ବଲିଉଡ ନୁହେଁ , ହଲିଉଡର ଏହି ହିରୋଙ୍କୁ ଭଲ ପାଉଛନ୍ତି ଶାହାରୁଖାନଙ୍କ ଝିଅ ସୁହାନା , ଦେଖନ୍ତୁ ଫଟୋ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସାରୁଖାନ୍ ଙ୍କ ଝିଅ ସୁହାନା ଖାନ୍ ଏବେ ବି ବଲିଉଡ ରେ ପାଦ ଦେଇ ନ ଥିବା ବେଳେ ହେଲେ ବି ତାଙ୍କର ଫେନ ଏବଂ ଫୋଲ୍ଲଇଂ ବର୍ତମାନ ସମୟ ରେ ଦୁନିଆଁ ରେ ବହୁତ ସାରା ହୋଇ ସାରି ଥିବା ବେଳେ ସେମିତି ରେ ବିଗତ ଦିନ ମାନଙ୍କ ରେ ସୁହାନା ନିଜର ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ବହୁତ ଗୁଡିଏ ଫୋଟ ସେୟାର ବି କରୁ ଥିବାର ଦେଖିବା ପାଇଁ ମିଳିଛନ୍ତି । ତେବେ ଏହି ମଧ୍ୟ ରୁ ଗୋଟିଏ ଫୋଟ ରହି ଥିଲା ଯେଉଁ ଥିରେ ସେ ଗୋଟିଏ ବୁକ୍ ଧରି ନିଜର ଫୋଟ କୁ ଉଠେଇ ଛନ୍ତି । ତେବେ ସେହି ବୁକ୍ ଟି ହେଲା ଆମେରିକାନ ଅଭିନେତା ଚିନ୍ସ ଡିନ୍ ଙ୍କର ଅଟେ ଏବଂ ଆମେ ଆପଣ ମାନଙ୍କୁ ସୁହାନା ଖାନ୍ ଙ୍କ ଏହି ଫୋଟ ବିଷୟ ରେ କହିବା ପାଇଁ ଚାହିଁବୁ ।suhana

କହିବା ପାଇଁ ଗଲେ ବଲିଉଡ ର କିଙ୍ଗ୍ ଖାନ୍ ଙ୍କ ଝିଅ ସବୁ ସମୟ ରେ ନିଜର ଫୋଟ ଏବଂ ଭିଡ଼ିଓ କୁ ନେଇ ଭାଇରଲ ରେ ରହି ଥାନ୍ତି । ଏବେ ଯଉଁ ଫୋଟ ଭାଇରଲ ହୋଇଛି ସେହି ଥିରେ ସେ ଚିନ୍ସ ଡିନ୍ ଙ୍କ ବହୀ ଧରି ଥିବା ବେଳେ ସେ ସେହି ଥିରେ କେପପ୍ସନ ରେ ବି ଚିନ୍ସ ଡିନ୍ ଙଙ୍କ ବିଷୟ ରେ ଲେଖି ଥିଲେ । ଏବଂ ଏହି ଫୋଟ କୁ ନେଇ ସୁହାନା ଙ୍କ ବେଷ୍ଟ ଫ୍ରେଣ୍ଡ ଅନନ୍ୟା ପାଣ୍ଡେ ବି ବହୁତ ପ୍ରଶଂସା କରିଛନ୍ତି । ଏବଂ ଏହି ଫୋଟ ଉପରେ ଅମିତାଭ୍ ବଚ୍ଚନ ଙ୍କ ନାତୁଣୀ ବି ଏହି ଫୋଟ ରେ କମେଣ୍ଟ କରି ଥିବାର ଦେଖିବା ପାଇଁ ମିଳିଛନ୍ତି । ସେମିତି ରେ ଆପଣ ମାନଙ୍କୁ କହି ଦେବୁ କି ଚିନ୍ସ ଡିନ୍ ଜଣେ ଆମେରିକାନ ଅଭିନେତା ଜାହାଙ୍କ ଗଣା ଯୁବ ପୀଢି ରେ ହୋଇ ଥାଏ ।suhan

ହେଲେ କହି ଦେବୁ କି ତାଙ୍କର 20 ବର୍ଷ ର ବୟସ ରେ ହିଁ ମୃତ୍ୟୁ ହୋଇ ଜାଇ ଥିଲା ଏବଂ ସେହି ଠାରୁ ହିଁ ତାଙ୍କୁ ସାମାଜିକ କ୍ଷେତ୍ର ରେ ପ୍ରତୀକ ମନା ଯାଏ । ଏବଂ ସେହି ସମୟ ରେ ସେ ବହୁତ କିଛି କରିବାର ଆଶା ରଖି ବି କିଛି କରି ପାରି ନ ଥିଲେ ତେବେ ଚିନ୍ସ ଡିନ୍ ଙ୍କ ମୃତ୍ୟୁ 1955 ରେ ହୋଇ ଜାଇ ଥିଲା ଏବଂ ସେହି ସମୟ ରେ ମନରଞନ ର ଦୁନିଆଁ କୁ ଗୋଟିଏ ଅଲଗା ଦୁନିଆଁ ପରି ଭାବୁ ଥିଲେ । ହେଲେ ସଫଳତା ମିଳିଲା ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *