କରୋନା ଖେଳ ସେଷ । ଅଚ୍ୟୁତଙ୍କ ନିର୍ଘଣ୍ଟ ଗ୍ରନ୍ଥ ମାଳିକାରେ ମିଳିଲା ପ୍ରମାଣ

crona

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ଏହି ଯେଉଁ ମହାମାରୀ କୋରନା ରହିଥି ତେବେ ଏହା କେବେ ଏହି ବିଶ୍ୱ ରୁ ଯିବ ସେହି ବିଷୟ ରେ ଆଲୋଚନା କରିବୁ । ଏହା ଉପରେ ମହାପୁରୁଷ କଣ ଲେଖି ଛନ୍ତି ଏହାର ପ୍ରତିସେଦକ ସେମାନେ ଲେଖିଛନ୍ତି କି ନାହିଁ ବି ସେହି ବିଷୟ ରେ ଅବଗତ କରେଇବୁ । ଏହି ଉପରେ ଆପଣ ମାନଙ୍କୁ ସମୟ ରେ ମହାପୁରୁଷ ମାନେ ଆମକୁ ଅନୂସୂଚିତ କରେଇଇ ଥିବା ବେଳେ ଆମେ ମାନେ ସେହି ଗ୍ରନ୍ଥ କୁ ଖେଳେଇ କରି ତାହାକୁ ଜାଣିବା ରେ ସକ୍ଷ୍ୟମ ହେଉ ନାହିଁଁ । ଏବଂ ସେହି ପରି କ୍ଷେତ୍ର ରେ ଏହି ଦୁନିଆଁ ରେ 1 ଲକ୍ଷ ରୁ ଉର୍ଦ୍ଧ ଗ୍ରନ୍ଥ ମାନ ଏହି ସଂସାର ରେ ରହିଛିି । ସେହି ପରି କିଛି ଗ୍ରନ୍ଥ ଏମିତି ବି ରହିଛି ଯେଉଁ ଠାରେ ପୁଥି ମାନଙ୍କୁ ଗ୍ରନ୍ଥ ଉଦ୍ଧିତ ହୋଇ ଗ୍ରନ୍ଥ ପ୍ରସ୍ତୁତ କରା ଜାଇ ନାହିଁ । ହେଲେ ତଥା ବି ଆମେ ଏହି ଉପରେ ବହୁତ ଗୁଡିଏ ରିସର୍ଚ୍ଚ କରିବା ପରେ ଜାଣିବା ପାଇଁ ପାଇଲୁ କି ଏହି ଗ୍ରନ୍ଥ ରେ ବି କିଛି ସ୍ଥାନ ରେ ଏହି ରୋଗ ବା ମହାମାରୀ ବିଷଷୟ ରେ ସଂମ୍ପର୍ଣ୍ଣ ସୂଚନା ମାନ ଦିଆ ଜାଇଛି ବୋଲି ।crona

ତେବେ ସେହି ଥିରୁ ଆପଣ ମାନଙ୍କୁ କହିବୁ ଏଠାରେ ଲେଖା ରହିଛି ସଂସାର ବାରିଦ୍ଧ୍ୟ ବ୍ୟଧି କ୍ଷ୍ୟଣ ନାଶ ଯିବ ଅଚ୍ୟୁତ ନିର୍ଘଣ୍ଟ ଲେଖେ ଭାବି ରାଧା ଦେବ । ମାନେ ଏହି ଯେଉଁ ସଂସାର ରେ ବ୍ୟଦ୍ଧି ରହିଛି ତାାହା ଆଉ ଅଲ୍ପ ସମୟ ପର୍ଯ୍ୟନ୍ତ ଏହି ସଂସାର ରେ ରହିବ । ତଥା ଏହି ପ୍ରକୋପ କେବଳ ବିଭିନ୍ନ ରାଜ୍ୟ ଏବଂ ଦେଶରେ ରହିବ ହେଲେ ସବୁ ଆଡେ ନୁହେଁ । ସେହି ପରି ଗ୍ରନ୍ଥ ରେ ଲେଖା ରହିଛି କି ଅନେକ ବ୍ୟଦ୍ଧି ଗ୍ରାସ ଯେ କରିବ ହେଲେ ଶ୍ରୀ ଜଗଗନ୍ନାଥ ଦେସେ ମୃତ୍ୟୁ ଅଧିକ ନହେବ । ମାନେ ଏହି ରୋଗ ସବୁ ଆଡେ ଗ୍ରାସ କରିବ ହେଲେ ଶ୍ରୀ ଜଗନ୍ନାଥ ଦେଶେ ମୃତ୍ୟୁ କେବେ ବି ଅଧିକ ନ ହେବ ବୋଲି ଏହି ଥିରେ ଲେଖା ରହିଛି ।crona

ସେହି ଥିରେ ଏହି କଥା ବି କୁହା ଜାଇଛି ଇଶ୍ୱର ଙ୍କ ବାଟ ରେ ଚାଲିଲେ କେବେ ବି ଆମେ ମାନେ ବାଟ ବଣା ହେବା ନାହିଁ । ମାନେ ଆପଣ ମାନଙ୍କୁ ଯେଉଁ ସରକାର ଙ୍କ ନିୟମ କୁହା ଜାଉଛିି ଆପଣ ମାନେ ସେହି ନିୟମ କୁ ଆପଣ ମାନେ ପାଳିଲେ ଆପଣ ମାନଙ୍କର କୈଣସି ବି ଅସୁବିଧା ହେବ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *