ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ED ରେ ହାଜର ହେଲେ ସୁଶାନ୍ତ ସିହଂ ରାଜ ପୁତ୍ ଙ୍କ ବାନ୍ଧବୀ ରିଆ ଚକ୍ରବର୍ତି ଅନେକ ଦିନ ଧରି ରିଆ ଆତ୍ମଗୋପନନ କରିବା ପରେ ଆଜି ଆତ୍ମ ସମର୍ପଣ କରି ଥିବାର ଦେଖା ଜାଇ ଛନ୍ତି । ଏବଂ ତାଙ୍କୁ ମୁମ୍ବାଇ ସ୍ଥିତ ପବର୍ତନ ଅଫିସ୍ କାର୍ଯ୍ୟାଳୟ ରେ ପହଁଚି ଥିଲେ । ଆଜି ଦିନ 11.30 ସୁଧା ED ରେ ହାଜିର୍ ହେବା ପାଇଁ ତାଙ୍କୁ ସମନ୍ ହୋଇ ଥିଲା ।
ତେବେ ବର୍ତମାନ ସମୟ ରେ ମାମାଲା ସୁପ୍ରିମ୍ କୋର୍ଟ ରେ ରୁଜୁ ଥିବାରୁ । ବର୍ତମାନ ଲାଗି ତାଙ୍କର ହାଜିରା କୁ ସ୍ଥଗୀତ କରିବା ପାଇଁ ରିଆ ଅପିଲ୍ କରି ଥିଲେ । ମାତ୍ର ପ୍ରବର୍ତନ କାର୍ଯାଳୟ ତାଙ୍କୁ ଅଗ୍ରାହ କରି ଦେଇ ଥିଲା । ସେହି ପରି ଭାବେ ରିଆ ଙ୍କ ପୂର୍ବତନ ମ୍ୟନେଜର ସୃତି ମୋଦି ଙ୍କୁ ବି ଆଜି ED ଜେରା କରିଛି । ଅଭିନେତା ସୁଶାନ୍ତ ସିହଂ ରାଜ ପୁତ୍ ଙ୍କ ମୃତ୍ୟୁ ମାମଲା ରେ ଏହି ଦୁହିଁଙ୍କୁ ଜେରା ହୋଇଛି ଏବଂ ଅଭିନେତା ସୁଶାନ୍ତ ସିହଂ ରାଜ ପୁତ୍ ଙ୍କ ଏକାଉଣ୍ଟ ରୁ ରିଆ ଚକ୍ରବର୍ତି ଙ୍କ ଏକାଉଣ୍ଟ କୁ ଗୋଟିଏ ମାସ ମଧ୍ୟ ରେ 15 କୋଟି ଟଙ୍କା ଜାଇ ଥିବା ବେଳେ ଏହାକୁ ନେଇ ବର୍ତମନ ସମୟ ରେ ED ତଦନ୍ତ କରୁଛି ।
ସେହି ପରି ବେଳେ ସୁଶାନ୍ତ ସିହଂ ରାଜ ପୁତ୍ ଙ୍କ ତଦନ୍ତ ଭାର ପାଇ ଥିବା cbi ନିଜର ଏକ ଦକ୍ଷ କ୍ରାକ୍ ଟିମ୍ କୁ ଦାୟୁତ୍ୱ ଦେଇଛି । ଏହି ଟିମ୍ ପୂର୍ବ ରୁ ବିଜୟ ମଲିଆ ମୋନି ଲୋଣ୍ଡ୍ରୀ କେସ୍ ପରି ହାଇ ପ୍ରୋଫାଇଲ୍ ମାମଲା ର ଜାଞ୍ଚ କରିଛି । ତେବେ ସବୁ ନିର୍ଭର କରୁଛି ମହାରାଷ୍ଟ୍ର ସରକାର ଙ୍କ ଅଦକ୍ଷ ଉପରେ ।
କାରଣ ମହାରାଷ୍ଟ୍ର ସରକାର ଙ୍କ ଅଦକ୍ଷ ହୋଇ ନ ପାରେ ତେବେ କିଛି ବି କରି ପାରିବ ନାହିଁ ସରକାର । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।