ଏହି ଜିନିଷ ଗୋଟିଏ ଚାମଚ ଖାଇଦେଲେ ପେଟ ହୋଇଯିବ ସମ୍ପୁର୍ଣ୍ଣ ସଫା

sto

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଯଦି ପେଟ ଦରଜ ଭଳି ସମସ୍ୟା ରେ ପଡିଛନ୍ତି ତେବେ ଆପଣ ମାନେ ଥରେ ଏହି ଉପାୟ କରି ନେବା ଆବଶ୍ୟକ ଅଟେ । ଆପଣ ମାନଙ୍କ କବ୍ଜ ଏବଂ ପେଟ ଯନ୍ତ୍ରଣା ବହୁତ ଜଲ୍ଦି ସମାଧାନ ହୋଇ ଯିବ । ଯଦି ଆପଣ ମାନଙ୍କ ପେଟ ସକାଳୁ ଭଲ ରେ ସଫା ହୋଇ ପାରୁ ନାହିଁ । ଏବଂ ଆପଣ ମାନଙ୍କୁ ଯୋର ରେ ପେଟ ଦରଜ ହେଉଛି । ତେବେ ଆପଣ କବ୍ଜ ଶୀକାର ହୋଇଛନ୍ତି ବୋଲି ଜାଣି ନିଅନ୍ତୁ । ତେବେ ଏହି ରୋଗ କୁ କେବେ ବି ହାଲ୍କା ରେ ନିଅନ୍ତୁ ନାହିଁ । କାରଣ ଏହା ଆଗକୁ ଜାଇ ବହୁତ ବଡ ଭୟଙ୍କର ରୋଗ ରେ ପରିଣତ ହୋଇ ଥାଏ ।

stomach-pain

ଆମେ ଆଜି ସେହିଥି ପାଇଁ ଆପଣ ମାନଙ୍କ ପାଇଁ ନେଇ କରି ଆସୁଛି ଏମିତି କିଛି ଉପାୟ ଜାହା ଆପଣ ମାନେ କରିଲେ ଏହି ସବୁ ସମସ୍ୟା ରୁ ଆପଣ ମାନେ ସଂମ୍ପର୍ଣ୍ଣ ଭାବେ ମୁକ୍ତି ପାଇ ପାରିବେ । ସେମିତି ରେ ଏହି ସବୁ ସମସ୍ୟା ହେଲେ ଆମର ଲିଭର ଉପରେ ବହୁତ ଏହାର ପ୍ରଭାବ ପଡି ଥାଏ । ଆସନ୍ତୁ ଏହି ଉପଚାର କୁ କେମିତି ବନେଇବେ ଜାଣିବା । ଏହାକୁ ବନେଇବା ପାଇଁ ଆପଣ ମାନଙ୍କୁ ପାନ ମହୂରୀ ଜିରା ଜୁଆଣୀ ଏବଂ କଳା ଲୁଣ ର ଆବଶ୍ୟକତା ପଡିବ ।

ପ୍ରଥମେ ଆପଣ ମାନେ ଦୁଇ ଚାମଚ ଜୁଆଣୀ କୁ ଏକ ପାତ୍ର କୁ ନିଅନ୍ତୁ । ଏହା ପରେ ଦୁଇ ଚାମଚ ଜିରା ଜୁଆଣୀ ସହିତ ମିଶାନ୍ତୁ । ଏବଂ ଏହି ଦୁଇଟି କୁ ଅଳ୍ପ ଆଞ୍ଚ ରେ ଭାଜି ଦିଅନ୍ତୁ । ଏବଂ ପରେ ସେହି ଥିରେ ଏକ ଚାମଚ ପାନ ମଧୁରୀ ମିଶେଇବା । ଏବଂ ପରେ ଏହି ଥିରେ ଆମେ ମାନେ ଅଧା ଚାମଚ କଳା ଲୁଣ ମିଶେଇବା । ଏବଂ ଭଲ ଭାବେ ମିକ୍ସ କରିବା ପରେ ଏହାର ଚୂର୍ଣ୍ଣ ପ୍ରସ୍ତୁତ କରନ୍ତୁ ।

stomachh

ଏବେ ଏହା ସମ୍ପର୍ଣ୍ଣ୍ ଭାବେ ପ୍ରସ୍ତୁତ ଅଟେ ଏବଂ ଏହା ଆମ ପେଟରେ ରହି ଥିବା ମଳ କୁ ବାହାର କରିବା ପାଇଁ ବହୁତ ଲାଭ ଦାୟକ ହୋଇ ଥାଏ । ଏବେ ଆସନ୍ତୁ ଜାଣିବା ଏହାର ପ୍ରୟୋଗ ଆପଣ ମାନଙ୍କୁ କେମିତି କରିବା ପାଇଁ ପଡିବ । ଏହାର ସେବନ ପାଇଁ ଆପଣ ମାନଙ୍କୁ ଉସମ୍ ପାଣି ର ଆବଶ୍ୟକତା ରହିଛି । ଏବେ ସେହି ପାଣି ରେ ଆପଣ ମାନେ ଏହି ଥିରୁ ଏକ ବା ଅଧା ଚାମଚ ଚୂର୍ଣ୍ଣ ମିଶେଇ ମିକ୍ସ କରି ନିଅନ୍ତୁ । ଏବଂ ଖାଦ୍ୟ ଖାଇବାର ଏକ ଘଣ୍ଟା ପରେ ଆପଣ ମାନେ ଏହାର ସେବନ କରନ୍ତୁ ।

stom

ଆପଣ ଦିନ ରେ ଯେକୈଣସି ସମୟ ରେ ଏହାର ସେବନ ଆପଣ ମାନେ କରି ପାରିବେ । ଏବଂ ଆପଣ ମାନେ ରାତି ରେ ଶୋଇବା ପୂର୍ବ ରୁ ବି ଏହାର ସେବନ କରିଲେ ଆପଣ ମାନଙ୍କ ଶରୀର ରେ ରହି ଥିବା ଏହି ପରି ସମସ୍ୟା ରୁ ଆପଣ ମାନେ ସଂମ୍ପର୍ଣ୍ଣ ଭାବେ ମୁକ୍ତି ପାଇବେ । ତଥା ଆପଣ ମାନଙ୍କ ପାଖରେ ରହି ଥିବା ସବୁ ପ୍ରକାରର ସମସ୍ୟା ରୁ ଆପଣ ମାନେ ଏହି ସବୁ ଉପାୟ ମାଧ୍ୟମ ରେ ସଂମ୍ପର୍ଣ୍ଣ ଭାବେ ମୁକ୍ତି ପାଇ ପାରିବେ ।

Leave a Reply

Your email address will not be published. Required fields are marked *