ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଡ ଖଲାସା ରିୟାଙ୍କୁ ଜେରା ପରେ ଇଡିକୁ ମିଳିଛି ଗୁରୁତ ପୃନ ତଥ୍ୟ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଡ ଖଲାସା ରିୟାଙ୍କୁ ଜେରା ପରେ ଇଡିକୁ ମିଳିଛି ଗୁରୁତ ପୃନ ତଥ୍ୟ । ସୁଶାନ୍ତ ଙ୍କ ଏକାଉଟ୍ ରୁ 15 କୋଟି ଟଙ୍କା ରିୟା ନେଇଥିବା ଅଭିଯୋଗର ସଫଇ ଇଡିଙ୍କୁ ଦେଇଛନ୍ତି ରିୟା । ସୁଶାନ୍ତ ଙ୍କ ଦୁଇ ସିଏଙ୍କ ନାଁରେ ଅଢେଇ କୋଟି ଟଙ୍କା ମେ 2019 ରୁ ଏପ୍ରିଲ 2020 ମଦ୍ୟରେ ଡିପୋଜିଟ୍ ହୋଇଥିବା କହିଛନ୍ତି ରିୟା ଚକ୍ରବର୍ତ୍ତୀ । ସୁଶାନ୍ତ ତାଙ୍କ ବଡ ଭଉଣିଙ୍କ ନାଁ ରେ 4 କୋଟି ଟଙ୍କାର ଫଗିସ୍ ଡିପୋଜିଟ୍ କରିଥିଲେ । କିନ୍ତୁ ରିୟା ସୁଶାନ୍ତଙ୍କ ଜୀବନରେ ଆସିଲା ପରେ ଆକାଉଣ୍ଟ ବଝୁଥିବା ଦୁଇ ଆକାଉଣ୍ଟ ଟେଣ୍ଡେ ଙ୍କ ନାଁରେ ଅଢେଇ କୋଟି ଟଙ୍କା ଡିପୋଜିଟ୍ କରା ଜାଇଛି । ବାକି ରହି ଯାଇଛି ଆଉ ଦୁଇ କୋଟି ଟଙ୍କା ଏହା ଛାଡା ସୁଶାନ୍ତଙ୍କ କମ୍ପାନୀର ହିସାବ କିତାବ ଓ ଜମା ଟଙ୍କା କୁଆଡେ ଯାଇଛି ସେ ନେଇ ସୁରାକ ପାଇଛି ଇଡି । ପୁଣି ଇଡି ଜେରାର ସମୁଖିନ ହୋଇ ପାରନ୍ତି ରିୟା ।rhea

ସେପଟେ ଗତ କାଲି ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଙ୍କୁ ମନି ଲଣ୍ଡ୍ରିଂ ଅଭିଯୋଗରେ 18 ଘଣ୍ଟା ଜେରା କରିଛି ଇଡି । ଏହା ପୃବରୁ ସକ୍ରବାର ସୌଭିକ ଇଡିରେ ହାଜର ହୋଇ ଦୁଇ ଘଣ୍ଟା ଧରି ଜେରା ହୋଇଥିଲେ । ବ୍ରତମାନ ପର୍ଯ୍ୟନ୍ତ ରିୟା ତାଙ୍କ ଭାଇ ସୌଭିକ ସୁଶାନ୍ତଙ୍କ ମେନେଜର ସୁମୃତି ମୋଦୀ ଓ ସିଏ ରିତେସ୍ ସାହାଙ୍କୁ ପଚାରା ବିଚାରା କରିଛନ୍ତି । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ରହସ୍ୟ ଖଲିବ ଦୀନକୁ ଦୀନ ଲାତୁଛି ଏହା ଜଟିଳ ହୋଇ ପଡିଛି । ସୁଶାନ୍ତଙ୍କ ହାତ ଲେଖା ଚିଠି ସୁସିୟଲ ସାଇଡ୍ ରେ ସେୟାର କରିଛନ୍ତି ରିୟା । ଏହା ସହ ସୁଶାନ୍ତଙ୍କ ବଟଲ ଯେଉଥିରେ ଛିଚରେ ଲେଖା ଅଛି ତା ଫୋଟ ସୟାର କରି ଲେଖିଛନ୍ତି ସୁଶାନ୍ତଙ୍କ ଟଙ୍କା ନୁହେ ବର ଅଛିତ ସ୍ମୁତି । ରିୟା ଦାବି କରୁଥିବା ଶୁଶାନ୍ତଙ୍କ ହାତ ଲେଖା ଚଠିରେ କେବଳ ରିୟା ଓ ତାଙ୍କ ପରିବାର ବିସୟରେ ଲେଖା ଅଛି ।rhea

ସୁଶାନ୍ତ ନିଜ ଜୀବନ ପାଇଁ ଖୁସି ଥିବା ସହ ରିୟାଙ୍କ ଭାଇ ରିୟାଙ୍କ ବାପା ମାଁ ଙ୍କୁ ଜୀବନେ ପାଇଁ ଆଭାର ବ୍ୟପ୍ତ କରିଛନ୍ତି ବୋଲି ଉଲେଖ କରିଛନ୍ତି ଏ ସବୁ ରିୟାଙ୍କ ନୋଟବୁକ୍ ରେ ସୁଶାନ୍ତ ଲେଖିଥିବା କଥା କୁହନ୍ତି ରିୟା । ଏସବୁ ସେୟାର କରି ସହାନ ଭୃତୀ ହାସଲ କରିବା ପାଇଁ ଚେଷ୍ଟା କରୁ ନାହାନ୍ତି ତ ରିୟା । ସେପଟେ ସୁଶାନ୍ତ ସହ ୟୋଡିତ ସବୁ ଦସ୍ତାବିଚ୍ ବିହାର ପୋଲିସ୍ ସିବିଆଇ କୁ ହସ୍ତାନ୍ତର କରି ସାରିଛି । ଘଟଣାରେ ଶନି ବାର ସୁଶାନ୍ତଙ୍କ ବାପା ଓ ଭଉଣି ହରିଣା ମୁଖ୍ୟ ମନ୍ତ୍ରୀଙ୍କ ଭେଟିଛନ୍ତି । ମୁଖ୍ୟ ମନ୍ତ୍ରୀ କହିଛନ୍ତି ସିବାଆଇ ହାତକୁ ମାମଲା ଗଲା ପରେ ନ୍ୟାୟ ନିଶ୍ଚୟ ମିଳିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *