ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଶାନ୍ତଙ୍କ ଘର ର CCTV କୁ ନେଇ ଏହି ଦିନ ରେ ବହୁତ ବଡ ଖୁଲାସା ହୋଇଛି । ଏବଂ ଏହି ସୁଶାନ୍ତ ସିହଂ ରାଜପୁତ୍ ଙ୍କ ମାମଲା ରେ ଆଦିତ୍ୟ ଠାକରେ ବି ବହୁତ ବଡ ବୟାନ୍ ବି ଦେଇଛନ୍ତି । ତେବେ କଣ ରହିଛି ଏହି ସବୁ ଖବର ଆସନ୍ତୁ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ବିସ୍ତାର ଭାବେ କହି ଦେବୁ ।
ତେବେ ସବୁଠୁ ପ୍ରଥମେ ଆମେ କଥା ହୋଇ ଯିବା CCTV ବିଷୟ ରେ । ତେବେ ବନ୍ଧୁଗଣ ଏହି ଦିନ ରେ ସୁଶାନ୍ତ ସିହଂ ରାଜପୁତ୍ ଙ୍କ ଘର ଆଗରେ ଲାଗି ଥିବା ସବୁ CCTV କ୍ୟମେରା ସଂମ୍ପର୍ଣ୍ଣ ଭାବେ ଚାଲୁ ରହି ଥିଲା 14 ଜୁନ୍ କୁ ବୋଲି CCTV କମ୍ପାନୀ ର ମାଲିକ କହିଛନ୍ତି । ଏବଂ ଏହି କଥା କୁ ଅର୍ନବ୍ ଗୋ ସ୍ୱାମୀ ଙ୍କ ରି ପବ୍ଲି୍କ୍ ଚେନ୍ନାଲ ରେ କହିଛନ୍ତି । ତେବେ ତାଙ୍କ କହିବା କଥା ଅନୁସାରେ ସେହି ଦିନ ବି ଯେତେ ସୁଶାନ୍ତ ସିହଂ ରାଜପୁତ୍ ଙ୍କ ମୃତ୍ୟୁ ହୋଇ ଥିଲା ସେହି ଦିନ ବି CCTV ଚାଲୁ ଥିଲା ହେଲେ ବର୍ତମାନ ସମୟ ରେ ତାହାର ଫୁଟେଜ୍ କାହା ପାଖରେ ରହିଛି ସେହି ବିଷୟ ରେ ଜଣା ନାହିଁ ।
ଏମିତି ହୋଇ ପାରେ ସେହି ଫୁଟେଜ୍ ମୁମ୍ବାଇ ପୋଲିସ୍ ପାଖରେ ରହିଛି ବୋଲି କମ୍ପାନୀ କହିଛି । ସେହି ପରି ବର୍ତମାନ ସମୟ ରେ ଆଦିତ୍ୟ ଠାକେରେ ବି ବହୁତ ବଡ ବୟାନ୍ ଦେଇଛନ୍ତି । ସେହିଠାରେ ସେ କହିଛନ୍ତି କି ସୁଶାନ୍ତ ସିହଂ ରାଜପୁତ୍ ଙ୍କ ମାମଲା ରେ ତାଙ୍କୁ ଘୋସାରା ଯାଉଛି ଏବଂ ଏହି ମଧ୍ୟ ଏହି କେସ୍ ପାଇଁ ତାଙ୍କୁ ଫସେଇବା ପାଇଁ ଚେଷ୍ଟା ମଧ୍ୟ କରା ଜାଉ ଥିବାର ସେ ବୟାନ୍ ଦେଇଛନ୍ତି । ସେମିତିରେ ସେ ଏହି କଥା କହିଛନ୍ତି କି ହଁ ଏହି କଥା ସତ କି ମୁଁ ବଲିଉଡ ର କିଛି ଲୋକ ମାନଙ୍କୁ ଜାଣିଛି ଏବଂ ସେମାନଙ୍କ ସହିତ ମିଶେ ଏବଂ ଯିବା ଆସିବା କରେ ହେଲେ ଏହି କେସ୍ ସହିତ ମୋର କିଛି ବି ସଂମ୍ପର୍କ ନାହିଁ ।
ଏବଂ ସେହି ପରି ବେଳେ ମହାରାଷ୍ଟ୍ର ପୋଲିସ୍ କୁ ଏହା ବଦନାମ୍ କରିବା ପାଇଁ ଏହି ସବୁ ହେଉଛି ବୋଲି ସେ କହିଛନନ୍ତି । ସେମାନେ ଆମ ଉପରେ ଖାଲି ଟାରେ ଆମ ଉପରେ ଆରୋପ ଲଗାଉଛନ୍ତି । ସେମାନଙ୍କୁ ଆରୋପ ଲେଗେଇବା ପାଇଁ ଦିଅନ୍ତୁ ମୁଁ ସେମାନଙ୍କୁ କିଛି ବି କହିବି ନାହିଁ ବୋଲି ସେ କହିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।