବେ ସେ କ୍ଷେମା ର ପାର୍ଥି ଅଟେ । ହେଲେ କୈଣସି ବି ବୟସ୍କ ବ୍ୟକ୍ତି ଙ୍କ ପାଇଁ ଏହା ମହାପାପ ଠାରୁ କମ୍ ନୁହେଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।