ଶୁଭାଶିଷ ସଡଙ୍ଗୀଙ୍କ ବିରୁଦ୍ଧରେ କେସ କଲେ ଶୁଭଶ୍ରୀ , କହିଲେ ଏହି ବଡ କଥା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣମାନେ ଜାଣିଥିବେ କିଛି ଦୀନ ତଳେ ମାନବ ପ୍ରେମୀ ଆଦିତ୍ୟ ଦାସ୍ ଆତ୍ମହତ୍ୟ ଘଟଣା ହୋଇଥିବା ବେଳେ ଆଜକୁ ତାହା ଏକ ମାସ ବିତି ଗଲାଣୀ । ଏହା ମଧ୍ୟରେ ରେଳବାଇ ପୋଲସି ସେହି କେସ୍ ଉପରେ ଯେତେ ସବୁ ଖୋଳତାଳ କରିଛି ତାହାର କିଛିବି ପରିଣାମ୍ ସାମ୍ନାକୁ ଆସି ନାହିଁ । ଆପଣ ମାନେ ଜାଣିଥିବେ ଏହିଁ କେସ୍ କୁ ନେଇ ଆଦିତ୍ୟ ଦାସଙ୍କ ସ୍ତ୍ରୀ ଙ୍କ ସମେତ ଆଦିତ୍ୟଙ୍କ ଦୁଇ ସାଙ୍ଗ ତଥା ବିଦ୍ୟାଶ୍ରୀ ଙ୍କ ବାପା ମାଁ ଙ୍କୁ ତିନି ଘଣ୍ଟା ଧରି ପଚରା ଉଚରା କରିବା ପରେ କିଛିବି ସଫଳତା ହାତରେ ଲାଗୀ ନଥିଲା ବରଂ ଏହି କେସ୍ କୁ ପୋଲିସ ଙ୍କ ଦ୍ୱାରା ଦବେଇ ଦେବାରୁ ଯୋଜନା ହୋଇ ଥିଲା । ଏହିଁ ସବୁକୁ ନେଇ ଆଦିତ୍ୟଙ୍କ ପରି ସମାଜ ସେବା କରୁଥିବା ଅନ୍ୟ ସାଥିମାନେ ଆବାଜ୍ ଉଠିଥିଲେ ।

aditya das

ସେହି ମଧ୍ୟରୁ ସୁବାସିଶ୍ ଶଡଙ୍ଗୀ ଆବାଜ୍ ଉଠେଇ ଥିଲେ କି ଏହା ଗୋଟିଏ ଭିତ୍ତିକ ଯୋଜନା ଅଟେ ଏବଂ ଏହି କେସ୍ କୁ ଦବେଇ ଦେବାର ସଢଯନ୍ତ୍ର ଅଟେ । ଏବଂ ପୋଲିସ୍ ସେହିଥି ପାଇଁ ପ୍ରେସ୍ କୋନଫ୍ରେନ୍ସ କରୁ ନାହିଁ ଏହି ଉପରେ ସେହି ସବୁ କ୍ଷେତ୍ର ରେ ବର୍ତମାନ ସମୟ ରେ ସେହି ସମାଜ ସେବୀ ସୁବାସିଶ୍ ଶଡଙ୍ଗୀ ଙ୍କ ଉପରେ ବର୍ତମାନ ସମୟ ରେ ବିଦ୍ୟାଶ୍ରୀ ବର୍ତମାନ କେସ୍ କରି ଥିବାର ଦେଖିବା ପାଇଁ ମିଳିଛନ୍ତି । ଏବଂ ଏଠାରେ ସୁବାସିଶ୍ ଶଡଙ୍ଗୀ ଙ୍କ କହିବା କଥା କି ବର୍ତମାନ ସମୟ ରେ ଜିଆର୍ପି ପୋଲିସ୍ ଅକ୍ଷ୍ୟମ ହୋଇ ପଡିଛି ।

ସେହିଥି ପାଇଁ ସେ ଏହି କେସ୍ ଉପରେ କୈଣସି କାର୍ଯ୍ୟାନୁଷ୍ଟାନ ନେଇ ପାରୁ ନାହିଁ । ଏବଂ ସେ ଖୋଲା ଖୋଲି ଭାବେ କହିଛନ୍ତି କି ପୋଲିସ୍ ସତ ରେ କାମ କରୁ ଥିଲେ ମତେ 5 ଦିନ ମଧ୍ୟ ରେ ଆରେଷ୍ଟ କରି ଦେଖାନ୍ତୁ । ସେ ଏମିତି ବି କହିଛନ୍ତି ସେ ନିଜର ମୋବାଇଲ ସୁଇଚ୍ ଅଫ୍ କରିବେ ଏବଂ ସେହି ମଧ୍ୟରେ ସେମିତି ହିଁ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିବେ ହେଲେ ତାଙ୍କୁ ଯଦି 5 ଦିନ ମଧ୍ୟ ଧରି ଦିଆ ଗଲା ତେବେ ଜାଣିବେ ଆଦିତ୍ୟ ଙ୍କ କେସ୍ ଉପରେ କିଛି ବଡ ଲୋକ ମାନଙ୍କ ଦବାବ୍ ରହି ଥିବାରୁ ଏହି କେସ୍ ରୁ ଦବେଇ ଦିଆ ଯାଉଛି । ଏବଂ ଏହା ପ୍ରଷ୍ଟ ଭାବେ ଜଣା ପଡୁଛି ।

ତେବେ ବନ୍ଧୁଗଣ ଆପଣ ମାନେ ଏହାକୁ ନେଇ କଣ ରାୟ ରଖିଛନ୍ତି ଆପଣ ମାନେ ଆମକୁ କମେଣ୍ଟ ରେ ଜଣେଇ ଦିଅନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *