5 ଜଣ ହିରୋଇନ , ଜାହାଙ୍କ ପ୍ରକୃତ ବୟସ ଆପଣଙ୍କର ହୋସ ଉଡେଇ ଦେବ

rea

ଆପଣ ମାନଙ୍କୁ ଆମର ପୋର୍ଟଲ କୁୂ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବଲିଉଡରେ ଏମିତି ବି କିଛି ହିରୋଇନ୍ ମାନେ ରହିଛନ୍ତି ଯେଉଁ ମାନଙ୍କ ବୟସ 40 ବର୍ଷ ରୁ ଅଧିକ ହୋଇ ସାରିଛି । କିନ୍ତୁ ଆଜିର ଦିନ ରେ ବି ସେ ବହୁତ ଜବାନ୍ ଦେଖା ଜାଇ ଥାନ୍ତି । ଏବଂ ସେମାନଙ୍କ ଫିଟନେସ୍ ହେଉ ବା ସେମାନଙ୍କ ସୁନ୍ଦରତା ର ଆଜିର ସମୟ ରେ ବି ଏହି ଅଭିନେତ୍ରୀ ମାନଙ୍କର ବୋଲ ବାଲା ରହିଛି । ତେବେ ଆସନ୍ତୁ ସେହି ସବୁ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ।

ତେବେ ଆରମ୍ଭ କରିବା ଅୟସୁର୍ଯ୍ୟା ରାୟ ବଚ୍ଚନ ଙ୍କ ଠାରୁ । ହଁ ଆଜ୍ଞ୍ୟା ବଲିଉଡ ରେ ସବୁଠୁ ସୁନ୍ଦରରୀ କୁହା ଯାଉ ଥିବା ଏହି ଅଭିନେତ୍ରୀ ଙ୍କୁ 43 ବର୍ଷ ହୋଇ ସାରିଛି । ଏବଂ ଆଜି ବି ସେ ଫିଲ୍ମ ରେ ଦମଦାର ରୋଲ ନିଭାଉଛନ୍ତି । ଫିଲ୍ମ ସରବ୍ ଜିତ୍ ରେ ତାଙ୍କର ଅଭିନୟ ଦେଖିବା ର ଥିଲା । କେବଳ ଏତିକି ନୁହେଁ ବରଂ ଏହି ନିକଟ ବର୍ଷ ରେ ଆସି ଥିବା ଫିଲ୍ମ ଏ ଦିଲ୍ଲୀ ହେ ମୁସ କିଲ୍ ଯେଉଁ ଥିରେ ତାଙ୍କର ଅଭିନୟ କେବଳ କିଛି ସମୟ ପାଇଁ ରହି ଥିଲା । ହେଲେ ଅନୁସ୍କା ଏମିତି ଭାବେ ଏହି ରୋଲ କୁ ନିଭେଇ ଥିଲେ ଜାହାମ ପରେ ଏମିତି କେହି ଥିଲେ ନି କି ଅନୁସ୍କା କୁ ଦେଖିବେ ।

aishwariya

ସେହି ପରି ଭାବେ ଆମେ ଯଦି କହିବା ମାଧୁରୀ ଦିକ୍ସିତ୍ ଙ୍କ ବିଷୟରେ ସେ 49 ବର୍ଷ ର ହୋଇ ସାରିଛନ୍ତି । ହେଲେ ଆଜିର ସମୟରେ ବି ଲକ୍ଷ ଲକ୍ଷ ଲୋକ ମାନେ ଦିୱାନା ରହିଛନ୍ତି । ହେଲେ ମାଧୁରୀ ଆଜିର ସମୟରେ ଫିଲ୍ମ ରେ ନଜର ଆସୁ ନାହାଁନ୍ତି । କିନ୍ତୁ କିଛି ସମୟ ପୂର୍ବ ରୁ ସେ ରିଆଲିଟି ସୋ ରେ ଜର୍ଜ ବନି ଥିଲେ ।

madhurii

ସେହି ପରି ମଲ୍ଲାଇକା ଅରୋରା ବି 43 ବର୍ଷ ର ହୋଇ ସାରିଛନ୍ତି । ଆଜି ବି ତାଙ୍କର ଫିଟନେସ୍ ବହୁତ ଅଲଗା ଅଟେ କେହିବି ଦେଖି କି ପାରିବ ନାହିଁ କି ସେ 43 ବର୍ଷ ଅଟନ୍ତି । ସେହି ପରି ଭାବେ ସେହି ପରି 42 ବର୍ଷ ର ସୋନାଲୀ ବିନ୍ଦ୍ରେ ଆଜି ଫିଲ୍ମ ରେ କାମ କରୁ ନାହାଁନ୍ତି ହେଲେ ବହୁତ ଏଡ୍ ରେ ସେ ଦେଖା ଯାଉଛନ୍ତି । ସୋନାଲୀ ଆଜି ବି ସେମିତି ସୁନ୍ଦର ଦେଖା ଯାଉଛନ୍ତି ଯେମିତି ଆଗରୁ ଦେଖା ଯାଉ ଥିଲେ।

silpa

ସେହି ପରି ଭାବେ ବନ୍ଧୁଗଣ ଶିଲ୍ପା ସେଠୀ 42 ବର୍ଷ ର ହୋଇ ସାରିଛନ୍ତି ହେଲେ ଆପଣ ମାନେ ତାଙ୍କୁ ଦେଖି ଆଜି ବି ହଇରାଣ ହୋଇ ଯିବେ ସୁନ୍ଦର ହୋଇ ଥିବା ବେଳେ ତାଙ୍କର ଫିଟନେସ୍ କୁ ନେଇ ସେ ସବୁ ବେଳେ ଗୁରୁତ୍ୱର ରହି ଥାନ୍ତି । ଆପଣ ମାନେ ଦେଖିବେ ତ କହିଲେ କେବଳ 20 ବର୍ଷ ର ବୋଲି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *