ସୁନ୍ଦରୀଙ୍କ କଳା କାରନାମା , ଗୋଟିଏ ଦିନରେ ଲୁଟି ନେଲେ 5 ଲକ୍ଷ ଟଙ୍କା

girl33

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦେଖିବା କୁ ଖୁବ୍ ସୁନ୍ଦର ଦେଖିବାକୁ କୈଣସି ପରି ଠୁ ବି କମ୍ ନୁହେଁ । ଅପରାଧୀ ଭଳି କୈଣସି ଆଚରଣ ବି ନାହିଁ । ଏମିତି ଶାନ୍ତ ସରଳ ଚେହେରା ଦେଖିବାକୁ ଜଣା ପଡୁଛି କି ତାଙ୍କୁ କିଏ ଠକି ଚାଲି ଜାଇଛି। କିନ୍ତୁ ଏହି ସୁନ୍ଦର ଚେହେରା ପଛରେ ଲୁଚି ରହିଛି ଏହି କୁକ୍ଷ୍ୟାତ ଠକ ଦିମାଗ୍ । କେତେ ବେଳେ ସେ ଡ୍ରେସ୍ ଡିଜାଇନର ତ ଆଉ କେତେ ବେଳେ ଅନୁଗୁଳ ର ବଡ ହୋଲସେଲର । ଏବଂ ଆଉ କେତେ ବେଳେ ସେ ଫାଇନାନ୍ସ କମ୍ପାନୀ ର HR ଭିନ୍ନ ଭିନ୍ନ ଲୋକ ଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଉ ଥିବା ଏହି ଚେହେରା ଙ୍କ ନାମ ସୁପ୍ରିୟା ସୁଇଁ ଘର ତାଳଚେର ବେଶ ର ଦିପ୍ ସିକ୍ଷ୍ୟାନୁଷ୍ଟାନ ର କର୍ମି କିନ୍ତୁ ସୈକ୍ ହେଲା ଲୋକ ଙ୍କୁ ଠକିବା ଆଉ ସେ ପୁଣି କୈଣସି ଛୋଟ ମୋଟ ଠକେଇ ନୁହେଁ ବରଂ ଲକ୍ଷ ଲକ୍ଷ ଟଙ୍କା ର ଠକେଇ ।

girrl

ସେ କୈଣସି ଛୋଟ ମୋଟ ଲୋକ ମାନଙ୍କୁ ନିଜର ରୂପ ଜାଲ ରେ ଫସାନ୍ତି ନାହିଁ ବରଂ ସେ ସବୁ ସମୟ ରେ ବଡ ଲୋକ ମାନଙ୍କୁ ନିଜର ପ୍ରେମ ଜାଲ ରେ ଫସାନ୍ତି । ଯେଉଁ ମାନଙ୍କ ପାଖରେ ଥିବ ପ୍ରବଳ ଟଙ୍କା ଏହି ନିକଟ ରେ ସେ ଅବସର ପ୍ରାପ୍ତ ଡାକ୍ତର ଙ୍କୁ ଫସେଇ ଥିଲେ । ତେବେ ଆସନ୍ତୁ ଜାଣିବା ଡାକ୍ତର ଙ୍କ ସହିତ କଣ କରି ଥିଲେ ଏହି ସୁନ୍ଦରୀ ଚାର୍ସ ବିସ୍ ।

ତାଳଚେର ସହର ବାଘୁଆ ବଳ ଶିବ ମନ୍ଦିର ନିକଟ ରେ ରୁହନ୍ତି । ଅବସର ପ୍ରାପ୍ତ ଡାକ୍ତର ବିଜୟ କୁମାର ପ୍ରହ୍ଲାଦ୍ । ଏବଂ ଏହି ତରୁଣୀ ଜଣ ଙ୍କ ହେଲେ କୁଳି ଅରି ଥାନା ନିକଟସ୍ଥ ମାଝୀକା ଗ୍ରାମ ର ଦିପା ବା ସୁପ୍ରିଆ ସ୍ୱାଇଁ ନାମକ ଜଣେ 28 ବର୍ଷ ର ତରୁଣୀ । ନିଜକୁ ଗୋଟିଏ ଫାଇନାନ୍ସ କମ୍ପାନୀ ର କାର୍ଯ୍ୟ କର୍ତ୍ତା ବୋଲି କହି ନିଜକୁ ଡାକ୍ତର ଙ୍କ ସହିତ ବ୍ୟବସାଇକ ସଂମ୍ପର୍କ ଯୋଡି ଥିଲେ । ନିଜର ସୁନ୍ଦରତା ଏବଂ ବାକ୍ ଶକ୍ତି ବଳ ରେ ଏହି ସୁନ୍ଦରୀ ଜଣଙ୍କ ଡାକ୍ତର ଙ୍କ ନିକଟ ତର ହେବା ସହିତ ବିଶ୍ୱାସ ନିୟ ହୋଇ ପଡି ଥିଲେ ।

girl2

ଏବଂ ପରେ ସେ କୈଶଳ କର୍ମେ ଡାକ୍ତର ଙ୍କ ଏଟି ଏମ୍ କାର୍ଡ ଏବଂ ପିନ୍ ନମ୍ବର ତାଙ୍କ ଠାରୁ ନେଇ ଆସି ଥିଲେ । ଜାହାକୁ ବ୍ୟବହାର କରି ସେ ତାଙ୍କର ଷ୍ଟେଡ୍ ବ୍ୟଙ୍କ ଏକାଉଣ୍ଟ ରୁ 4 ଲକ୍ଷ 57 ହଜାର 385 ଟଙ୍କା ଉଠେଇ ଥିଲେ । ତେବେ ଏକାଉଣ୍ଟ ରୁ ଏତେ ଟଙ୍କା ଉଠିବା ପରେ ଡାକ୍ତର ବାବୁ ଙ୍କ ବୁଦ୍ଧି ହଜି ଜାଇ ଥିଲା । ଏବଂ ସେଷ ରେ ସେ ଏହି ନେଇ ତାଳଚେର ଥାନା ରେ ଲିଖିତ ଭାବେ ଅଭିଯୋଗ କରି ଥିଲେ ।

ତଦନ୍ତ ପରେ ପୋଲିସ୍ ହାତ କୁ ଆସି ଥିଲେ ମିସ୍ ଚାର୍ସ ବିସ୍ । ପୋଲିସ୍ 420 ଦଫା ରେ ସୁପ୍ରିଆ ଙ୍କୁ ଗିରୋଫ୍ କରି ଚାଲାଣ୍ କରିଛି । ଏବଂ ଠକେଇ ତାଲିକା ର ହିସାବ ବାହାର କରିବାକୁ ତଦନ୍ତ ଆରମ୍ଭ କରିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *