ବଦଳିଗଲା ରିଙ୍କିଙ୍କ ଭାଗ୍ୟ , ରାସ୍ତା କଡ ଫଳ ବେପାରୀରୁ ବନିଲେ ମେଗା ଧାରାବାହୀକର ନାୟିକା

taranga

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯାତ୍ରା ଦୁନିଆଁ ର ଲୋକ ପ୍ରିୟ ଅଭିନେତ୍ରୀ ରିଙ୍କି ତରଙ୍ଗ ଟିଭି ରେ ପ୍ରଶାରିତ ହେଉ ଥିବା ସବୁଠୁ ଲୋକ ପ୍ରିୟ ସିରିଏଲ ମାୟା ରେ ଅଭିନୟ କରିବା ପାଇଁ ଯାଉଛନ୍ତି । ଦର୍ଶକ ବନ୍ଧୁ ଆପଣ ମାନେ ଜାଣି ଥିବେ ସାରା ଓଡିଶା ରେ ଲକ୍ ଡାଉନ୍ ଚାଲି ଥିବାରୁ ଯାତ୍ରା କଳାକାର ମାନେ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଯାତ୍ରା ଅଭିନେତ୍ରୀ ରିଙ୍କି କିଛି ଦିନ ତଳେ ରାସ୍ତା କଡ ରେ ଫଳ ବିକ୍ରୀ କରୁ ଥିଲେ । ଏବଂ ସେ ଘର ଚଳେଇବାରେ ବହୁତ ଅସୁବିଧା ର ସମ୍ମୁଖୀନ ହେଉ ଥିଲେ ।

ଏବଂ ପରେ ସେ ଏହି ସବୁ ବିଷୟ ରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ସୁପର ଷ୍ଟାର ସବ୍ୟସଚୀ ଙ୍କୁ ଏହି ବିଷୟ ରେ କହି ଥିଲେ। ଏହା ପରେ ସବ୍ୟସଚୀ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସି ଥିଲେ । ଏବଂ ଅଭିନେତା ସବ୍ୟସଚୀ ତରଙ୍ଗ ଟିଭି ସହିତ କଥା ହୋଇ ଥିଲେ । ଏବଂ ପରେ ପରେ ସେ ତରଙ୍ଗ ଟିଭି ରେ ପ୍ରାଶାରିତ ହେଉ ଥିବା ସବୁଠୁ ଲୋକ ପ୍ରିୟ ସିରିଏଲ ମାୟା ରେ ଅଭିନୟ କରିବାରେ ସୁଯୋଗ ଦେଇ ଥିଲେ ।

ତେବେ ଦର୍ଶକ ବନ୍ଧୁ ଆପଣ ମାନ ଖୁବ୍ ଶୀଘ୍ର ଯାତ୍ରା ଅଭିନେତ୍ରୀ ରିଙ୍କି ଙ୍କୁ ସେହି ସିରିଏଲ ରେ ଅଭିନୟ କରୁ ଥିବାର ଆପଣ ମାନେ ଦେଖିବା ପାଇଁ ପାଇବେ । ସେମିତି ରେ ଦର୍ଶକ ବନ୍ଧୁ ତରଙ୍ଗ ଟିଭି ରେ ସବୁଠୁ ଲୋକ ପ୍ରିୟ ସିରିଏଲ ମାୟା ଦେଖିବା ପାଇଁ କେମିତି ଲାଗେ ଆପଣ ମାନେ ଆମକୁ କମେଣ୍ଟ ରେ ନିଶ୍ଚିତ ଭାବେ ଜଣେଇବେ ।

ଏବଂ ଆପଣ ମାନେ ଯଦି ଆମର ଏହି ପୋଷ୍ଟ ଦେଖିବା ପାଇଁ ଚାହାଁନ୍ତି ଏବଂ ଏହି ସବୁ କୁ ଆପଣ ମାନେ ପସନ୍ଦ କରନ୍ତି । ତେବେ ଆମ ସହିତ ଯୋଡି ହେବା ପାଇଁ ଆପଣ ମାନେ ଆମକୁ ଉପରେ ଫ୍ଲୋଲ କରନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *