ଫିଲ୍ମ ପରଦେଶୀର ଗଙ୍ଗା ବହୁତ ବଦଳି ସାରିଲେଣି , ଏବେ ଦେଖିଲେ ଆପଣ ଚିହ୍ନି ପାରିବେନି

Mahima Chowdhury

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ 90 ଦଶକ ରେ ନିଜ ଅଭିନୟ ଯାଦୁ ରେ ଲୋକ ମାନଙ୍କ ହୃଦୟ ଜିତୁ ଥିବା ସୁନ୍ଦରୀ ମହିମା ଚୈଧୁରୀ ଆଜି ବଲିଉଡ ରୁ ଗାୟେବ୍ ରହିଛନ୍ତି । ନିର୍ଜ ପର୍ସିନାଲ ଲାଇଫ୍ ରେ ବହୁତ ବ୍ୟସ୍ତ ରହି ଥିବା ଏହି ଅଭିନେତ୍ରୀ ସଂମ୍ପର୍ଣ୍ଣ ଭାବେ ବଦଳି ସାରିଛନ୍ତି । ଏବଂ ବର୍ତମାନ ସମୟ ରେ ସେ ସେମିତି ଦେଖା ଜାଉ ନାହାଁନ୍ତି ଯେମିତି ଫିଲ୍ମ ରେ ନଜର ଆସୁ ଥିଲେ । ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ମହିମା ଚୈଧୁରୀ 1998 ରୁ ହିଁ ଫିଲ୍ମ ପରଦେସ୍ ରୁ ନିଜର କାମ କୁ ଆରମ୍ଭ କରି ଥିଲେ । ଏବଂ ତାଙ୍କ ସହିତ ସାରୁଖ୍ ଖାନ୍ ଲିଡ୍ ରୋଲ ରେ ରହି ଥିଲେ । ଏବଂ ଏହି ଫିଲ୍ମ ସେହି ସମୟ ରେ ବକ୍ସ ଅଫିସ୍ ରେ ବହୁତ ବଡ ହିଟ୍ ରହି ଥିଲା ।Mahima Chowdhury

ଏହି ଫିଲ୍ମ ଜରିଆରେ ମହିମା ଚୈଧୁରୀ ଙ୍କ ଲୋକ ପ୍ରିୟତା କୁ ଦେଶ ର କୋଣ ଅନୁ କୋଣ ରେ ପହଁଚେଇ ଦିଆ ଜାଇ ଥିଲା । ହେଲେ ସେ ଯେତେ ବେଳେ ଫେମସ୍ ହେବାରେ ଲାଗି ଥିଲେ ତେବେ ତାଙ୍କର କାର୍ ସହିତ ଟ୍ରକ୍କ ଧକ୍କା ହୋଇ ଥିଲା । ଏହି ଧକ୍କା ପରେ ପରେ ତାଙ୍କର ଚେହେରା ସଂମ୍ପର୍ଣ୍ଣ ଭାବେ ନଷ୍ଟ ହୋଇ ଗଲା । ଏବଂ ପରେ ପରେ ସେ ନିଜର ଚେହେରା ର ସଂମ୍ପର୍ଣ୍ଣ ସର୍ଜରି କରେଇ ଥିଲେ । ଏବଂ ସେ କହି ଥିଲେ କି ସର୍ଜରି କରିବା ସମୟ ରେ ଡାକ୍ତର 70 ଟି ଭଙ୍ଗା କାଚ ବାହାର କରି ଥିଲେ । ଏବଂ ପରେ ସେ ଫିଲ୍ମ ରୁ ଦୂର ବି ହୋଇ ଗଲେ କାରଣ ତାଙ୍କୁ ଠିକ୍ ହେବା ପାଇଁ ବହୁତ ସମୟ ଲାଗି ଥିଲା ।mahima

ସେହି ପରି କ୍ଷେତ୍ର ରେ ସର୍ଜଜରୀ ପରେ ପରେ ତାଙ୍କୁ ଡାକ୍ତର ଖରା କୁ ବାହାରିବା ପାଇଁ ମନା କରି ଦେଇ ଥିଲେ । ଏବଂ ସେ ସେହି ସମୟ ରେ ନିଜର ବଲିଉଡ ଫେନ୍ସ କୁ କୈଣସି ବି ଜାନକାରୀ ଦେଇ ନ ଥିଲେ । ହେଲେ ଆଜିର ଦିନରେ ସେ ସୁସ୍ଥ ଏବଂ ନିଜ ପରିବାର ସହିତ ରହି ଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *