ବଲିଉଡର ଏହି ସୁପରଷ୍ଟାର ହିରୋ ବାହୁବଲୀ 3 ରେ କଟାପ୍ପା ଭୂମିକାରେ ଅଭିନୟ କରିବେ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସାଉଥ୍ ର ଅଭିନେତା ପ୍ରଭାସ୍ ଙ୍କ ଫିଲ୍ମ ବାହୁବଳୀ ବହୁତ ଚର୍ଚ୍ଚା ରେ ରହି ଥିଲା । ଏହା ବକ୍ସ ଅଫିସ୍ କଲେକ୍ସନ ରେ ବହୁତ ଗୁଡିଏ ରେକୋର୍ଡ ଭାଙ୍ଘି ଦେଇ ଥିଲା। ସେହି ପରି ଏହା ବର୍ଷ 2017 ରେ ସବୁଠୁ ଅଧିକ କମାଣୀ କରି ଥିବା ଫିଲ୍ମ ଭାବେ ନାମୀତ ବି ହୋଇ ଥିଲା । ତେବେ ଫିଲ୍ମ ର ଏକ୍ସନ ଏବଂ ସିନେଗ୍ରାଫିି କୁ ନେଇ ଏଏହା ସମସ୍ତ ଙ୍କୁ ନିଜର ଦିୱାନା ବନେଇ ଦେଇ ଥିଲା । ସେହି ପରି ବନ୍ଧୁଗଣ ଫିଲ୍ମ ରେ ସେହି ସମୟ ରେ ବାହୁବଳୀ ଙ୍କ ସହିତ ଆଉ ଗୋଟିଏ କେରେକ୍ଟର ବି ବହୁତ ପରିମାଣ ରେ ଚର୍ଚ୍ଚା ରେ ରହି ଥିଲା ଏବଂ ସେ ହେଲେ କଟ୍ଟପା । ତାଙ୍କର କେରେକ୍ଟର ବହୁତ ଫେମସ୍ ହୋଇ ଥିଲା ଏବଂ ସେ ଏହି ଚରିତ୍ର ମାନଙ୍କ ମଧଧ୍ୟ ରୁ ଗୋଟିଏ ଫେମସ୍ ଚରିତ୍ର ଅଟନ୍ତି ।kattapa

ସେହି ସମୟ ରେ ଏହି ଉପରେ ବହୁତ ଚର୍ଚ୍ଚା ହୋଇ ଥିଲା ସେଷ ରେ କଣ ପାଇଁ କଟ୍ଟପା ବାହୁବଳୀ ଙ୍କୁ ମାରି ଥିଲେ । ସେମିତି ରେ କଣ ଆପଣ ମାନେ ଏହି କଥା କୁ ଜାଣନ୍ତି ସେହି ସମୟ ରେ ଏହି କଟ୍ଟପା ରୋଲ କୁ ବଲିଉଡ ର ସିନିୟର ଙ୍କୁ ଅଫର ହୋଇ ଥିଲା ଏବଂ ସେମାନଙ୍କ ମଧ୍ୟ ରେ ବହୁତ କଳାକାର ମାନେ ଫିଟ୍ ବି ହୋଇ ଥିଲେ । କହିବା ପାଇଁ ଗଲେ ବନ୍ଧୁଗଣ ପ୍ରଥମେ ଏହି ବହୁବଳୀ ର କଟ୍ଟପା ର ରୋଲ କୁ ସଞୟ ଦତ୍ତ ଙ୍କୁ ଅଫର ହୋଇ ଥିଲା । ହେଲେ କଥା ବନି ପାରି ନ ଥିଲା ହେଲେ ପରେ ପରେ ଅଭିନେତା ସତ୍ୟରାଜ୍ ହିଁ ଏହି କଟ୍ଟପା ର ରୋଲ ନିଭେଇ ଥିିଲେ । ଏମିତି ବି ଖବର ରହି ଥିଲା କି ଯେଉଁ ସମୟ ରେ ଏହି ରୋଲ ପାଇଁ ସଞୟ ଦତ୍ତ ଙ୍କୁ କୋଣ୍ଟାକ୍ଟ କରା ଜାଇ ଥିଲା ତେବେ ସେ ସେହି ସମୟ ରେ ଜେଲ୍ ରେ ନିଜର ଦଣ୍ଡ ଭୋଗୁ ଥିଲେ ।savjay

ସେହି କାରଣ ରୁ ହିଁ ସେ ଏହି ରୋଲକୁ ଛାଡି ଦେଇ ଥିଲେ । ସେମିତି ରେ ସଞୟ ଦତ୍ତ ଙ୍କ କଥା ଆମେ କହିବା ତେବେ ଆସୁ ଥିବା ଦିନ ରେ ସଞୟ ଦତ୍ତ ଆଉ ଗୋଟିଏ ଫିଲ୍ମ ରେ ନଜର ଆସିବେ । ଏହି ଫିଲ୍ମ ଟି ଏମିତି ସେମିତି ଫିଲ୍ମ ନୁହେଁ ବରଂ ଏହା KGF ର ପାର୍ଟ 2 ଅଟେ । ଏବଂ ସାଉଥ୍ ଫିଲ୍ମ ର ଏହି ଫିଲ୍ମ ଟି ରେ ତାଙ୍କୁ ଗୋଟିଏ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରେ ଦେଖିବା ପାଇଁ ମିଳିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *