ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଯେମିତି କି ବର୍ତମାନ ସମୟରେ ସୁଶାନ୍ତ ସିହଂ ରାଜ ପୁତ୍ ଙ୍କ ମୃତ୍ୟୁ କୁ ଗୋଟିଏ ମାସ ପୁରି ଜାଇଛି । ହେଲେ ବର୍ତମାନ ଯାଏ ପୋଲିସ୍ ତାଙ୍କର ଆତ୍ମହତ୍ୟା ପଛରେ ରହି ଥିବା କାରଣ ବିଷୟ ରେ କିଛି ବି ଜାଣି ପାରି ନାହିଁ । ବା ବର୍ତମାନ ସମୟ ରେ ସୁସାନ୍ତ ଙ୍କ ମୃତ୍ୟୁ ଉପରେ CBI ତଦନ୍ତ ପାଇଁ ବି ଅନୁମତି ମିଳି ପାରି ନାହିଁ । ସେହି ପରି ମଧ୍ୟରେ ସୁଶାନ୍ତ ଙ୍କ ମୃତ୍ୟୁ କୁ ନେଇ ଗୋଟିଏ ବଡ ଖବର ସାମ୍ନା କୁ ଆସୁଛି । ସୁସାନ୍ତ ଙ୍କୁ ହତ୍ୟା କରା ଜାଇଛି ଏବଂ ଏହି କଥା ନିଜେ ସୁସାନ୍ତ ଙ୍କ ତାତ୍ମା କହିଛି ।
ତେବେ କଣ ଏହି ବିଜ୍ଞ୍ୟାନ ଯୁଗ ରେ ଏହା ସମ୍ଭବ ଅଟେ କି ପ୍ରକୃତ ରେ ଘଟଣା କଣ ରହି ଥିଲା ସେହି ବିଷୟ ରେ ଆସନ୍ତୁ ଜାଣି ନେବା । ତେବେ ବନ୍ଧୁଗଣ ବର୍ତମାନ ସମୟ ରେ Paranormal activity for Sushat Singh rajput ଙ୍କ ନାମ ରେ ଗୋଟିଏ ଭିଡ଼ିଓ ସୋସିଆଲ ମିଡ଼ିଆ ସହିତ ଇୟୁଟିୟୁବ୍ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ଯେଉଁଁ ଥିରେ ଜଣେ କେହି ସୁସାନ୍ତ ସିହଂ ଙ୍କ ସହିତ ସିଧା ସଳଖ ଭାବେ କଥା ହେବାର ଦେଖିବା ପାଇଁ ମିଳିଛନ୍ତି ।
ତେବେ ଏହି ଠାରେ ସେହି ବ୍ୟକ୍ତି ଜଣଙ୍କ ସୁସାନ୍ତ ଙ୍କ ଆତ୍ମାକୁ ନିଜ ମୃତ୍ୟୁ ବିଷୟ ରେ କିଛି ପ୍ରଶ୍ନ ପଚାରି ଥିବାର ଦେଖିଛନ୍ତି । ଏବଂ ଏହି ମଧ୍ୟ ରେ ଏହା ଗୋଟିଏ ଆତ୍ମହତ୍ୟା ରହି ଥିଲା ନା ହତ୍ୟା ରହ ଥିଲା ସେହି ବିଷୟ ରେ ବି ସେ ପଚାରି ଥିଲେ ଏବଂ ସେ କହିଛନ୍ତି । ଏହା ଗୋଟିଏ ହତ୍ୟା ବୋଲି । ଏବଂ ସଂମ୍ପର୍ଣ୍ଣ ଭାବେ ପ୍ଲାନିଙ୍ଗ ର ସହିତ ଏହି ହତ୍ୟା କରା ଜାଇଛି ବୋଲି ସେ କହିଛନ୍ତି ।
ସେମିତି ରେ ଆପଣ ମାନେ ସେହି ଭିଡିଓ ଦେଖିବା ପାଇଁ ଚାହୁଁ ଥିଲେ ଆପଣ ମାନେ ଇୟୁଟିୟୁବ୍ ରେ ସର୍ଚ୍ଚ କରି ପାରିବେ। ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।