ବଡ ଖବର- ଓଡିଶା ବଜାରରେ ବିଷ ଅଣ୍ଡା ସାବଧାନ ରୁହନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ସାବଧାନ ବଜାର ରେ ମିଳୁଛି ବିଷ ଅଣ୍ଡା ତେବେ ଆପଣ କିଣୁ ଥିବା ଅଣ୍ଡା ନକଲୀ ନୁହେଁ ତ । ଆପଣ ମାନେ ବି ଅଣ୍ଡା କିଣୁଛନ୍ତି କି ତେବେ ସାବଧାନ ହୋଇ ଜାଆନ୍ତୁ । କାରଣ ଏବେ ଅଣ୍ଡା ନାମ ରେ ବଜାର ରେ ମିଳୁଛି ବିଷ ଅଣ୍ଡା । ବହୁତ ସମୟ ରେ କୋରନା ମହାମାରୀ ର ସଂଙ୍କଟ ରହି ଥିବା ବେଳେ ଅପମିଶ୍ରୀତ କାର୍ଯ୍ୟକ୍ରମ ଚାଲିଛି ଖୋଲା ବଜାର ରେ । ବହୁତ ଦିନ ର ବିରତି ପରେ ଏବେ ରାଜ୍ୟ କୁ ଫେରିଠି ନକଲି ଅଣ୍ଡା କାରବାର । କନ୍ଧମାଳ ଜିଲ୍ଲା ଏବେ ଦେଖିବା ପାଇଁ ମିଳିଛି ଏମିତି କେମିକାଲ ଯୁକ୍ତ ଅଣ୍ଡା । ତେବେ ଆଶ୍ଚର୍ଯ୍ୟ ର କଥା ହେଲା କି କନ୍ଧମାଳ ବାଲିଗୁଡା ଅଞ୍ଚଳ ରେ ମିଳୁ ଥିବା ଏହି ଅଣ୍ଡା ଦେଖିବାକୁ ଅସଲୀ ଅଣ୍ଡା ପରି ।egg

ହେଲେ ଏହି ଅଣ୍ଡା କୁ ଯେତେ ବେଳେ ଗୋଟିଏ ବ୍ୟକ୍ତି ନେଇ ସିଝାଇ ଥିଲେ ତେବେ ସେହି ଅଣ୍ଡା ସଂମ୍ପର୍ଣ୍ଣ ଭାବେ ସିଝି ନ ଥିଲା । ଏବଂ ସେହି ପରି ଭାବେ ଏହା ସଂମ୍ପର୍ଣ୍ଣ ଭାବେ ପ୍ଲାଷ୍ଟିକ୍ ପରି ଲମ୍ବି ଜାଇ ଥିଲା । ଏବଂ ଏହି ଫଳ ରେ ବର୍ତମାନ ସମୟ ରେ ଚର୍ଚ୍ଚା ଯୋର ଧରିଛି । ତେବେ ବର୍ତମାନ ସମୟ ରେ ପ୍ରଶ୍ନ ଉଠୁଛି କି ଓଡ଼ିଶା କୁ କେଉଁଠୁ ଆସିଲା ଏହି ନକଲି ଅଣ୍ଡା । ଏବଂ କେଉଁ ପରି ଭାବେ ଲୋକ ମାନଙ୍କ ଖାଇବା ଥାଳୀ ରେ ପହଁଚି ଯାଉଛି ଏହି ବିଶାକ୍ତ ଅଣ୍ଡା । ଏବଂ କେଉଁ ପରି ଭାବେ ଲୋକ ମନଙ୍କ ଜିବନ ସହିତ ଖେଳା ଯାଉଛି ଏହି ଅଣ୍ଡା ମାଧ୍ୟମ ରେ । ଡିଲର ପାଖରୁ ରିଟେଲର ଏବଂ ଖୁଚୁରା ବ୍ୟପାରୀ ଙ୍କ ଜରିଆରେ ବ୍ୟପାରି ଘ୍କ ପାଖରେ ପହଁଚୁଛି ।eggs

ଏବେ ଏହି ନେଇ ପ୍ରଶାଶନ ସତର୍କ ହେବା ନିଶ୍ଚିତ ଭାବେ ଆବଶ୍ୟକ ଅଟେ । ତେବେ ଆପଣ ମାନେ ବି ଯଦି ନିଜ ଏରିଆରେ ଏମିତି ଭାବେ କିଛି ଅଣ୍ଡା ର ସାମ୍ପୁଲ ପାଉଛନ୍ତିୁ ତେବେ କମେଣ୍ଟ କରନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *