ଏମିତି ଲୁଟୁଛନ୍ତି ସାବୁନ କମ୍ପାନୀ ସତର୍କ ରୁହନ୍ତୁ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଆପଣ ମାନେ ଜାଣି ଥିବେ ଆଜିର ଦିନ ରେ ବହୁତ କିଛି ଫ୍ରଡ୍ ବା ଠକାମୀ ହେବାରେ ଆପଣ ମାନେ ଦେଖି ଥିବେ । ଯେମିତି କି ଗୋଟିଏ ତେଲଲ କମ୍ପାନୀ ଫ୍ରଡ୍ କଲାଣୀ ତ ଏମିତି ହିଁ ସେହି ବିଷୟ ରେ ଆପଣ ମାନଙ୍କୁ ଜଣେଇବୁ ଡେଟଲ ସାବୁନ ତ ଆପଣ ମାନେ ଜାଣି ଥିବେ । ଯେଉଁ ପରି ଭାବେ ଆପଣ ମାନେ ଜାଣି ଥିବେ ଏହି ସାବୁନ ର ଯଦି ଏକ୍ସପାରୀ ଡେଟ୍ ସରି ଜାଇ ଥିବ ତେବେ ଆମେ ଏହାକୁ ବ୍ୟବହାର କରି ନ ଥାଉ । ସେହି ପରି ଭାବେ ଆପଣ ମାନଙ୍କୁ କେହି ଦେବୁ ଏବେ ଠକ ମାନେ ବହୁତ ପରିମାଣ ରେ ଆମକୁ ଲୁଟିବାରେ ଲାଗିଛନ୍ତି ଏବଂ ଆପଣ ମାନଙ୍କୁ ସୂଚନା ଦେବୁ କି ଏକ୍ସଫାୟାର ହୋଇ ଥିବା ସାବୁନ ର ଡେଟ୍ କୁ ପରିିବର୍ତନ କରି ସେମାନେ ସଠିକ୍ ଡେଟ୍ ବସେଇଇ କରି ସେମାନେ ବଜାର ରେ ପୁଣି ନୂଆ କରି ବିକ୍ରୀ କରିବାରେ ଲାଗିଛନ୍ତି ।soap

ତେବେ କେଉଁ ପରି ଭାବେ ଠୁକୁ ଆପଣ ମାନେ ତଳେ ଥିବା ଭିଡ଼ିଓ ରେ ଦେଖି ପାରିବେ ସେମିତି ରେ ଆପଣ ମାନଙ୍କୁ କହି ଦେବାକୁ ଚାହିଁବୁ କି ଏହି ଦିନ ରେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ବି ଭାଇରଲ ହେବାରେ ଲାଗିଛି । ତଥା ଏହାକୁ ନେଇ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ତର୍କ ବିତର୍କ ବି ଉଠିବାରେ ଲାଗିଛି ସେମିତି ରେ ଏହି ଘଟଣା ଟି ହେଲା ଉତ୍ତର ପ୍ରଦେଶ ର ଏବଂ ଏହାକୁ ପୋଲିସ୍ ଠାବ କରି ଥିବା ବେଳେ ଏହି ଥିଲେ ସଂମୃକ୍ତ ରହି ଥିବା ସଂମ୍ପର୍ଣ୍ଣ ଲୋକ ମାନଙ୍କୁ ପୋଲିସ୍ ଏବେ ଗିରୋଫ କରିଛି ।soap

ତେବେ ବନ୍ଧୁଗଣ ଆପଣ ମାନେ ଏମିତି ଠକାମୀ ର ଶୀକାର ହୋଇ ପାରନ୍ତି ଏହା ପୂର୍ବ ରୁ ଆପଣ ମାନେ ଟିକିଏ ସଜାଗ୍ ରୁହନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *