ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଷ୍ଟାର କିଡ୍ ର ବଲିଉଡ ରେ ନିଜର ହିଁ ଜଲୱା ରହି ଥାଏ । ଏବଂ ଷ୍ଟାର କିଡ୍ ଙ୍କ ମଧ୍ୟ ରୁ ସବୁଠୁ ଅଧିକ କିଙ୍ଗ ଖାନ୍ ମାନେ ସାରୁଖ ଖାନ୍ ଙ୍କ ଝିଅ ସୁହାନା ଖାନ୍ ସେ ଯେତେ ବେଳେ ବି କ୍ୟମେରା ସାମ୍ନା କୁ ଆସନ୍ତି ତେବେ ଇଣ୍ଟରନେଟ୍ ରେ ଛାଇ ହୋଇ ଜାଆନ୍ତି । ସାରୁଖ ଖାନ୍ ଙ୍କ ଝିଅ ସୁହାନା ବହୁତ ଥର ନିଜର ବୋଲ୍ଡ ଫୋଟ କୁ ଚର୍ଚ୍ଚା ର ବିଷୟ ରହି ସାରିଛନ୍ତି । ଏବଂ ଏହି ଫୋଟ କୁ ଦେଖି ସୁହାନା କୁ ଲାଜ ଲାଗୁ ନ ଲାଗୁ ହେଲେ ତାଙ୍କର ଫେନ୍ ଙ୍କୁ ଲାଜ ନିଶ୍ଚିତ ଲାଗେ ।
ବର୍ତମାନ ସମୟ ରେ 19 ବର୍ଷ ର ହୋଇ ସାରି ଥିବା ବେଳେ ସୁହାନା ଙ୍କୁ ଅଭିନୟ ରେ ରୁଚି ରହିଛି । ଏବଂ ସେ ଫିଲ୍ମ ରେ ଆସିବା ପାଇଁ ଚାହାଁନ୍ତି । ହେଲେ ସେମିତି ଚାହିଁଲେ ସାରୁଖ୍ ଖାନ୍ ଙ୍କ ଝିଅ କିଛି ବି କରି ପାରିବ ହେଲେ ଏମିତି ଭାବେ ନିଜର ହଟ୍ ନେସ୍ କୁ ଦେଖେଇ କରି ଚର୍ଚ୍ଚା ର ବିଷୟ ହେବା ଠିକ୍ ନୁହେଁ । କାରଣ ବଲିଉଡ ରେ କେବଳ ହଟନେସ୍ ଏବଂ ଛୋଟ ଛୋଟ କପଡା ପିନ୍ଧିବା ବ୍ୟତିତ ଆହୁରୀ ବି କିଛି ଟେଲେଣ୍ଟ ଦରକାର ହୋଇ ଥାଏ ।
ମାନେ ତାଙ୍କୁ ଅଭିନୟ ର ସୈକ୍ ରହି ବି ସେ ସେହି ଥିରେ କିଛି ବି କାମ କରୁ ନାହାଁନ୍ତି । ସେହିଥି ପାଇଁ କେବଳ ତାଙ୍କର ସେନସୁଆଲ ଫଟୋ ସବୁ କି ଇଣ୍ଟରନେଟ୍ ରେ ଭାଇରଲ ହେଉ ଥିବାର ନଜର ଆସି ଥାଏ । ଯେଉଁଥି ପାଇଁ ଲୋକ ମାନଙ୍କ ବହୁତ ଥର ଟ୍ରୋଲ ର ଶୀକାର ହୋଇ ଥିବାର ଦେଖିବା ପାଇଁ ମିଳନ୍ତି ।
ସେହି ପରି ଭାବେ ସବୁ ସମୟ ରେ ନିଜର ବର୍ଡି ପାର୍ଟ କୁ ଦେଖେଇ ହେଉ ଥିବା ହେତୁ ବହୁତ ଇୟୁଜର ମାନେ ଖରାପ୍ କହି ଗାଳି ମଧ୍ୟ ଦେଇ ଥାନ୍ତି । ସେମିତି ରେ ସେ ବଲିଉଡ ରେ ଡେଭ୍ୟୁ କେବେ କରିବେ ତାହାର କିଛି ବି ଠିକ୍ ନାହିଁ ହେଲେ ତାଙ୍କର ଏହି ପରି ଗୁଣ ପାଇଁ ସେ ବଲିଉଡ ର ଗଳି ରେ ଚର୍ଚ୍ଚା ର ବିଷୟ ରେ ରହି ଥାନ୍ତି। ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।