ମାତା ସୀତା ଦେଇଥିବା ଅଭିଶାପ ଆଜିବି ଭୋଗୁଛନ୍ତି ଏହି ଚାରି ଜଣ

sitha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ତ୍ରେତୟା ଯୁଗ ରେ ଭଗବାନ ବିଷ୍ଣ ଏବଂ ମାତା ଲକ୍ଷ୍ମୀ ଙ୍କ ଅବତାର ରାମ ଏବଂ ସୀତା ରାଜା ଦଶରଥ ଙ୍କ ମୃତ୍ୟୁ ପରେ ପିଣ୍ଡ ଦାନ କରିବା ପାଇଁ ବିବାହର ର ବୈଦ୍ଧ ଗୟା ରେ ଜାଇ ପହଁଚିଲେ । ସେହି ସମୟ ରେ ଏମିତି ଗୋଟିଏ ଘଟଣା ଘଟିଲା ଜାହା ପାଇଁ ଜାହା ପାଇଁ ମାତା ସୀତା ଚାରି ଜଣଙ୍କୁ ଏମିତି ଅଭିଶାପ ଦେଲେ । ଜାହାର ପ୍ରଭାବ ଆଜି ଯାଏ ରହିଛି । ତେବେ ଆମେ ଆଜି ସେହି ଚାରି ଜଣ ଏବଂ ସେହି ଅଭିଶାପ ବିଷୟ ରେ କହିବୁ । ଗୟା ରେ ପହଁଁଚିବା ପରେ ଭଗବାନ ରାମ ଏବଂ ଲକ୍ଷ୍ମଣ କିଛି ସାମଗ୍ରୀ ଆଣିବା ପାଇଁ ବାହାର କୁ ଗଲେ । ଏବଂ ତାଙ୍କର ଫେରିବାରେ ବିଳମ୍ଭ ହେବାରୁ ପିଣ୍ଡ ଦାନ ର ସମୟ ସେଷ ହେବାକୁ ଲାଗିଲା । ସେହି ସମୟ ରେ ସୀତା ଙ୍କ ଆଗରେ ସ୍ୱୟଂ ରାଜା ଦଶରଥ ସୀତା ଙ୍କ ସାମ୍ନା ରେ ପ୍ରକଟ ହେଲେ । ଏବଂ ପିଣ୍ଡ ଦାନ ଦେବାକୁ କହିଲେ । ଏବଂ ତାଙ୍କୁ ଭୋକ ଲାଗିଛି ବୋଲି କହିବାରୁ ସେ ଉତ୍ତର ହେଲେ କି ଆପଣଙ୍କ ପୁତ୍ର ଙ୍କ ଆସିବାର ଅପେକ୍ଷା କରିବା ପାଇଁ ପଡିବ ।sita

ହେଲେ ରାଜା ଦଶରଥ ଅପେକ୍ଷା କରି ପାରିବେ ନାହିଁ ବୋଲି କହିଲେ ଏବଂ ସେହି ସମୟ ରେ ସୀତା ସଂମ୍ପର୍ଣ୍ଣ ବିଧି ଅନୁସାରେ ଫାଲ୍ଗୁ ନଦୀ କୂଳ ରେ ହିଁ ଦୁଇ ଭାଈ ଙ୍କ ଆସିବା ପୂର୍ବ ରୁ ପିଣ୍ଡ ଦାନ କରି ଦେଲେ । ସେହି ସମୟ ରେ ପାଞ୍ଚ ଜଣ ସାଖି ଥିଲେ ସେମାନେ ହେଲେ ବରଗଛ , ଫାଲ୍ଗୁ ନଦୀ , ଗୋଟିଏ ଗାଈ , ଗୋଟିଏ ତୁଳସୀ ଗଛ , ଏବଂ ଗୋଟିଏ ବ୍ରାହ୍ମଣ ଥିଲେ । ତେବେ ଯେତେ ବେଳେ ସେଠାକୁ ରାମ ଏବଂ ଲକ୍ଷ୍ମଣ ଫେରିଲେ ତେବେ ସେହି ପିଣ୍ଡ ଦାନ ବିଷୟ ରେ ସେହି ପାଞ୍ଚ ଜଣ ଙ୍କୁ ସତ କଥା କହିବା ପାଇଁ କହିଲେ । କିନ୍ତୁ ଅସ୍ୱସ୍ତ ଗଛ କୁ ଛାଡି ଦେଇ ସମସ୍ତେ ମିଛ କହିଲେ । ଫାଲ୍ଗୁ ନଦୀ , ଗୋଟିଏ ଗାଈ , ଗୋଟିଏ ତୁଳସୀ ଗଛ , ଏବଂ ଗୋଟିଏ ବ୍ରାହ୍ମଣ ମାତା ସୀତା ପିଣ୍ଡ ଦାନ କରି ନାହାଁନ୍ତି ବୋଲି କହିଲେ। ଏବଂ ସେହି ସମୟରେ ଦଶରଥ ଙ୍କ ଆତ୍ମା କହିଲେ କି ମାତା ସୀତା ସଂମ୍ପର୍ଣ୍ଣ ବିଧି ର ସହିତ ପିଣ୍ଡ ଦାନ କରିଛନ୍ତି ।ba

ଏହି କଥା ରେ ମାତା ସୀତା ସେହି ଚାରିଜଣ ଙ୍କୁ ଅଭିଶାପ ଦେଲେ ଫାଲ୍ଗୁ ନଦୀ କୁ କହିଲେ ସେହି ନଦୀ ସବୁ ବେଳେ ଗୟା ର ତଳେ ବହୀବ ଏବଂ ଉପରେ ସୁଖିଲା ରହିବ । ଗାଈ କୁ କହିଲେ ତାଙ୍କୁ ସବୁ ଘରେ ପୂଜା କରିବେ ହେଲେ ମଣିଷ ର ଅଇଁଠା ଖାଇବା ପାଇଁ ପଡିବ । ସେହି ପରି ତୁଳସୀ ଗଛ କୁ ଅଭିଶାପ ଦେଲେ ଗୟା ରେ ଗୋଟିଏ ବି ହେଲେ ତୁଳସୀ ଗଛ ରହିବ ନାହିଁ । ସେହି ପରି ବ୍ରାହ୍ମଣ କୁ ଅଭିଶାପ ଦେଲେ ଗୟା ରେ କେବେ ବି ବ୍ରାହ୍ମଣ ସନ୍ତୁଷ୍ଟ ରହିବେ ନାହିଁ ଗରିବ ରହିବେ ସେମାନେ । ସେଷ ରେ ଅସ୍ୱସ୍ତ ଏବଂ ବର ଗଛ କୁ ବର ଦେଲେ କି ଯିଏ ବି ଗୟା କୁ ଆସିବେ ସେମାନେ କେବଳ ବଟ ଏବଂ ଅସ୍ୱସ୍ତ କୁ ପିଣ୍ଡ ଦେବେ ବୋଲି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *