ଦେଖନ୍ତୁ ଭିଡିଓ ,କଲେଜ ପଛ ଭଙ୍ଗା ଘରେ ଚାଲିଥିଲା ପ୍ରେମ , ଧରି ନେଲେ କିଛି ପିଲା , ଆଉ ତା ପରେ

college

ଏହି ଖବରଟି ଲକ ଡାଉନ ପୁର୍ବର ଖବର , ହେଲେ ଏହା ସୋସିଆଲ ମିଡିଆରେ ଭାଇରାଲ ହେଉଛି ,ଆପଣ ମାନେ ଜାଣି ଥିବେ ଆଜିର ସମୟ ରେ ପ୍ରେମ ସଂମ୍ପର୍କ କୁ ନେଇ ଲୋକ ମାନେ କିଛି ବି କରିବା ପାଇଁ ପ୍ରସ୍ତୁତ ରହୁଛନ୍ତି । ତେବେ ସବୁ ବେଳେ ଆଜିର ସମୟ ରେ ଏମିତି ବହୁତ ଭାଇରଲ ହେଉଥିବା ଭିଡ଼ିଓ ଏବଂ ଫୋଟ ମଧ୍ୟ ଦେଖିବା ପାଇଁ ମିଳୁଛି । ସେମିତି ବେଳେ ଆପଣ ମାନଙ୍କୁ ଆମେ ଆଜି ସେହି ପରି ଗୋଟିଏ ଘଟଣା ଜାହା ଏହି ନିକଟ ରେ ହୋଇ ଥିବା ଦେଖିବା ପାଇଁ ମିଳିଛି । ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ ମୟୁରଭଞ ଏମିତି ଏକ ଖବର ଭାଇରାଲ ହେଉ ଥିବାର ଦେଖିବା ପାଇଁ ମିଳିଛି । ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଖବରଟି କଣ

schoo

ସୂଚନା ଦେବୁ କି । ଶିମିଳି ପାଳ ର ଭଞମ୍ ଗେଟ୍ ନିକଟ ରେ ରହିଥିବା ଏକ କଲେଜ ମଧ୍ୟ ରୁ ଏହି ଦିନ ରେ ଗୋଟିଏ ଯୁବତ ଏବଂ ଯୁବତୀ ଙ୍କୁ ପ୍ରେମ କରୁ ଥିବାର ଦେଖିବା ପାଇଁ ମିଳି ଥିବା ବେଳେ ସେମାନଙ୍କୁ ସେହି କଲେଜର କିଛି ପିଲା  ମାନେ ଧରି ନେଇ ଥିଲେ ।ତେବେ ଯୁବକ ଙ୍କୁ ବହୁତ ମାଡ ମାରିବା ସହିତ ତାଙ୍କୁ ସବୁ କଥା ପଚାରିବାରୁ ସେ ସଂମ୍ପର୍ଣ୍ଣ କଥା କହି ଥିଲେ ।

schooll

ଏମିତି ବେଳେ ଜଣା ପଡ଼ିଛି କି ଯୁବକ ଜଣଙ୍କ ବାଲେଶ୍ୱର ଜିଲ୍ଲା ର ଅଟନ୍ତି । ସେହି ପରି ବେଳେ ଯୁବତୀ ଜଣଙ୍କ ସେହି ବାରିପଦା ର ବୋଲି ଜଣା ପଡ଼ିଛି । ସେମିତି ବେଳେ ସେମାନେ MPC କଲେଜ୍ ରେ ପାଠ ପଢନ୍ତି ବୋଲି କହି ଛନ୍ତି । ସେମିତି ରେ ଏପରି ଅସଂଗତ ଭାବେ  ଆସି ପ୍ରେମ କରିବା କୁ ନେଇ ସେଠାକାର ଲୋକ ମାନେ ପ୍ରତିବାଦ କରିବା ସହିତ ଯୁବକ ଜଣଙ୍କୁ ବହୁତ ମାଡ ମାରିଛନ୍ତି ।ତେବେ ଏହି କଥାକୁ ଦୁଷ୍ଟିରେ ରଖି କଲେଜର ପ୍ରିନ୍ସପାଲ ଉଭୟଙ୍କୁ ସସଫେଣ୍ଡ କରି ଦେଇଛନ୍ତି

ତେବେ ଯଦି ଆପଣ ମାନେ ଏହାର ଭିଡ଼ିଓ ଦେଖି ପାରନ୍ତି । ଏବେ ଏହି ଭିଡ଼ିଓ ଟି ,ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *