ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ହୀରା କୁଦ୍ ଜଳ ଭଣ୍ଡାର ରେ ଦେଖିବା ପାଇଁ ମିଳିଛି ଏକ ରହସ୍ୟ ମୟ ମାଛ ଏବଂ ଏହା ଅତି ବିଶାଳ। ଏହି ମାଛ ଯେତିକି ରହସ୍ୟ ଭରି ଦେଇଛି ସେତିକି ପରିମାଣ ରେ ଭୟ ବି ସୃଷ୍ଟି କରିଛି ମତ୍ସ୍ୟ ଜୀବି ମାନଙ୍କ ମନ ରେ । ତେବେ ଏହି ବିଶାଳ କାୟ ମାଛ ବିଷୟ ରେ ଜାଣିବା ହେଲେ ପ୍ରଥମେ ହୀରା କୁଦ୍ ଜଳ ଭଣ୍ଡାର ବିଷୟ ରେ କିଛି ଜାଣି ନେବା । ଏହା ହେଲା ଭାରତ ର ପ୍ରଥମ ବହୁମୂଖୀ ନଦୀ ବନ୍ଧ ଯୋଜନା ଭବ୍ୟ ମହାନଦୀ ଉପରେ ବନା ଜାଇଛି ଏହି ଡ୍ୟମ୍ । 1948 ମସିହା ରେ ଏହି କାମ ର ଆରମ୍ଭ ହୋଇ 1957 ରେ ଏହାର କାର୍ଯ୍ୟ ସେଷ ହୋଇ ଥିଲା । ଭାରତ ର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାଲାଲ୍ ନେହେରୁ ଏହି ଡ୍ୟମ୍ ର ଉଦଘାଟନ କରି ଥିଲେ। 25 କିଲୋ ମିଟର ବିଷିଶଅଟ ଏହି ଡ୍ୟମ୍ ପୃଥିବୀ ର ଦିର୍ଘ ତମ ନଦୀ ବନ୍ଧ ଯୋଜନା ଅଟେ ।
ଏହାକୁ ଉଭୟ ଜଳ ସେଚନ ଏବଂ ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହାର ହୋଇ ଥାଏ । ସେହି ସମୟ ରେ ଏହି ଡ୍ୟମ୍ କୁ ବନେଇବା ପାଇଁ 100 କୋଟି ରୁ ଅଧିକ ଟଙ୍କା ଲାଗି ଥିଲା । ଏହି ଥି୍ରେ 64 ଟି ଗେଟ୍ ରହିଛି । 200 ଫୁଟ୍ ଉଚ୍ଛତା ବିଶିଷ୍ଟ ଏହି ବନ୍ଧ ମଧ୍ୟ ରେ 600 କୋଟି କିବ୍ୟୁକ୍ ଲିଟର ର ଏକ ବିଶାଳ ଜଳ ଭଣ୍ଡାର ରହିଛି । ତେବେ ବର୍ତମାନ ସମୟ ରେ ଏହି ଜଳ ଭଣ୍ଡାର ଏକ ବିଶାଳ କାୟ ମାଛ ପାଇଁ ଚର୍ଚ୍ଚା ର ବିଷୟ ପାଲଟିଛି । ଏବଂ ଏହି ମାଛ ର ଓଜନ 10 କୋଇଣ୍ଟାଲ ରୁ ଅଧିକ ହୋଇ ପାରେ । ଯେଉଁ ହୀରା କୁଦ୍ କେବଳ ବନ୍ୟା ପାଇଁ ଚର୍ଚ୍ଚା କୁ ଆସେ ହେଲେ ଏବେ ମାଛ ପାଇଁ ଚର୍ଚା କୁ ଆସିଛି ।
ଏବଂ କିଛି ମତ୍ସ୍ୟଜୀବି ମାନଙ୍କ ଅନୁସାରେ ଏହି ମାଛ ଛତିସଗଡ ରୁ ପଳେଇ ଆସି ଥାଇ ପାରେ ବୋଲି ଜଣା ପଡିଛି । ଏମିତି ବିଶାଳ କାୟ ମାଛ ସବୁ ବେଳେ ସମୁଦ୍ର ମଧ୍ୟ ରେ ରହି ଥାନ୍ତି ହେଲେ ଏହା କେମିତି ନଦୀ ଜଳ କୁ ପସିଆସିଛି ସେହି ବିଷୟ ରେ ଜଣା ପଡି ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।