ସୁଶାନ୍ତ ସିଂ ମୃତ୍ୟୁ ରହସ୍ୟ ଉପରୁ ଉଠିବ ପରଦା ! ଆଜି ରିୟା ମାନିଲେ ଏହି ସବୁ ସତ | ଜେଲ ଜିବା ଶୁନିଶ୍ଚିନ୍ତ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଶାନ୍ତ ସିଂ ରାଜପୁତ୍ ଙ୍କ ମୃତ୍ୟୁ ଉପର ଉଠିବ ପରଦା ଏମିତି ରେ ଆଜି ସୁଶାନ୍ତ ସିଂ ରାଜପୁତ୍ ଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତି ଙ୍କୁ ପଚରା ଉଚୁରା କରିବ ED ଏବଂ ସେହି ପରି ବେଳେ ସହଯୋଗୀ ଙ୍କୁ 9 ଘଣ୍ଟା ଧରି ଜେରା କରା ଯିବ । ରିଆ ଙ୍କ ବ୍ୟତିତ ଅଲଗା 7 ଜଣଙ୍କ ନାମ ରେ CBI କରିଛି ମାମଲା । ଆଜି ପବର୍ତନ ନିର୍ଦ୍ଧେଶାଳୟ ରେ ପୁଣି ଥରେ ହାଜର ହେବେ ସୁଶାନ୍ତ ସିଂ ରାଜପୁତ୍ ଙ୍କ ଗାଲଫ୍ରେଣ୍ଡ ରିଆ ଚକ୍ରବର୍ତି । ଅର୍ଥ ହେର ଫେର୍ କରି ଥିବା ଅଭିଯୋଗ ରେ ସମ୍ମନ ଜାରୀ କରିଛି ED

ସେହି ପରି ବେଳେ ବର୍ତମାନ ସମୟ ରେ ରିଆ ଙ୍କୁ ତାଙ୍କର ସଂମ୍ପତୀ କୁ ନେଇ କରି ପଚରା ଉଚୁରା କରିବ ED ସେହି ପରି ଆୟ ର ସ୍ରୋତ , ବ୍ୟବସାୟିକ କାରବାର , ସେହି ପରି ଖର୍ଚ୍ଚ ର ବିବରଣୀ ଉପରେ ପ୍ରଶ୍ନ ତାଙ୍କୁ କରା ଜାଇ ପାରେ । ଏହା ବ୍ୟତିତ ଗତ ବର୍ଷ ରେ 15 କୋଟି ଟଙ୍କା ର ଲେଣ୍ ଦେଣ୍ କୁ ନେଇ ରିଆ ଙ୍କୁ ED ପଚରା ଉଚୁରା କରିବ । ସେହି ପରି ବେଳେ ଗଚ କାଲି ସୁଶାନ୍ତ ସିଂ ରାଜପୁତ୍ ଙ୍କ ହାଉସ୍ ମ୍ୟନେଜର ବା ରିଆ ଙ୍କ ବନ୍ଧୁ । ସାଙ୍ଗିଆଲ ମିରିଣ୍ଡା କୁ 9 ଘଣ୍ଟା ଧରି ଜେରା କରି ଥିଲା ପବର୍ତନ ନିର୍ଦ୍ଦେଶାଳୟ ।

susa

ସେହି ପରି ଭାବେ ଏହି ଦିନ ରେ ସୁଶାନ୍ତ ସିଂ ରାଜପୁତ୍ ଙ୍କ ପିତା ଅଭିୟୋଗ ଆଣି ଥିଲେ ଯେ ରିଆ ଚକ୍ରବର୍ତି ଗତ ବର୍ଷ କ ମଧ୍ୟ ରେ ସୁଶାନ୍ତ ସିଂ ରାଜପୁତ୍ ଙ୍କ ବ୍ୟଙ୍କ ଏକାଉଣ୍ଟ ରୁ 15 କୋଟି ଟଙ୍କା ନିଜ ଏକାଉଣ୍ଟ କୁ ଟ୍ରାନ୍ସଫର କରିଛନ୍ତି । ଏହି ପରି କ୍ଷେତ୍ର ରେ ସୁଶାନ୍ତ ସିଂ ରାଜପୁତ୍ ଙ୍କ ବାପା ଙ୍କ କହିବା ଅନୁସାରେ ପବର୍ତନ ନିର୍ଦ୍ଧେଶାଳୟ ଜାଞ୍ଚ ଆରମ୍ଭ କରିଛି । ସେହି ପରି କ୍ଷେତ୍ର ରେ ଏହା ପୂର୍ବ ରୁ 4 ତାରିଖ ଦିନ ଚାର୍ଟର ଏକାଉଣ୍ଟେଟ୍ ସଂନ୍ଧିପ୍ ଶ୍ରୀ ଧର ଙ୍କୁ ED ଜେରା କରି ଥିଲା ।

ସେହି ପରି ବେଳେ ସୁଶାନ୍ତ ଙ୍କ ଘରେ ବି ଜଣେ କାମ କରୁ ଥିବା କର୍ମଚାରୀ କୁ ବି ପଚରା ଉଚୁରା କରି ଥିଲା । ସୁଶାନ୍ତ ଙ୍କ ଆର୍ଥିକ କମ୍ପନୀ ସହିତ ଯୋଡିତ ଦୁଇଟି କମ୍ପାନୀ ଏବଂ ରିଆ ଭାଈ ଙ୍କ ସୋଭିତ୍ ଚକ୍ରବର୍ତି ଙ୍କ କମ୍ପୀନୀ ଅର୍ଥ ର ଲେଣ୍ ଦେଣ୍ ED ରାଡାର୍ ରେ ରହିଛି । ଗତ କାଲି CBI ସୁଶାନ୍ତ ଙ୍କ ମୃତ୍ୟୁ ମାମଲା କୁ ନେଇ ଏଫାୟର ରୁଜୁ କରିଛି । ଏବଂ ରିଆ ଚକ୍ରବର୍ତି ଙ୍କ ସହିତ ଆଉ ଅଲଗା 7 ଜଣ ଙ୍କ ନାମ ରେ ଏହି ମାମଲା ରୁଜୁ ହୋଇଛି । ତେବେ ଆଗକୁ ଏମିତି ହିଁ ତଦନ୍ତ ଜାରୀ ରହିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *