ସାଥ ନିଭାନା ସାଥିୟାଂ ସିରିଏଲର ଗୋପି ବହୁର ଶାସୁ ଅସଲ ଜୀବନରେ ଦେଖିବାକୁ ଏମିତି

kakila

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ତ ଟିଭି ର ଲୋକ ପ୍ରିୟ ସିରିଏଲ ସାଥ ନିଭାନା ସାଥିଆ ତ ନିଶ୍ଚିତ ଭାବେ ଦେଖି ଥିବେ । ଏହି ସିରିଏଲ କୁ ଦର୍ଶକ ମାନେ ବହୁତ ପରିମାଣ ରେ ପସନ୍ଦ କରି ଥିଲେ । ଏହି ସିରିଏଲ ର ସବୁ କଳାକାର ମାନେ ଆଜି ଘରେ ଘରେ ପରିଚିତ ହୋଇ ସାରିଛନ୍ତି । ହେଲେ ବର୍ତମାନ ସମୟ ରେ ଏହି ସିରିଏଲ ବନ୍ଦ ହୋଇ ସାରିଛି । ହେଲେ ଆମେ ଆଜି ଆପଣ ମାନଙ୍କୁ ଏହି ସିରିଏଲ ସାଥ୍ ନିଭାନା ସାଥିଆ ରେ ରାଶି ଙ୍କ ସାଶୁ ହେତଲ ମୋଦି ଙ୍କ ବିଷୟରେ ଆପଣ ମାନଙ୍କୁ କହିବୁ । ଟିଭି ରେ ସିଧା ସାଧା ଦେଖା ଜାଉ ଥିବା ହେତଲ ମୋଦି ରିଏଲ ଲାଇଫ୍ ରେ ବହୁତ ପରିମାଣ ରେ ଅଲଗା ଅଟନ୍ତି । ମାନେ ସେ ବହୁତ ଷ୍ଟାଇଲିସ୍ ଅଟନ୍ତି । ଆପଣ ମାନଙ୍କୁ କହି ଦେବୁ କି ହେତଲ ମୋଦି ଙ୍କ ଅସଲ ନାମ ହେଲା ସ୍ୱାତୀ ସାହା ଅଟେ । ତାଙ୍କର ଜନ୍ମ 19 ସେପ୍ଟେମ୍ବର 1981 କୁ ଗୁଜୁରାଟ ରେ ହୋଇ ଥିଲା ।hetal

ସେ ନିଜର କେରିଅର ଆରମ୍ଭ ଗୁରୁରାଟ ରେ ଗୋଟିଏ ଥେଟ୍ଟର କଳାକାର ଭାବେ କରି ଥିଲେ । ଏବଂ ଏହା ପରେ ପରେ ସେ ବହୁତ ଟିଭଇ ସିରିଏଲ ରେ ବି କାର୍ଯ୍ୟ କରି ଥିଲେ । ହେଲେ ବର୍ତମାନ ସମୟ ରେ ସେ ନିଜର ଟିଭି କେରିଅର ରୁ ବ୍ରେକ୍ ନେଇ ସାରିଛନ୍ତି । ଏବଂ ବର୍ତମାନ ସମୟ ରେ ସେ ନିଜର ପରିବାର ସହିତ ହିଁ ସମୟ ବିତାଉଛନ୍ତି । ସିରିଏଲ ର ସ୍ୱାତୀ ବହୁ ଙ୍କ ଶାଶୁ ଙ୍କ ଅଭିନୟ ସ୍ୱାତୀ ସାହା ନିଭେଇ ଥିଲେ । ଯେମିତି କି ଆପଣ ମାନେ ସିରିଏଲ ରେ ଦେଖି ଥିବେ ହେଲେ ସେ ରିଏଲ ଲାଇଫ୍ ରେ ବହୁତ ହିଁ ଅଲଗା ଦେଖା ଜାଇ ଥାନ୍ତି ।swati

ତାଙ୍କର ପୋଶାକ ବି ବହୁତ ଲେଟେଷ୍ଟ ଅଟେ । ଆପଣ ମାନଙ୍କୁ କହି ଦେବାକୁ ଚାହିଁବୁ କି ସ୍ୱାତୀ ସାହା ଗୁଜୁରାଟୀ ପରିବାର ସହିତ ସଂମ୍ପର୍କ ରହିଛି । ଏବଂ ତାଙ୍କର ପତି ଙ୍କ ନାମ ହେଲା ରାଜ୍ ସାହା ଅଟେ । ସେମିତି ରେ ବନ୍ଧୁଗଣ ଏଗହି ସିରିଏଲ ସାଥି ନିଭାନା ସାଥିଆ ରେ ଆପଣ ମାନଙ୍କୁ କାହାର ଅଭିନୟ ଅଧିକ ପସନ୍ଦ ଆସି ଥିଲା ଆପଣ ମାନେ ଆଣକୁ ନିଶ୍ଚିତ ଭାବେ କମେଣ୍ଟ କରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *