ରାଜା ଙ୍କ ହାତ ସତରେ ଧରିବେ ରାଣୀ ପଣ୍ଡା !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ପୁଣି ଚର୍ଚ୍ଚା ରେ ବିବାଦିୟ ଅଭିନେତ୍ରୀ ରାନୀ ପଣ୍ଡା । ବର୍ତମାନ ସମୟ ରେ ହାତ କୁ ଦୁଇ ହାତ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ ଏହି ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ମନ ର ମଣିଷ ମିଳି ସାରିଛି । ବର୍ତମାନ ସମୟ ରେ ଯାତ୍ରା ପେଣ୍ଡେଲ୍ କୁ ହୁଲସ୍ତଲ କରି ଦେଇ ଥିବା ଏହି ରାନୀ ପଣ୍ଡା ଙ୍କ ଉଦାରତା କୁ ସମସ୍ତେ ଉପଲବ୍ଧ କରି ଥିଲେ । ଏବଂ ସେହି ଉପରେ ସେ ନିଜର ଇମେଜ୍ କୁ ସଠିକ୍ କରିବା ପାଇଁ ଏହି ଦିନ ରେ ସେ ବହୁତ ଗୁଡିଏ କଳାକାର ମାନଙ୍କୁ ବି ସାହାଯ୍ୟ କରି ଥିଲେ । ତେବେ ରାନୀ ଙ୍କ ଏହି ଉତ୍କଣ୍ଠା କୁ ଦେଖି କରି ସେ ସମସ୍ତ ଙ୍କ ହୃଦୟ ରେ ରାଣୀ ସାଜି ଛନ୍ତି ।rani

ଏବଂ ନିଜର ପ୍ରସଂଶକ ମାନଙ୍କୁ ସେ କହିଛନ୍ତି ଖିୁୁବ୍ ଶିଘ୍ର ବିବାହ କରିବା ପାଇଁ ଯାଉଛନ୍ତି । ନିଜର ପ୍ରଶଂସକ ମାନଙ୍କୁ ସେ କହିଛନ୍ତି କି ସେ ଖୁବ୍ ଶୀଘ୍ର ବିବାହ କରିବା ପାଇଁ ଯାଉଛନ୍ତି । ତାଙ୍କ ମନ ର ମଣିଷ ତାଙ୍କୁ ମିଳି ଜାଇଛି ବୋଲି ସେ ଭିଡ଼ିଓ ମାଧ୍ୟମ ରେ କହି ଥିଲେ । ହେଲେ ସେ କେବେ ବିବାହ କରିବେ ଏବଂ ତାଙ୍କର ଜିବନ ସାଥି କିଏ ହେବେ ସେ ପ୍ରଷ୍ଟ କରି ନାହାଁନ୍ତି । ସେ କହିଛନ୍ତି କି ଅପେକ୍ଷା କରନ୍ତୁ ରାଣୀ ଜାଗା ଦେଖି କରି ହିଁ ଖେଳ କରିବ । ଏମିତି ବିବାହ ହେବ କି ସାରା ଓଡ଼ିଶା ରେ ସେମିତି କେହି ବି ବବିବାହ କରି ନ ଥିବେ । rani panda

ସେହି ପରି ଭାବେ ସେ ପୂର୍ବ ରୁ କହି ଥିଲେ କି ସେ ଯଦି ବିବାହ କରିବେ ପ୍ରଦଦୀପ ମହାରଥୀ ଙ୍କ ପରି ପୁରୁଷ ଙ୍କୁ ସେହି ଭଳି ପୁରୁଷ ମିଳିଲେ ସେ ନିଶ୍ଚିତ ଭାବେ ବିବାହ କରିବେ । ତେବେ ଦର୍ଶକ ବନ୍ଧୁ ଆପଣ ମାନେ ରାନୀ ପଣ୍ଡା ଙ୍କୁ ଆଶ୍ରୀବାଦ ଦେବାକୁ ଚାହାଁନ୍ତି ତେବେ ଆମକୁ କମେଣ୍ଟ କରନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *