ପାକିସ୍ତାନର 9 ଅଜବ କାନୁନ , ସେଠାରେ ଝିଅଙ୍କ ସହ କରାଜାଏ କିଛି ଏମିତି

pa

ଆପଣ ମାନଙ୍କୁ ଆମର ପୋର୍ଟଲ କୁୂ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ପାକିସ୍ତାନ ର କିଛି ଅଜବ୍ ଗଜବ୍ କନୁନ୍ ଏବଂ ନିୟମ ବିଷୟ ରେ କହିବୁ ଜାହା ଜାଣିବା ପରେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇ ଯିବେ । ତେବେ ଆସନ୍ତୁ ଜାଣି ନେବା ସେହି ବିଷୟ ରେ

ପାକିସ୍ତାନୀ ନାଗରିକ ଇଜରାଇଲ୍ ଜାଇ ପାରିବେ ନାହିଁ । ଏବଂ ନା ହିଁ କୈଣସି ନାଗରିକ ଙ୍କୁ ପାକିସ୍ତାନ୍ VISA ଇସୁ କରି ଥାଏ ଇଜରାଇଲ୍ ଯିବା ପାଇଁ । ଏତିକି ନୁହେଁ ବରଂ ପାକିସ୍ତାନ ର କରେନ୍ସି ଇଜରାଇଜ୍ ରେ ମାନ୍ୟ ନୁହେଁ । ସେହି ପରି ବନ୍ଧୁଗଣ ଆପଣ ପାକିସ୍ତାନ ରେ ରହିଛନ୍ତି ଏବଂ କାହା ଅନୁମତି ରେ କାହାର ଫୋନ୍ ଛୁଇଁ ଦେଇଛନ୍ତି ତେବେ ଆପଣଙ୍କୁ 6 ମାସ ର ଜେଲ୍ ହୋଇ ପାରେ । ଏବଂ ଫୋନ୍ ମାଲିକ ର ଦିଆ ଜାଇ ଥିବା ବୟାନ ଉପରେ ହିଁ ଏହି ଠାରେ ଜେଲ୍ ହୋଇ ଥାଏ ।

pakistan

ସେହି ପରି ଭାବେ ପାକିସ୍ତାନ ପେ ସାକ୍ଷ୍ୟରତା ର ରେଟ୍ ହେଲା 50 ପ୍ରତିଶତ ମାନେ ସେଠାରେ ନିଜର ନାମ ଲେଖି ପାରୁ ଥିବା ଲୋକ ମାନେ କେବଳ 50 ପ୍ରତିଶତ । ଏହାର କାରଣ ହେଲା କି ଯଦି ଆପଣଙ୍କ ପାଠ ପଢା ରେ 2 ଲକ୍ଷ ରୁ ଅଧିକ ଖର୍ଚ୍ଚ ହେଉଛି ତେବେ ଆପଣଙ୍କୁ ସେଠାରେ 5 ପ୍ରତିଶତ ଟେକ୍ସ ଦେବାକୁ ପଡିବ । ଦେଶ ର ର ପିଏମ୍ ଙ୍କ ମଜାକ୍ ଉଡେଇ ପାରିବେ ନାହିଁ । ଯଦି ଆପଣ ମାନେ ଦେଶର ପିଏମ୍ ଙ୍କ ମଜାକ୍ ଉଡାଉ ଥିବାର ଧରା ପଡନ୍ତି ତେବେ ଆପଣଙ୍କୁ ଜୋରୀମାନା ଦେବାକୁ ପଡେ । ଏହି କାନୁନ୍ ସେଠାକାର ମିଡିଆ ଙ୍କର ବି ପୋଲ ଖୋଲି ଦେଇ ଥାଏ ।

imran-kh

ସେହି ପରି ବେଳେ ପାକିସ୍ତାନ ରେ ବହୁତ ସାର୍ବଜନୀନ ଛୁଟି ବେଳେ ଡବଲ୍ଲ ସବରୀ ଆପଣ ମାନେ କରି ପାରିବେ ନାହିଁ । ସେହି ପରି ସେମାନଙ୍କ ପର୍ବ ରମଜାନ୍ ରେ ବାହାରେ ଖାଇବା ଇଲିଗାଲ ହୋଇ ଥାଏ । ଯଦି ଆପଣ ମୁସଲିମ୍ ନୁହଁନ୍ତି ତେବେ ବି ଆପଣଙ୍କୁ ଏହି ନିୟମ କୁ ମାନିବା ପାଇଁ ପଡିବ । ତେବେ ଏହା ଥିଲା ପାକିସ୍ତାନ ର କିଛି ସେମିତି ହିଁ କାନୁନ୍ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *