ରାଜଧାନୀ ହୋଟେଲରେ ଚାଲିଥିଲା ଅଲଗା ପ୍ରକାର ଖେଳ , ପୋଲିସ ପହଞ୍ଚି ଜାହା ଦେଖିଲା…

HOTE

ଲଖନଊ ହୁସୈନଗଂଜ ଥାନା କ୍ଷେତ୍ରର ଉଦୟଗଂଜରେ ସ୍ଥିତ ହୋଟଲ ସ୍ନୋ ୱ୍ହାଇଟରେ ମଙ୍ଗଳବାର ଦିନ ପାଖାପାଖି ୩ ଟା ସମୟରେ ପୁଲିସ ଛାପା ମାରିଥିଲେ । ଏହି ସମୟରେ ଦେହବ୍ୟାପାରରେ ଜଡିତ ଥିବା ୯ ଜଣ ଯୁବକ ଏବଂ ଯୁବତୀକୁ ପୁଲିସ ଧରିଲେ । କହିବାକୁ ଗଲେ ଘଟଣାଟି କିଛି ଏହିଭଳି ଭାବରେ ସାମନାକୁ ଆସିଲା ।

Hott

ହୋଟଲ ସ୍ନୋ ୱ୍ହାଇଟ ବାହାରେ ରାସ୍ତାରେ ପାଖାପାଖି ୩ ଟା ସମୟରେ କୌଣସି କଥାକୁ ନେଇ ଏକ ଯୁବକ ଏବଂ ଯୁବତୀ ମଧ୍ୟରେ ଝଗଡା ଚାଲିଥିଲା । ଏହା ମଧ୍ୟରେ ଯୁବକ ଜଣକ ଯୁବତୀକୁ ଜୀବନରୁ ମାରି ଦେବା ପାଇଁ ଧମକ ଦେଲା, ଯାହା ଉପରେ ଯୁବତୀ ଜଣକ ଜୋରରେ ପାଟି କରିବାକୁ ଲାଗିଲା ।

hottq

ଆବାଜ ଶୁଣି ସେଠି ପହଞ୍ଚିଥିବା ୧୦୦ ନମ୍ବରର ପୁଲିସ ଟିମ ତାଙ୍କୁ ସବୁ ମାମଲା ବିଷୟରେ ପଚାରିବାରୁ ହୋଟେଲରେ ଦେହ ବ୍ୟାପର ବିଷୟରେ ସୂଚନା ମିଳିଲା । ଏହା ପରେ ଥାନା ହୁସୈନଗଂଜର ପୁଲିସମାନେ ହୋଟେଲରେ ଛାପା ମାରିଲେ ।ଛାପା ମାରିବା ପରେ ହୋଟେଲରେ ଦେହ ବ୍ୟାପାରରେ ଜଡିତ ୬ ଜଣ ଯୁବକ ଏବଂ ୩ ଜଣ ଯୁବତୀକୁ ପୁଲିସ ଧରିଲେ । ଯାଞ୍ଚ ପରେ ଜଣା ପଡିଲା କି ସେମାନେ ସୀତାପୁର, ଉନ୍ନାବ, କାନପୁର ଓ ଲଖନଊର ନିବାସୀ ଅଟନ୍ତି ଏବଂ ସେମାନେ ପ୍ରାୟତଃ ଏଠି ଆସନ୍ତି ।

hottqq

ତା ପରେ ହୋଟେଲ ଖୋଳତାଳ କରିବା ପରେ ହୋଟେଲରୁ ଆହୁରି ଅନେକ ସାଙ୍ଘାତିକ ତଥ୍ୟ ବାହାରିଲା , ସେହି ହୋଟେଲରେ ପ୍ରତି ଦିନ ଏମିତି 20 ରୁ ଅଧିକ ଦେହ ବ୍ୟାପାରୀ ଆସି ନିଜର ଜ୍ୱବନ ଜ୍ୱଳାକୁ ଶାନ୍ତ କରନ୍ତି , ତେବେ ସେହି ହୋଟେଲରୁ ମଧ୍ୟ ଦୁଇଜଣ ଫରେନ ଝିଅ ବି ଧରା ପଡିଥିଲେ , କେବଳ ସେତିକିରେ ସିମିତ ନଥିଲେ ହୋଟେଲ କର୍ମଚାରୀ , ହୋଟେଲରେ ଡ୍ରଗ୍ସ ବ୍ରାଉନ ସୁଗାର ଭଳି କଳା କାରନାମା ମଧ୍ୟ ଚାଲିଥିଲା ବୋଲି ପଲିସ କୁ ତଥ୍ୟ ମିଳିଲା ପରେ ପୋଲିସ ହୋଟେଲକୁ ସମ୍ପର୍ଣ୍ଣ ରୁପେ ସଟ ଡାଉନ କରି ଦେଇଛି , ଏହି ଭଳି ପ୍ରତିଟି ଖବର ସର୍ବ ପ୍ରଥମେ ପଢିବା ପାଇଁ ଲାଇକ ଅଫସନରେ କ୍ଲିକ କରନ୍ତୁ ,

Leave a Reply

Your email address will not be published. Required fields are marked *